Latest Odisha News

BREAKING NEWS

ଆଗକୁ ଆସୁଛି ନୂଆ ଓଡ଼ିଆ ଫିଲ୍ମ ‘ଫାଲଗୁନ ଚୈତ୍ର’

ଭୁବନେଶ୍ୱର: ଆଗକୁ ଆସୁଛି ନୂଆ ଓଡ଼ିଆ ଫିଲ୍ମ ‘ଫାଲଗୁନ ଚୈତ୍ର’ । ଏହି ଫିଲ୍ମ ଆସନ୍ତା ସପ୍ତାହରେ ମୁକ୍ତିଲାଭ କରିବ । ଏହି ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । ଏଥିରେ ଅଭିନେତା ପାର୍ଥସାରଥୀ ରାୟ ନାୟକ ସାଜିଥିବା ବେଳେ ଅନନ୍ୟା ମିଶ୍ର ଓ ବିଏମ୍ ବୈଶାଳୀ…

ବିବାଦୀୟ କୋଟିଆକୁ ଆସି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ନବୀନଙ୍କୁ କହିଲେ ପିତୃତୁଲ୍ୟ

କୋଟିଆ: କୋଟିଆକୁ ନିଜର ବୋଲି କହି ଦାବି କରିବାକୁ ଆନ୍ଧ୍ରପ୍ରଦେଶ ବିଭିନ୍ନ ପ୍ରକାର ଉଦ୍ୟମ କରୁଥିବା ବେଳେ ସୋମବାର ବିବାଦୀୟ ଅଞ୍ଚଳ ଗସ୍ତ ସମୟରେ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପି. ରାଜନ୍ନା ଦୋରା ଯେଉଁ ବୟାନ ଦେଇଛନ୍ତି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। କୋଟିଆ ଗସ୍ତରେ ଆସିଥିବା…

ଅଜବ ଖାଦ୍ୟ ଖାଇ ଟଙ୍କା ରୋଜଗାର କରୁଛନ୍ତି ଯୁବତୀ

ଅଷ୍ଟ୍ରେଲିଆ: ଦୁନିଆରେ ଅନେକ ଲୋକ ଟଙ୍କା ରୋଜଗାର ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । କିଛି ଲୋକ ପାଠ ପଢି ଚାକିରି କରି ରୋଜଗାର କରୁଥିବା ବେଳେ ଆଉ କିଛି ଲୋକ ବ୍ୟବସାୟ କରି ରୋଜଗାର କରନ୍ତି । କିନ୍ତୁ ଅଷ୍ଟ୍ରେଲିଆର ଜଣେ ୧୯ ବର୍ଷର୍ୀୟା ଯୁବତୀ ଅଜବ ଜିନିଷ ଖାଇ କୋଟି କୋଟି ଟଙ୍କା ରୋଜଗାର…

ଦି କେରଳ ଷ୍ଟୋରୀର ଫିଲ୍ମର ସତ୍ୟତା ପ୍ରମାଣିତ କଲେ ଦିଆଯିବ ୧ କୋଟି ଟଙ୍କା: ମୁସଲିମ ଲିଗ ଯୁବ ଶାଖା

ବେଙ୍ଗାଲୁରୁ: ଦି କେରଳ ଷ୍ଟୋରୀ ଫିଲ୍ମକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ମେ ୫ ତାରିଖରେ ଫିଲ୍ମ ରିଲିଜ ହେବ ବୋଲି ସ୍ଥିର ହୋଇଛି । ସୋମବାର ଭାରତୀୟ ୟୁନିୟନ ମୁସଲିମ ଲିଗର ଯୁବ ଶାଖା ଘୋଷଣା କରିଛି ଯେ, ଫିଲ୍ମରେ ଦର୍ଶାଯାଇଥିବା ତଥ୍ୟ ପ୍ରମାଣିତ କରିବା ବ୍ୟକ୍ତିଙ୍କୁ ୧କୋଟି ଟଙ୍କା…

ନୀତିଶଙ୍କ ମିଶନ ୧୨୦ !

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ସବୁ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି। ଏଭଳି ସ୍ଥିତିରେ ଆଗାମୀ ନିର୍ବାଚନ ବିଜେପି ଭର୍ସେସ ବିରୋଧୀଙ୍କ ମଧ୍ୟରେ ହେବ। ସେଥିପାଇଁ ନୀତିଶଙ୍କ ନେତୃତ୍ୱରେ ବିରୋଧୀ ଏକ ହେଉଥିବା କୁହାଯାଉଛି। ଏଭଳି ସ୍ଥିତିରେ ନୀତିଶଙ୍କ…

‘ଛତିଶଗଡ଼ ରାଜନୀତି’, ବିଜେପି ଛାଡି ହାତ ଧରିଲେ ନନ୍ଦ

ଭୁବନେଶ୍ୱର: ଛତିଶଗଡ଼ ନିର୍ବାଚନ ପାଖେଇ ଆସୁଥିବା ବେଳେ ଛତିଶଗଡ଼ରେ ବିଜେପିକୁ ବଡ଼ ଝଟକା ଲାଗିଛି। ଛତିଶଗଡ଼ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ନନ୍ଦ କୁମାର ସାଏ ବିଜେପି ଛାଡି କଂଗ୍ରେସରେ ମିଶିଛନ୍ତି। ନନ୍ଦ କୁମାର ବିଜେପିର ପ୍ରମୁଖ ସଂଗଠନ ଦାୟିତ୍ୱ ସହ ବିଜେପିର ଟାଣୁଆ…

ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, କର୍ଣ୍ଣାଟକବାସୀଙ୍କ ସମସ୍ୟା ବୁଝ, ନିଜ କଥା କୁହନି !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗାଳି ମନ୍ତବ୍ୟକୁ ନେଇ କଂଗ୍ରେସ ମୋଦିଙ୍କୁ ଟାର୍ଗେଟ କରିଛି। ପ୍ରଧାନମନ୍ତ୍ରୀଙ୍କୁ କିଏ କେତେଥର ଗାଳି କରିଛି ସେ କଥା ମୋଦି ମନେ ରଖିଥିବା ବେଳେ ଲିଷ୍ଟ ହୋଇଛି। କିନ୍ତୁ ଲୋକଙ୍କ ସମସ୍ୟା ସଂପର୍କୀତ ଲିଷ୍ଟ ନାହିଁ…

ରାଜ୍ୟ ସରକାରଙ୍କ ଓବିସି ସର୍ଭେକୁ ପ୍ରହସନ କହିଲା ବିଜେପି, ଜବାବ ରଖିଲେ ମନ୍ତ୍ରୀ ସାରକା

ଭୁବନେଶ୍ୱର: ଓଡ଼ିଶା ସରକାର ସାରା ରାଜ୍ୟରେ ଓବିସି ସର୍ଭେ ଆରମ୍ଭ କରିଛନ୍ତି। ତେବେ ଭାରତୀୟ ଜନତା ପାର୍ଟି ଏହାକୁ ଏକ ପ୍ରହସନ ବୋଲି କହିଛି। ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ ଦାବି କରିଛନ୍ତି ଯେ, ବିଜେଡି ନେତୃତ୍ୱାଧୀନ ସରକାର ଏବେ ସୁଦ୍ଧା ଲୋକଙ୍କୁ ଲାଭ ଦେବା ପାଇଁ ଆଗ୍ରହ…

କର୍ଣ୍ଣାଟକରେ ବିଜେପି ଦେବ କ୍ଷୀର, କଂଗ୍ରେସର ପୁରୁଣା ପେନସନ !

ଭୁବନେଶ୍ୱର: କର୍ଣ୍ଣାଟକରେ ପ୍ରଚାର ସହ ଆରମ୍ଭ ହୋଇଛି ଇସ୍ତାହାର ଲଢେଇ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଦଳର ହେଭିୱେଟମାନେ ପ୍ରଚାର କରୁଥିବା ବେଳେ କଂଗ୍ରେସର ରାହୁଲ ଓ ପ୍ରିୟଙ୍କା ପ୍ରଚାର ମଙ୍ଗ ଧରିଛନ୍ତି। ଉଭୟ ଦଳର ନେତାମାନେ ପରସ୍ପର ବିରୋଧରେ ବର୍ଷୁଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସ…

ଏଆର ରେହମାନଙ୍କ କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କଲା ପୋଲିସ

ପୁଣେ: ଓସ୍କାର ବିଜେତା ଗାୟକ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଏଆର୍ ରେହମାନଙ୍କ କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କଲା ପୋଲିସ । ଏଆର୍ ରେହମାନ ମହାରାଷ୍ଟ୍ରର ପୁଣେରେ ଏକ ଲାଇଭ୍ ମ୍ୟୁଜିକ୍ କନ୍ସର୍ଟ କରିଥିଲେ । କିନ୍ତୁ ପୁଣେ ପୋଲିସ ଏଥିରେ ହସ୍ତକ୍ଷେପ କରି ଏହି କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କରି…