Latest Odisha News

BREAKING NEWS

ଡେଙ୍ଗୁରେ ଆକ୍ରାନ୍ତ କ୍ରିକେଟର ଶୁଭମିନ୍ ଗିଲ୍, ବାଦ ପଡ଼ିବେ କି ବିଶ୍ବକପରୁ?

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଓପନର ଶୁଭମନ ଗିଲ୍ ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ବକପ୍ ପ୍ରାରମ୍ଭିକ ମ୍ୟାଚରେ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଚେନ୍ନାଇରେ ପହଞ୍ଚିବା ପରଠାରୁ ଗିଲ୍ ଜ୍ୱରରେ ପୀଡ଼ିତ ଅଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା…

ଆଜି ମୂଳାଷ୍ଟମୀ: ଆଜିଠୁ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଷୋଡଶ ପୂଜା

କଟକ : ଆଜି ହେଉଛି ମୂଳାଷ୍ଟମୀ । ଆଜିଠାରୁ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଷୋଡଶ ପୂଜା। ସକାଳୁ ସକାଳୁ ଶକ୍ତିପୀଠ ଗୁଡିକରେ ପୂଚାର୍ଚ୍ଚନା ଚାଲିଛି । ମୂଳାଷ୍ଟମୀରୁ ମହାଅଷ୍ଟମୀ ପର୍ଯ୍ୟନ୍ତ ମା’ଙ୍କୁ ୧୬ଟି ବେଶରେ ସଜ୍ଜିତ କରାଯିବ  । ଏହି ସମୟରେ ମାଙ୍କୁ ଦର୍ଶନ କଲେ କୋଟି…

ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ଯବାନ ସରୋଜଙ୍କ ପାର୍ଥିବ ଶରୀର

ଢେଙ୍କାନାଳ : ସବୁକିଛି ଛାରଖାର କରିଦେଇଛି ପ୍ରଳୟଙ୍କରୀ ବନ୍ୟା । ହଠାତ୍ ପାଣି ମାଡି ଆସି ୨୩ଜଣ ଯବାନଙ୍କୁ ଭସାଇ ନେଇଛି  । କେବଳ ଯବାନଙ୍କ ଭାସାଇ ନେଇନି ଏପର୍ଯ୍ୟନ୍ତ ୨୨ ଯବାନଙ୍କ ସହିତ ୧୦୩ ସାଧାରଣ ଲୋକଙ୍କର କୌଣସି ପତ୍ତା ମିଳୁନି  । ୩୦୦୦ ପର୍ଯ୍ୟଟକ ଏବେ ବି ବନ୍ୟାପାଣିରେ ଫସି…

କବିତା : ପ୍ରଶ୍ନ

ସ୍ଵର୍ଣ୍ଣଲତା ମହାପାତ୍ର  ମୁଁ ଆଜି ପୁଣି ବିଭକ୍ତ ତୁମେ ଫେଡିଦେଇଛ ତୁମ ଅସ୍ତିତ୍ବରୁ, ଭାବନାରୁ ଦୂରେଇ ଦେଇଛ ବହୁ ଆଗରୁ। ମୁଁ ଜାଣେ... ହସ ଅଛି, ଲୁହ ଅଛି, ପ୍ରତିଶ୍ରୁତି ଅଛି, ଅଛି ତ..ସବୁ ଅଛି ତୁମଠାରୁ ଯାହା ପାଇଛି, ସେ କେବଳ ଛଳନାରେ ତୁମେ ଦେଇ ନାହଁ କିଛି, ମୁଁ…

ମୁମ୍ବାଇ ଗୋରେଗାଓଁ ଆଜାଦ ନଗରରେ ଭୟଙ୍କର ଅଗ୍ନିକାଣ୍ଡ: ୭ମୃତ, ୩୦ରୁ ଉର୍ଦ୍ଧ୍ବ ବାଇକ୍ ପୋଡି ପାଉଁଶ

ମୁମ୍ବାଇ: ମୁମ୍ବାଇର ଗୋରେଗାଓଁରେ ଥିବା  ଆଜାଦ ନଗରର ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି  । ଫଳରେ ଏଥିରେ ୭ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୯ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି  ।   ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ…

ସିରିଆର ମିଲିଟାରୀ ଏକାଡେମୀରେ ଆକ୍ରମଣ: ୧୦୦ରୁ ଉର୍ଦ୍ଧ୍ବ ମୃତ, ୧୨୫ ଆହତ

ନୂଆଦିଲ୍ଲୀ: ଏକ ଦଶନ୍ଧିରୁ ଅଧିକ ସମୟ ଧରି ଯୁଦ୍ଧର ସମ୍ମୁଖୀନ ହେଉଛି ସିରିଆ   । ଗତକାଲି ପୁଣି ଏକ ବଡ ଆକ୍ରମଣର ଶିକାର ହୋଇଛି  । ଯେଉଁଥିରେ ୧୦୦ରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିବାବେଳେ ୧୨୫ ଜଣ ଆହତ ହୋଇଥିବା ସୂଚନା ମିଳିଛି  । ସିରିଆ ପ୍ରତିରକ୍ଷା ମନ୍ତ୍ରୀ ସାମରିକ ସମାରୋହରୁ ବିଦାୟ…

ଆମ ଓଷା ସାହିତ୍ୟରେ ଜିମୂତ-ବାହନ ପୂଜା ବା ଦୁତିୟା ଓଷା

ରାଜଲକ୍ଷ୍ମୀ ତ୍ରିପାଠୀ ଜନମୁଖରେ ଯାହାକୁ ଦୁତିଆ ଓଷା କହନ୍ତି, ତାହାକୁ ବିଂଶ ଶତାବ୍ଦୀର ପ୍ରଥମ ଦଶକ ରେ ପାଞ୍ଜିକାରମାନେ ଜିମୂତ -ବାହନ ପୂଜା ନାମରେ ଲେଖୁଥିଲେ । ଏବେ ଦ୍ୟୁତିବାହନ ନାମରେ ପାଞ୍ଜି ମାନଙ୍କରେ ଲେଖା ହେଉଅଛି । ଓଷା କଥାରେ ଦେବତାଙ୍କ ନାମ ଦୁତିବାମନ ।ଆଶ୍ୱିନ କୃଷ୍ଣପକ୍ଷ…

ଭାଷା ଭାଗବତ : କାଳଚ୍ୟୁତ ହେଉଁ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କଥିତ ଓ ଲିଖିତ ଭାଷା ମଧ୍ୟରେ ନାହିଁ ମିଳାମିଶା ତେଣୁ ଏ ଭାଷାର ଦୁର୍ଦଶା ସଂଚାର କରୁନାହିଁ ଆଶା ଯେଉଁ ଭାଷାରେ କଥା କହୁଁ ସେ ଭାଷା ଯେଣୁ ଲେଖୁନାହୁଁ ପଢ଼ିଲେ ସୁଦ୍ଧା କେତେ ଲୋକ ସେ ସବୁ ଲାଗେ ନିରର୍ଥକ ଯାହା ହୁଏନି…

ଆଜି ଦିଲ୍ଲୀରେ ବସିବ ମାଓ ମୁକାବିଲା ବୈଠକ: ମାଓବାଦୀଙ୍କ ସ୍ଥିତି ଓ ସରକାରଙ୍କ ମୁକାବିଲା ରଣନୀତି ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ : ଆଜି ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ହେବାକୁ ଯାଉଛି  ମାଓ ମୁକାବିଲା ବୈଠକ । ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ସକାଳ ୧୦ଟାରେ ଏହି ବୈଠକ ଅନୁଷ୍ଠିତ ହେବ  । ବିଭିନ୍ନ ରାଜ୍ୟରେ ମାଓବାଦୀଙ୍କ ସ୍ଥିତି ଓ ସରକାରଙ୍କ ମୁକାବିଲା ରଣନୀତି ଉପରେ ଆଲୋଚନା ହେବ ।  …

ସତ୍ୟମ୍ ଶିବମ୍ ସୁନ୍ଦରମ୍‌

ରାହୁଲ ଗାନ୍ଧୀ କଳ୍ପନା କରନ୍ତୁ କି, ଜୀବନ ହେଉଛି ପ୍ରେମ, ଉଲ୍ଲାସ, ଭୋକ ଓ ଭୟର ଏକ ମହାସାଗର; ଆଉ ଆମେ ସମେସ୍ତ ସେଥିରେ ଭାସୁଛନ୍ତି । ଏହାର ସୁନ୍ଦର ଓ ଭୟଙ୍କର, ଶକ୍ତିଶାଳୀ ଓ ସର୍ବଦା ବଦଳୁଥିବା ତରଙ୍ଗ ମଧ୍ୟରେ ଆମେ ବଞ୍ଚିବାକୁ ପ୍ରୟାସ ଚଳାଇଛନ୍ତି । ଏହି ମହା ସମୁଦ୍ରରେ ଯେଉଁଠି…