Latest Odisha News

BREAKING NEWS

ଭୁବନେଶ୍ୱରରେ ଦୁର୍ଗା ମୂର୍ତ୍ତି ଭସାଣି ଶୋଭାଯାତ୍ରାରେ ହିଂସା, ଦୁଇ ଆହତ

ଭୁବନେଶ୍ୱର: ବୁଧବାର ରାତିରେ ଭୁବନେଶ୍ୱରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ରସୁଲଗଡ଼ ପୂଜା ମଣ୍ଡପର ମେଢ଼କୁ ଏକ ଭବ୍ୟ ଶୋଭାଯାତ୍ରାରେ ନିଆଯିବା ବେଳେ ଏହି ଅଘଟଣ ଘଟିଛି। କିଛି ଦୁର୍ବୃତ୍ତ ପୂଜା କମିଟି ସଦସ୍ୟ ଓ ଉତ୍ସବରେ ଭାଗ…

ଜାନୁଆରୀ ୫ରେ ଓଡ଼ିଶା ଭୋଟରଙ୍କ ଚୂଡାନ୍ତ ତାଲିକା ପ୍ରକାଶ ପାଇବ

ଭୁବନେଶ୍ୱର: ଆସନ୍ତା ବର୍ଷ ଜାନୁଆରୀ ୫ ତାରିଖରେ ଓଡ଼ିଶାର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ବୁଧବାର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ସିଇଓଙ୍କ ଦ୍ୱାରା ଡକାଯାଇଥିବା ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ବୈଠକରେ ଏହି ତଥ୍ୟ…

୨୬ରୁ ଆରମ୍ଭ ହେବ ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ, ଭାଗ ନେବେ ଅନେକ ଓଡ଼ିଶୀ ନୃତ୍ୟ ଶିଳ୍ପୀ

ଭୁବନେଶ୍ୱର: ଓଡ଼ିଶୀ ନୃତ୍ୟ ଗୁରୁ ଦେବପ୍ରସାଦ ଦାସଙ୍କ ସ୍କୃତିରେ ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ୧୭ତମ ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ ଗୁରୁବାର ଅନୁଷ୍ଠିତ ହେବ । ରବୀନ୍ଦ୍ରମଣ୍ଡପରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ନୃତ୍ୟ ଏବଂ ସଙ୍ଗୀତ…

ରାଜ୍ୟ ସରକାରଙ୍କ କ୍ରୀଡ଼ା ବିକାଶ ପଦକ୍ଷେପକୁ ଅନ୍ତର୍ଜାତୀୟ ଚେସ୍ ମହାସଂଘ ପରିଚାଳନା ବୋର୍ଡର ଉପାଧ୍ୟକ୍ଷଙ୍କ ପ୍ରଶଂସା

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା ଅନ୍ତର୍ଜାତୀୟ ଚେସ୍ ମହାସଂଘ ପରିଚାଳନା ବୋର୍ଡର ଉପାଧ୍ୟକ୍ଷ ତଥା ଲାଟଭିଆ ଗଣତନ୍ତ୍ରର ପୂର୍ବତନ ଅର୍ଥ ଓ ଅର୍ଥନୀତି ମନ୍ତ୍ରୀ ଡାନା ରିଜନିସ୍ ଓଜୋଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଚେସକୁ ପ୍ରୋତ୍ସାହିତ କରିବା ଦିଗରେ ରାଜ୍ୟ ସରକାରଙ୍କ…

ନିଆଁରେ ନୁହେଁ, ରାବଣର ମୁହଁକୁ ପାଦରେ ଦଳି କରାଯାଏ ବଧ

ରାଜସ୍ଥାନ: ବିଭିନ୍ନ ସ୍ଥାନରେ ବିଜୟାଦଶମୀରେ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି ରାବଣପୋଡ଼ି ଉତ୍ସବ । ଏହିଦିନ ଶ୍ରୀରାମ ରାବଣକୁ ମାରି ଦୁନିଆରେ ଶାନ୍ତି ପ୍ରତିଷ୍ଠା କରିଥିଲେ । ସେବେଠାରୁ ଆମେ ବିଜୟାଦଶମୀରେ ରାବଣପୋଡି ଉତ୍ସବ ପାଳନ କରିଥାଉ । ରାବଣର କୁଶପୁତ୍ତଳିକା ପ୍ରସ୍ତୁତ କରି ସେଥିରେ…

ଅଭିନୟରୁ ବିରତି ନେବେ ରଣବୀର

ମୁମ୍ବାଇ: ଅଭିନୟରୁ ୬ ମାସ ବିରତି ନେବେ ବଲିଉଡ ଅଭିନେତା ରଣବୀର କପୁର । ୬ ମାସ ଧରି ସେ କୌଣସି ଫିଲ୍ମ କି ବିଜ୍ଞାପନ, ଏମିତି କି କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ । କାରଣ ଏବେ ସେ ତାଙ୍କ ପରିବାରକୁ ପୁରା ସମୟ ଦେବେ ବୋଲି ରଣବୀର କହିଛନ୍ତି । ତାଙ୍କର ଏପରି କଥା ଶୁଣିବା ପରେ ତାଙ୍କ…

ଶୋଇଥିବା ଅବସ୍ଥାରେ ରାବଣକୁ କରାଗଲା ଦହନ, କାରଣ କଣ ଜାଣନ୍ତୁ

ବିହାର: ସାରା ଦେଶରେ ଗତକାଲି ଧୁମଧାମରେ ବିଜୟାଦଶମୀ ପାଳିତ ହୋଇଯାଇଛି । ବିଭିନ୍ନ ସ୍ଥାନରେ ମା’ଙ୍କୁ ସିନ୍ଦୂର ଲାଗି ପରେ ରାବଣପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାବଣପୋଡ଼ି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଜୟାଦଶମୀ ଦିନ ବିହାରର ସୁପେଲରେ…

ଛାତ୍ରଙ୍କ ମାଡ଼ରେ ଚାଲିଗଲା ଅଧ୍ୟାପକଙ୍କ ଜୀବନ, ଦୀର୍ଘ ୮ ମାସ ଧରି ଚାଲିଥିଲା ଚିକିତ୍ସା

ଝାରସୁଗୁଡ଼ା: ସମ୍ବଲପୁରରେ କଲେଜ ଛାତ୍ର ମାଡ଼ରେ ଗୁରୁତର ଅଧ୍ଯାପକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ଦୀର୍ଘ ଆଠ ମାସ ଧରି ତାଙ୍କର ବୁର୍ଲାରେ ତାଙ୍କର ଚିକିତ୍ସା ଚାଲିଥିଲା। ଶେଷରେ ସେ ଜୀବନ ଯୁଦ୍ଧରେ ହାରିଗଲେ ଅଧ୍ୟାପକ। ଫେବୃଆରୀ ୨୨ ତାରିଖରେ ଝାରସୁଗୁଡ଼ା ଜିଲ୍ଲାରେ ଛାତ୍ରଙ୍କ ମାଡ଼ରେ…

ଜାନୁଆରୀ ୨୨ରେ ରାମମନ୍ଦିର ଉଦଘାଟନ କରିବେ ମୋଦି

ଲକ୍ଷ୍ନୌ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ନବ ନିର୍ମିତ ରାମ ମନ୍ଦିରର ଗର୍ଭଗୃହରେ ରାମଲାଲା ବିରାଜମାନ କରିବେ । ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ଦିନ ୧୨.୩୦ରେ ଶୁଭାରମ୍ଭ ହେବ । ଏହି ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ସାଧାରଣ ସମ୍ପାଦକ…

ଆଗ୍ରା ପାତାଲକୋଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଗ୍ରାରେ ବୁଧବାର ଏକ ବଡ ଅଘଟଣ ଘଟିଛି । ଆଗ୍ରା ଝାନ୍ସୀ ରେଲୱେ ଟ୍ରାକ ସ୍ଥିତ ଭାଣ୍ଡଇ ରେଳ ଷ୍ଟେସନ ନିକଟରେ ପାତାଲକୋଟ ଏକ୍ସପ୍ରେସରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା । ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଏହାର ୨ଟି ବଗି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଥିବା…