ଅତିକ-ଅଶରଫଙ୍କ କଳା କାରନାମା: ମୁସଲିମ ଯୁବକଙ୍କୁ ପାକିସ୍ତାନ ପଠାଇ ଆତଙ୍କୀ ସଜାଉଥିଲେ
ଲକ୍ଷ୍ନୌ:ମାଫିଆ ଡନ ଅତିକ ଅହମ୍ମଦ ଏବଂ ଅଶରଫର କଳା କାରନାମାକୁ ନେଇ ସାମ୍ନାକୁ ଆସିଲା ବଡ ଖବର । ଏଟିଏସ ତଦନ୍ତରୁ ଜଣାପଡିଛି, ଅତିକ ଏବଂ ଅଶରଫ ଉଭୟ ମୁସଲିମ ସଂପ୍ରଦାୟର ଯୁବକଙ୍କ ବଦେଶ ପଠାଇ ଆତଙ୍କୀ ସଂଗଠନ ସାମିଲ କରାଉଥିଲେ । ଏହା ବଦଳରେ ଅତିକଙ୍କୁ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଆଦି…