Latest Odisha News

BREAKING NEWS

ଚନ୍ଦାପଣକୁ ନେଇ ଚିନ୍ତିତ ହେଲେ ଯୁବକ: ଏମିତି କିଛି କରି ବସିଲେ ନିଜ ଚେହେରା ହୋଇଗଲା ଖରାପ

ଇଟାଲୀ: ଆଜିର ଦିନରେ କେଶ ଝଡ଼ିବା ଦ୍ୱାରା ଆମ ମଧ୍ୟରୁ ଅନେକ ଅସୁବିଧାରେ ପଡିଥା଼ନ୍ତି । ଲୋକମାନେ ଏଥିପାଇଁ ଅନେକ ସମାଧାନ ଖୋଜନ୍ତି । ସ୍ପା ଠାରୁ ଆରମ୍ଭ କରି ଅନେକ ଘରୋଇ ଉପଚାର ମଧ୍ୟ ଆପଣାଇଥାନ୍ତି । କିଛି ଲୋକ ଏଥିରେ ଲାଭବାନ୍ ହେଉଥିବା ବେଳେ ଆଉ କିଛି ଅସଫଳ ହୋଇଥାନ୍ତି । କେବଳ ପଇସା…

ସ୍ଥାନ ଭିତ୍ତିରେ ଅଧିକ ଦରମା ପାଇବେ ମେଡିକାଲ କଲେଜ ଓ ହସ୍ପିଟାଲରେ ଶିକ୍ଷାଦାନ କରୁଥିବା ଡାକ୍ତର

ଭୁବନେଶ୍ୱର: ସ୍ୱାସ୍ଥ୍ୟ କ୍ଷେତ୍ର ସହ ରାଜ୍ୟ ସରକାର ମେଡିକାଲ୍ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଶିକ୍ଷାଦାନ କରୁଥିବା ଜୁନିଅର ରେସିଡେଣ୍ଟ ଓ ସିନିଅର୍ ରେସିଡେଣ୍ଟଙ୍କୁ ସ୍ଥାନ (ଜିଲ୍ଲା) ଅନୁସାରେ ଇନସେଣ୍ଟିଭ୍ ମିଳିବ । ଏନେଇ ବିଭାଗୀୟ…

ରଥଖଳା ଚଳଚଞ୍ଚଳ: ଆରମ୍ଭ ହେଲା ତୁମ୍ବ ବିନ୍ଧ କାମ

ପୁରୀ (ସନ୍ତୋଷ ଦାସ): ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ। ମହାରଣା ସେବକମାନେ ଶନିବାର ବିନ୍ଧ ଅନୁକୂଳ ପରେ ତୁମ୍ବରେ ବିନ୍ଧ କାମ ଆରମ୍ଭ କରିଛନ୍ତି। ସେପଟେ ବାକି ତୁମ୍ବର ବୋଳା ଓ ସୂତା ବାଡ଼ିଆ କାମ ଜାରି ରହିଛି। ଆଜି ପ୍ରଥମେ ତାଳଧ୍ୱଜ ରଥରେ ତୁମ୍ବରେ ବିନ୍ଧ ଅନୁକୂଳ ହୋଇଛି।…

୪ର୍ଥ ଥର ପାଇଁ ବାପା ହେବାକୁ ଯାଉଛନ୍ତି ଅର୍ଜୁନ

ମୁମ୍ବାଇ: ବଲିଉଡର ଲୋକପ୍ରିୟ କଳାକାର ଅର୍ଜୁନ ରାମପାଲ ୪ର୍ଥ ଥର ପାଇଁ ବାପା ହେବାକୁ ଯାଉଛନ୍ତି । ସେ ସୋସିଆଲ ମିଡିଆରେ ଗର୍ଲଫ୍ରେଣ୍ଡ ଗାବ୍ରିଏଲ ଡେମେଟ୍ରିଡସଙ୍କ ବେବି ବମ୍ପ ସହ ଫଟୋ ମଧ୍ୟ ଶେୟାର କରିଛନ୍ତି । ପୂର୍ବରୁ ଏହି ଦମ୍ପତିଙ୍କ ଆରିକ ନାମକ ଏକ ପୁତ୍ର ସନ୍ତାନ ମଧ୍ୟ ଅଛି । ୧୯୯୮ରେ…

ଭିଡ଼ରେ ଫସିଲେ କିଙ୍ଗ ଖାନ : ସେଲଫି ନେବାକୁ ଭିଡ଼ ଜମାଇଲେ ପ୍ରଶଂସକ

ମୁମ୍ବାଇ: ଭିଡ଼ରେ ଫସିଲେ କିଙ୍ଗ୍ ଖାନ୍ । ସେଲଫି ନେବାକୁ ପ୍ରଶଂସକମାନେ ଭିଡ଼ ଜମାଇଲେ । ଠେଲାପେଲା ବି ହେଲେ । ଏମିତି ଭିଡ଼ ହେଲା ଯେ, ଶାହାରୁଖଙ୍କ ବଡ଼ିଗାର୍ଡ଼ ବି ସମ୍ଭାଳି ପାରିଲେନି । ଶେଷରେ ବିମାନବନ୍ଦରର ସୁରକ୍ଷାକର୍ମୀ ଆସି ଭିଡ଼କୁ ନିୟନ୍ତ୍ରଣ କରିବାକୁ ପଡ଼ିଲା । ଏପରି ଦୃଶ୍ୟ ଦେଖିବାକୁ…

କୈଫ୍ ଖାନ୍ ବିରୋଧରେ ଲମ୍ବିଲା ଠକେଇ ତାଲିକା, ଏଥର ସୁନା ଇଟା ପାଇଁ ନେଇଥିଲେ ୫ ଲକ୍ଷ!

କଟକ: ଆତ୍ମଘୋଷିତ ତାନ୍ତ୍ରିକ ତଥା ମୌଲାନା କୈଫି ଖାନଙ୍କ ବିରୋଧରେ ଠକେଇର ତାଲିକା ଆହୁରି ବଢିଲା। କାରଣ କଟକରେ କମିସନରେଟ୍ ପୋଲିସ କୈଫି ଖାନଙ୍କ ବିରୋଧରେ ଆଉ ଏକ ଠକେଇ ମାମଲା ରୁଜୁ କରିଛି। ଏଥର ଭଦ୍ରକର ଜଣେ ବ୍ୟକ୍ତି ତାଙ୍କ ଘର ପଛପଟୁ ସୁନା ବିସ୍କୁଟ୍ ବାହାର କରିବାରେ ସାହାଯ୍ୟ କରିବେ…

ଖାଇରେ ଖସି ପଡ଼ିଲା ସେନା ଆମ୍ବୁଲାନ୍ସ: ୨ ଯବାନ ମୃତ

ଶ୍ରୀନଗର:ଜମ୍ମୁକଶ୍ମୀରର ରାଜୌରୀ ଠାରେ ସେନା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ସେନାର ଏକ ଆମ୍ବୁଲାନ୍ସ  ନିୟନ୍ତ୍ରଣ ହରାଇ ଏକ ଖାଇରେ ଖସିପଡିଛି । ଫଳରେ ୨ ଜଣ ଯବାନଙ୍କର ମୃତ୍ୟୁ ଘଟିଛି । ସେନା ଅଧିକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ନିୟନ୍ତ୍ରଣ ରେଖା ନିକଟ ଡୁଙ୍ଗି ଗାଲା ନିକଟରେ…

ସମ୍ବଲପୁରର ୨ ଥାନା ଅଞ୍ଚଳରୁ ଆଜି ହଟିବ କର୍ଫ୍ୟୁ

ସମ୍ବଲପୁର: ସମ୍ବଲପୁରରେ ଶାନ୍ତି ଫେରିଥିବାରୁ ସହରରୁ ଶନିବାର କର୍ଫ୍ୟୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ନେବା ଲାଗି ନିଷ୍ପତ୍ତି ନେଇଛି ପ୍ରଶାସନ । ସହରର ୪ଟି ଥାନା ଅଞ୍ଚଳରୁ କର୍ଫ୍ୟୁ କଟକଣା ହଟାଇ ନିଆ ଯାଇଥିବା ବେଳେ ଆଉ ୨ଟି ଥାନା ଅଞ୍ଚଳରୁ ପ୍ରତିବନ୍ଧ ଆଜି ହଟିବ । ପୂର୍ବରୁ…

ନକ୍ସଲଙ୍କୁ ଚାନ୍ଦା ଦେଉଛନ୍ତି ବିଜେଡି ନେତା ଏନ୍. ଭାସ୍କର ରାଓ : କଂଗ୍ରେସ

ଭୁବନେଶ୍ୱର: ଯେଉଁ ନକ୍ସଲଙ୍କ ପାଇଁ ଛତିଶଗଡ ଦନ୍ତେଓ୍ୱାଡାରେ ଦେଶର ୧୦ ଯବାନ ସହିଦ ହୋଇଛନ୍ତି ଆଉ ଏଥିପାଇଁ ରାଜ୍ୟରେ ମଧ୍ୟ ତିନି ଜିଲ୍ଲାରେ ଯାଞ୍ଚ ପ୍ରକ୍ରିୟା ଜୋରଦାର କରାଯିବା ସହିତ ହାଇଆଲର୍ଟ ରଖାଯାଇଛି ସେହି ନକ୍ସଲଙ୍କୁ ଚାନ୍ଦା ଦିଅନ୍ତି ବିଜେଡିର ପୂର୍ବତନ ସାଂସଦ ତଥା ଦଳର ବରିଷ୍ଠ…

ଦୁନିଆର ସବୁଠୁ ବଡ଼ ବିଲେଇ: ଦେଖିବାକୁ ୨ ବର୍ଷର ପିଲା ପରି

ରୁଷିଆ: ଗୃହପାଳିତ ପଶୁ ତାଲିକାରେ କୁକୁର ଏବଂ ବିଲେଇ ସବୁଠାରୁ ସାଧାରଣ । ଲୋକମାନେ ବିଲେଇମାନଙ୍କୁ ରଖିବାକୁ ଅଧିକ ପସନ୍ଦ କରନ୍ତି । କାରଣ ସେମାନେ ଛୋଟ ହେବା ସହ ସୁନ୍ଦର ମଧ୍ୟ ହୋଇଥାନ୍ତି । ବିଲେଇକୁ କୋଳରେ ଧରି ଆପଣ ସହଜରେ ବୁଲାଇ ପାରିବେ । କିନ୍ତୁ ଯଦି ବିଲେଇ ମଣିଷ ପିଲା ପରି ବଡ…