ଅନନ୍ୟ ପରିବାର, ଡାକ୍ତରୀ ପେସାରେ ୧୪୦ରୁ ଊର୍ଦ୍ଧ୍ୱ ସଦସ୍ୟ
ନୂଆଦିଲ୍ଲୀ: ନୂଆଦିଲ୍ଲୀର ସଭରୱାଲ ପରିବାର ସବୁବେଳେ ଚର୍ଚ୍ଚାରେ । କାରଣ ଏହି ସ୍ୱତନ୍ତ୍ର ପରିବାରର ୫ ପିଢି ଡ଼ାକ୍ତରୀଙ୍କୁ ନିଜର ପେସା କରି ଆସିଛନ୍ତି । ଏବେ ଏହି ପରିବାରରେ ୧୪୦ରୁ ଉର୍ଦ୍ଧ୍ୱ ସଦସ୍ୟ ଡାକ୍ତରୀ ପେସାରେ ଅଛନ୍ତି । ଏହି ପରିବାର ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।…