Latest Odisha News

BREAKING NEWS

ନିଶା ପାଇଁ ବାପର ଜୀବନ ନେଲା ପୁଅ

କଟକ : ପିଶାଚ ସାଜିଲା ପୁଅ । ପିଟି ପିଟି ବାପାର ଜୀବନ ନେଇଗଲା । ଏପରି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ବେଣ୍ଟପଦା ଗାଁରେ । ସୂଚନା ଅନୁଯାୟୀ, ମୃତକ ଜଣକ ହେଲେ ବାଲୁଙ୍କେଶ୍ୱର ମହାନ୍ତି(୭୫)। ବାଲୁଙ୍କେଶ୍ୱର ପୁଅ ହେଉଛନ୍ତି ଅପର୍ତି ମହାନ୍ତି ।…

ଆଟମିକ ଏନର୍ଜି କମିଶନ ଅଧ୍ୟକ୍ଷ ନିଯୁକ୍ତ ହେଲେ ଓଡିଆ ବୈଜ୍ଞାନିକ ଡକ୍ଟର ଅଜିତ କୁମାର ମହାନ୍ତି

ନୂଆଦିଲ୍ଲୀ: ପୁଣି ଜଣେ ଓଡ଼ିଆଙ୍କୁ ଗୁରୁଦାୟିତ୍ୱ ତେଲେ କେନ୍ଦ୍ର ସରକାର। ଓଡ଼ିଆ ବୈଜ୍ଞାନିକ ଡକ୍ଟର ଅଜିତ କୁମାର ମହାନ୍ତିଙ୍କୁ ‘ଆଣବିକ ଶକ୍ତି ବିଭାଗ’ର ସଚିବ ଏବଂ ‘ଆଣବିକ ଶକ୍ତି କମିସନ୍‌’ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଅଜିତ ବର୍ତ୍ତମାନ ‘ଭାବା ଆଟମିକ୍‌ ରିସର୍ଚ…

ରାଜ୍ୟରେ ୨୦ ବର୍ଷରେ ୩ ଗୁଣ ବଢ଼ିଛି କ୍ଷୀର ଉତ୍ପାଦନ ଓ ମାଂସ ୬ ଗୁଣ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ୨୦ ବର୍ଷରେ କ୍ଷୀର, ଅଣ୍ଡା ଓ ମାଂସ ଉତ୍ପାଦନ ବଢ଼ିଛି। ବିଶ୍ୱ ପ୍ରାଣୀ ଦିବସ ଅବସରରେ ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। କ୍ଷୀର ଓ ଅଣ୍ଡା ଉତ୍ପାଦନ ୩…

ଧାନ ଜଗିଥିବାବେଳେ ଯୁବକଙ୍କୁ ଦଳିଦେଲା ହାତୀ

ଢେଙ୍କାନାଳ : ମାତିଛନ୍ତି ହାତୀ । ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀ ଉପଦ୍ରବ । ପୁଣି ହାତୀ ଆକ୍ରମଣରେ ଚାଲିଗଲା ଜଣକ ଜୀବନ । ସଦର ରେଞ୍ଜ ଅନ୍ତର୍ଗତ କୁରୁମ ଟାଙ୍ଗର ଗାଁରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟ ହୋଇଛି । ମୃତକଙ୍କ ନାଁ ଶ୍ରୀକାନ୍ତ ପରିଡ଼ା। ଗତକାଲି ସେ ଗାଁ ନିକଟ ଜମିରେ…

ଜୀବନର ଦୁଃଖ ଓ ଯନ୍ତ୍ରଣା ମତେ କବିତା ମନସ୍କ କରିଛି : ବୀରେନ୍ଦ୍ର ନାୟକ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଓଡ଼ିଆ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ବୀରେନ୍ଦ୍ର ନାୟକଙ୍କ ସହ ‘ସ୍ୱଳ୍ପ ଆଳାପ’…

ଗଳ୍ପ : ମେକପ୍

ତନ୍ମୟୀ ପଣ୍ଡା ୟୁନିସେକ୍ସ ପାର୍ଲରର ଯାହା ବିଶେଷତ୍ବ , ସେଥିରେ ଥାଏ ଅଭିଜ୍ଞତା ପ୍ରଚୁର । ଅଭିଜ୍ଞ ଓ ପ୍ରଶିକ୍ଷିତ ହାତ । ପୁଣି ଏସବୁ ଗୋଟେଗୋଟେ ଟ୍ରେନିଂ ସେଣ୍ଟର ମଧ୍ୟ । ଆଉ ସହରର ସବୁତକ ଭିଡ଼ ସେଇଠି ଯେମିତି । ଖର୍ଚ୍ଚ ମଧ୍ୟ ସେମିତି । ନୟନିକା କହିବ - " ସ୍ତ୍ରୀ ଲୋକର ସବୁ…

ସମ୍ବଲପୁରବାସୀଙ୍କୁ ମିଳିଲା ଆଶ୍ୱସ୍ତି, ହଟିଲା କର୍ଫ୍ୟୁ

ସମ୍ବଲପୁର : କଟକଣାରୁ ମୁକ୍ତ ହେଲେ ସମ୍ବଲପୁରବାସୀ । ୧୪ ଦିନ ପରେ ଉଠିଲା କର୍ଫ୍ୟୁ । ଆଉ ୨ଟି ଥାନା ଅଞ୍ଚଳରୁ ହଟିଲା କର୍ଫ୍ୟୁ । ପୂର୍ବରୁ ୪ଟି ଥାନା ଅଞ୍ଚଳରୁ କର୍ଫ୍ୟୁ ହଟିଥିବା ବେଳେ ଆଜି ଧନୁପାଲି ଓ ଟାଉନ୍‌ ଥାନା ଅଞ୍ଚଳରୁ କର୍ଫ୍ୟୁ ହଟାଇଛନ୍ତି ଉପଜିଲ୍ଲାପାଳ । ହନୁମାନ ଜୟନ୍ତୀ…

ଶିଶୁ କବିତା : ସ୍କୁଲ ହେଲା ଛୁଟି

ତରୁଣ କୁମାର ମିଶ୍ର  ସ୍କୁଲ ହେଲା ଛୁଟି , ଆସରେ ପିଲେ ଖେଳିବା ଆମେ , ଘର ପାଖରେ ବସି । ଖରାକୁ ଜମା ଯିବା ତ ନାହିଁ , ବହୁଛି ଝାଞ୍ଜି ତାତି' ଗୋଡ଼ରେ ଜୋତା ମୁଣ୍ଡରେ ଛତା , ପାଣି ବୋତଲ ସାଥୀ । ସ୍କୁଲ ହେଲା ଛୁଟି । ପଶୁ ପକ୍ଷୀଏ ପାଣି ନପାନ୍ତି ଶୋଷରେ ସୁଖେ ତଣ୍ଟି , ଘର…

କବିତା : ଅମୃତ ବିଷ

ଗଦାଧର ସାହୁ ଅମୃତ ଜୀବନେ ବିଷ ଭରିଅଛ ପାନ କର ନିତିଦିନ, ବିଷୟା ଭାବର ସର୍ପର ଦଂଶନେ ଏ ଜୀବନ ଶିରିହିନ । ଆମେ ଭାବୁ ଥାଉ ଆମକୁ ବିବେକି ଅବିବେକି କାର୍ଯ୍ୟକରି, ନିଜ ସ୍ବାର୍ଥ ପାଇଁ ଆନର ଗଳାରେ ଭୁସି ଦେଉଥାଉ ଛୁରି । କେବେ ସୁଧୁରିବ କିଏ ସେ କହିବ ନିଜେ ନିଜକୁ…

ଭାଷା ଭାଗବତ : ଧର୍ମହାନି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କେହି ନୁହଂତି କାହା ଭଳି ତେବେ ବି ସ୍ବଧର୍ମ ସଂଭାଳି ସଂସାରେ ଯାଉଥାଂତି ଚଳି ନ କରି କାହା ସଂଗେ କଳି କରିବା ନିଜ ମତେ କର୍ମ ଅଟଇ ସର୍ବୋତ୍ତମ ଧର୍ମ ଏ ନୁହେ ଆଲୋଚ୍ୟ ବିଷୟ ଯାହା କେବଳ ଶବ୍ଦମୟ ଯାହା ବି ଅଛି ଯେତେ…