Latest Odisha News

BREAKING NEWS

ବିଜେପି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଥାନାରେ ଅଭିଯୋଗ କଲା କଂଗ୍ରେସ

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ରାଲି ଜାରି ରହିଥିବା ବେଳେ ବିଜେପି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଥାନାରେ ଏଫ୍‌ଆଇଆର୍‌ ଦେଲା କଂଗ୍ରେସ। ହିଂସା ଉଦ୍ରେକାରୀ ଭାଷଣ ଦେବା ସହ କଂଗ୍ରେସର ଛବି ମଳିନ କରିବାକୁ ଚେଷ୍ଟା କରିଥିବା ଅଭିଯୋଗରେ ଦଳ ବେଙ୍ଗାଲୁରୁ ହାଇ ଗ୍ରାଉଣ୍ଡ…

ଜେଲ୍‌ରୁ ମୁକୁଳିଲେ ପୂର୍ବତନ ସାଂସଦ ଆନନ୍ଦ ମୋହନ

ପାଟନା: ବିହାରର ପୂର୍ବତନ ସାଂସଦ ଆନନ୍ଦ ମୋହନ ଆଜି(ଏପ୍ରିଲ ୨୭) ଜେଲ୍‌ରୁ ମୁକୁଳିଛନ୍ତି। ଆଜି ଅପରାହ୍ନରେ ତାଙ୍କୁ ଜେଲ୍‌ରୁ ଛାଡ଼ି ଦିଆଯିବ ବୋଲି ସୂଚନା ରହିଥିଲା। ହେଲେ ସକାଳେ ହଠାତ୍ କାହିଁକି ତାଙ୍କୁ ଛାଡ଼ି ଦିଆଗଲା ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ତେବେ କାଗଜପତ୍ର କାମ ପୂର୍ବରୁ…

ଗୋଲଡେନ ବାବାର ୨୮ ଲକ୍ଷ ଟଙ୍କାର ଅଡି କାର୍‌ ଜବତ

ଭୁବନେଶ୍ୱର : ଗୋଲଡେନ ବାବାର ଅଡି କାର୍‌କୁ ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଭୁବନେଶ୍ୱର ସିଆରପି ଛକରୁ ଗାଡ଼ି ଜବତ କରାଯାଇଛି । ଇଡି କବଳରୁ ଖସିଗଲେ ଗୋଲଡେନ୍‌ ବାବା । ସୂଚନା ଅନୁଯାୟୀ, ଗତ ୨୦୨୦ ମସିହାରେ ସାଢ଼େ ୫ କୋଟି ଟଙ୍କା ଠକେଇ ମାମଲାରେ ଜ୍ୟୋତି ରଂଜନ ବେହୁରା ଓରଫ…

ବିନା ଦୋଷରେ ବନ୍ଦୀ ଥିଲେ, ଏବେ ଜେଲ୍‌ରୁ ମୁକୁଳିଲେ ବଲିଉଡ୍ ଅଭିନେତ୍ରୀ

ମୁମ୍ବାଇ: ବିନା ଦୋଷରେ ଡ୍ରଗ୍ସ କେସ୍‌ରେ ଫସି ବିଦେଶ ଜେଲ୍‌ରେ ବନ୍ଦୀ ଥିଲେ ବଲିଉଡ୍ ଅଭିନେତ୍ରୀ କ୍ରୀଷନ ପରେରା। ଗତକାଲି ସେ ଜେଲ୍‌ରୁ ମୁକୁଳିଛନ୍ତି। ଏନେଇ ତାଙ୍କ ଭାଇ ତାଙ୍କୁ କେଭିନ ପରେରା ଇନ୍‌ଷ୍ଟାଗ୍ରାମ୍‌ରେ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି। ଭିଡିଓରେ କେଭିନ କ୍ରୀଷନଙ୍କ ସହ କଥା…

ହଷ୍ଟେଲରୁ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର : ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ହଷ୍ଟେଲରୁ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ।ଏହି ଘଟଣାର ତଦନ୍ତ କରୁଛି ପୋଲିସ । ସୂଚନା ଅନୁଯାୟୀ, ମୃତ ଛାତ୍ରୀ ଜଣକ ହେଲେ ଭଦ୍ରକ ଜିଲ୍ଲା ଧୂସୁରୀ ଅଞ୍ଚଳର ନନ୍ଦ କିଶୋର ସାହୁଙ୍କ ଝିଅ…

ବ୍ରାହ୍ମଣୀ ନଦୀରେ ଓଲଟିଲା ଯାତ୍ରୀବାହି ଡ଼ଙ୍ଗା, ୨ଜଣଙ୍କ ମିଳୁନି ପତ୍ତା

ରାଜନଗର : ବ୍ରାହ୍ମଣୀ ନଦୀରେ ଓଲଟିଲା ଯାତ୍ରୀବାହି ଡଙ୍ଗା । ଆଜି ସକାଳେ ଏକମାଣିଆ କେରଡ଼ାଗଡ଼ ଘାଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ଡ଼ଙ୍ଗା । ଡଙ୍ଗା ବୁଡ଼ି ୨ ଜଣ ନିଖୋଜ ଅଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳେ ୨୫ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ଏକମାଣିଆ ପଞ୍ଚାୟତରୁ ରାଜନଗର…

ପୂଣ୍ୟ ମାର୍ଗ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ପାପ- ପୂଣ୍ୟ ହେଉଛି, ଜୀବନ ରୂପକ ତରାଜୁର ଗୋଟେ ଗୋଟେ ପଲା । ଗୋଟେ ପଟେ ପାପ ହେଲେ ଅନ୍ୟ ପଟେ ପୂଣ୍ୟ । କେବେ ପାପର ପଲା ଭାରି ତ କେବେ ପୂଣ୍ୟର । କିନ୍ତୁ କୃତକର୍ମର ନିରପେକ୍ଷ ମୂଲ୍ୟାଙ୍କନ ଉପରେ ନିର୍ଦ୍ଧାରିତ ହୁଏ, ଜୀବନ । ଥରେ…

ଅନୁବାଦ କବିତା : ମୋର ଛାଇ

ମୂଳ ବଙ୍ଗଳା : ସୁଭାଷ ମୁଖୋପାଧ୍ୟାୟ  ମୁହଁରେ ନିଆଁ ଲଗାଇ ନଡ଼ିଆ କତାର ରସିଟିଏ ଦୋକାନ ବାଡ଼ରେ ଝୁଲୁଥିଲା, ସିଗାରେଟ୍ ଲଗାଇବାକୁ ଯାଇ କାନ୍ଥ ଉପରେ ନଜର ପଡିଲା ମୋର ଠିକ୍ ମୋ ପାଖରେ ଛିଡା ହୋଇ ମୋତେ ଅବିକଳ ନକଲ କରୁଛି ମୋର ଛାଇ। ମୁଣ୍ଡରେ ମୋ ଭଳି ଚଢ଼େଇବସା ପରି ବାଳ…

ଭାଷା ଭାଗବତ : ଈଶ୍ବରାନୁଭୂତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବୁଝିଲେ 'ଈଶ୍ବର'ର ଅର୍ଥ ଜ୍ଞାନ ହୋଇପାରେନି ବ୍ୟର୍ଥ ଈଶ୍ବରମୟ ଏହି ବିଶ୍ବ ନୁହେ, ନ ଥିଲା କେବେ ନିଃସ୍ବ ଲୋକଂକୁ ଈଶ୍ବରାନୁଭୂତି ଦେଲେ ହେଁ ସମଗ୍ର ପ୍ରକୃତି ତାଂକୁ ମଣିଲେ ବସ୍ତୁ, ବ୍ଯକ୍ତି ଘଟଇ ସୁଜ୍ଞାନର କ୍ଷତି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେଵା ଯେପରି ବୈଚିତ୍ରମୟ, ପ୍ରତ୍ୟେକ ସେବକ ସେହିପରି ସ୍ୱତନ୍ତ୍ର ଓ ବିଚିତ୍ର। ତେଣୁ ସୁଆର ମହାସୁଆର ନିଯୋଗ ଅନ୍ତର୍ଭୂକ୍ତ ସୁପକାର ସେବକମାନଙ୍କ ମଧ୍ୟରେ ପ୍ରଚଳିତ…