Latest Odisha News

BREAKING NEWS

ଇଭି ସବସିଡି ବଢ଼ାଇଲେ ରାଜ୍ୟ ସରକାର, ୨ ଚକିଆ କିଣିଲେ ୨୦ ହଜାର ଛାଡ଼

ଭୁବନେଶ୍ୱର: ଇଲେକ୍ଟ୍ରିକ୍ ଭେଇକିଲ୍ (ବ୍ୟାଟେରି ଚାଳିତ ଯାନ) ବିକ୍ରି ବୃଦ୍ଧି ପାଇଁ ସବସିଡି ବଢ଼ାଇଛନ୍ତି ରାଜ୍ୟ ସରକାର । ଏନେଇ ଆଜି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପୂର୍ବାପେକ୍ଷା ଇଭି ଗାଡ଼ି କିଣୁଥିବା ଲୋକେ ଏବେ ଅଧିକ…

୭୦୦୦ ପୁରୁଷଙ୍କୁ କଲେଣି ପ୍ରେମିକ: ତଥାପି ମିଳିନି ଜୀବନସାଥୀ

କାଲିଫର୍ଣ୍ଣିିଆ: ଆଜିର ସମୟରେ ଲୋକେ ନିଜର ଗୋଟେ ଭଲ ଜୀବନସାଥୀ ପାଇବାକୁ ଇଛା କରନ୍ତି । କାହାକୁ ଭଲ ମିଳୁଥିବା ବେଳେ ଆଉ କେହି ହଇରାଣ ହୋଇଥାନ୍ତି । ହେଲେ ଆମେରିକାର ଜଣେ ମହିଳା ଭଲ ଜୀବନ ସାଥୀ ଖୋଜିବାକୁ ଯାଇ ୭୦୦୦ ପୁରୁଷଙ୍କୁ ପ୍ରେମିକ କଲେଣି । ତଥାପି ମିଳିନି ତାଙ୍କୁ ଭଲ ଜୀବନସାଥୀ ।…

ଆସୁଛି ଫିଲ୍ମ ଓଏମଜି ୨: କେଉଁଠି ହେବ ରିଲିଜ ବାହାରି ପାରୁନି ନିଷ୍କର୍ସ

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାର ଗତ ବର୍ଷରେ ଗୋଟିଏ ପରେ ଗୋଟିଏ ଫ୍ଲପ୍ ଫିଲ୍ମ ଦେଇଛନ୍ତି । ଫିଲ୍ମ ବଚ୍ଚନ ପାଣ୍ଡେଠାରୁ ସେଲଫି ପର୍ଯ୍ୟନ୍ତ ଚଳିତ ବର୍ଷ ସମସ୍ତ ଫିଲ୍ମ ଫ୍ଲପ ତାଲିକାରେ ରହିଛି । ଏବେ ଅକ୍ଷୟ ତାଙ୍କର ଆଗାମୀ ଫିଲ୍ମ ଓଏମଜି-୨ କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମ…

୧ କୋଟି ଟଙ୍କା ଖର୍ଚ୍ଚ କରି ଶରୀରରେ ଟାଟୁ କଲେ ଯୁବକ

କାନାଡ଼ା: ଆଜିକାଲି ଶରୀରରେ ଟାଟୁ କରିବା ଏକ ପ୍ରକାର ଫ୍ୟାଶନ ହୋଇଗଲାଣି । କେହି କେହି ନିଜ ପ୍ରିୟଜନଙ୍କ ସ୍ମୃତିରେ ଟାଟୁ କରନ୍ତି ତ ଆଉ କେହି ନିଜ ଗର୍ଲଫ୍ରେଣ୍ଡକୁ ଖୁସି କରିବା ପାଇଁ ଟାଟୁ କରନ୍ତି । ଆଉ କେହି କେହି ନିଜ ଭାବନାକୁ ପ୍ରକାଶ କରିବାକୁ ଟାଟୁ କରନ୍ତି । କାନାଡ଼ାର ଜଣେ ଯୁବକ…

ପୋଲିସ ପରିଚୟ ଦେଇ ଲୁଟ୍ କରୁଥିଲେ ମୋବାଇଲ୍, ୩୩ଟି ଫୋନ୍ ଜବତ

ରାଉରକେଲା: ପୋଲିସ ପରିଚୟ ଦେଇ ଚୋରି । ଧମକ ଦେଇ ଡରାଇ ନେଇ ଯାଉଥିଲେ ମୋବାଇଲ୍ । ରାଉରକେଲା ପୋଲିସ ହାତରେ ଧରା ପଡ଼ିଥିବା କଳା ମୁଖା ପିନ୍ଧିଥିବା ବାବୁ ଜଣଙ୍କ ହେଉଛନ୍ତି ନକଲି ପୋଲିସ । ଏବେ ପୋଲିସ ତାଙ୍କ ହାତରେ ହାତକଡ଼ି ପକାଇବା ସହ ୩୩ଟି ଫୋନ୍ ଜବତ କରିଛି । ରାଉରକେଲାର ବିଭିନ୍ନ…

ନୂଆ ଲୁକ୍‌ରେ ନଜର ଆସିବେ ଅରୁଣ ଗୋଭିଲ

ନୂଆଦିଲ୍ଲୀ: ଦିନ ଥିଲା ରାମାନନ୍ଦ ସାଗରଙ୍କ ସିରିଏଲ ‘ରାମାୟଣ'ର ବିଭିନ୍ନ ଭୂମିକାରେ ଅଭିନୟ କରିଥିବା ପ୍ରତ୍ୟେକ ଚରିତ୍ର ଘରେ ଘରେ ପରିଚିିତ ହୋଇଥିଲେ । ଏହି ସିରିଏଲରେ ରାମ ଏବଂ ସୀତା ଭୂମିକାରେ ନଜର ଆସିଥିବା ଅଭିନେତା ଅରୁଣ ଗୋବିଲ ଏବଂ ଅଭିନେତ୍ରୀ ଦୀପିକା ଚିଖ୍‌ଲିଆଙ୍କୁ ପ୍ରକୃତରେ…

ବିମାନରେ ଯୁବତୀଙ୍କ ଲଗେଜ ଓଜନ ଅଧିକ ହେଲା : ଚାର୍ଜ ନ ଦେଇ ଏମିତି କିଛି କଲେ ଜାଣିଲେ ହସିବେ

ଫିଲିପାଇନ୍ସ: ବିମାନରେ ଯାତ୍ରା କରିବା ସୁବିଧାଜନକ । କମ୍ ସମୟ ମଧ୍ୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥାନ୍ତି । ଆପଣ ଟ୍ରେନ୍ କିମ୍ବା ବସ୍‌ରେ ଯେତେ ଜିନିଷ ଚାହଁବେ ନେଇପାରିବେ । କିନ୍ତୁ ବିମାନରେ ଯାତ୍ରା କରିବା ସମୟରେ ଯାତ୍ରୀମାନଙ୍କୁ ସୀମିତ ଓଜନର ଜିନିଷ ନେବାକୁ ପଡ଼ିଥାଏ । ଯଦି କୌଣସି…

ଛତିଶଗଡ଼ରେ ନକ୍ସଲ ଆକ୍ରମଣ ପରେ ଓଡ଼ିଶାର ୩ ଜିଲ୍ଲାରେ ହାଇ ଆଲର୍ଟ

ଭୁବନେଶ୍ୱର: ଛତିଶଗଡ଼ର ଦନ୍ତେୱାଡ଼ାରେ ନକ୍ସଲଙ୍କ ଆକ୍ରମଣରେ ୧୦ ଯବାନଙ୍କ ସହ ଡ୍ରାଇଭର ସହିଦ ହୋଇଛନ୍ତି । ସୀମାନ୍ତରେ ମାଓବାଦୀଙ୍କ ଏତେ ବଡ଼ ହିଂସା ପରେ ଓଡ଼ିଶାର ୩ ଜିଲ୍ଲାରେ ଜାରି ହୋଇଛି ହାଇ ଆଲର୍ଟ । ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି । ୩…

ପାଟ ଅଗଣାରେ ପତିତପାବନକୁ ଚାହିଁ ଚାଲିଗଲା ଭକ୍ତଙ୍କ ପ୍ରାଣ

ପୁରୀ:କାଳିଆରେ ..ତୋ ପାଦ ତଳେ ଆଶ୍ରୟ ଟିକିଏ ମିଳୁ.. ତୋ ମୁଖ ଚାହିଁ ଏ ଜୀବନ ଯାଉ...ଚକାଡୋଳାକୁ ଚାହିଁଦେଲେ ଭକ୍ତଟିଏ ବିଭୋର ହୋଇ ଏମିତି ମନାସିଥାଏ । ହେଲେ ଏହାର ପ୍ରତ୍ୟକ୍ଷ ଦୃଶ୍ୟ ଆଜି ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥିଲା । ମହାପ୍ରଭୁଙ୍କ ଦର୍ଶନ ହେଲା ଶେଷ ଦର୍ଶନ। ପତିତପାବନକୁ…

ଛତିଶଗଡରେ ନକ୍ସଲ ଆକ୍ରମଣ: ୧୧ ଯବାନ ସହିଦ

ଦନ୍ତେୱାଡା: ଛତିଶଗଡର ଦନ୍ତେୱାଡାରେ ବଡ ଧରଣର ନକ୍ସଲ ଆକ୍ରମଣ ନକ୍ସଲ ଆକ୍ରମଣ । ଆକ୍ରମଣରେ ସହିଦ ହୋଇଛନ୍ତି ୧୧ ଯବାନ  । ୧୧ ସହିଦଙ୍କ ମଧ୍ୟରେ ଅଛନ୍ତି ୧୦ ଡିଆରଜି (ଡିଷ୍ଟ୍ରିକ ରିଜର୍ଭ ଗାର୍ଡ) ଯବାନ ଓ ଜଣେ ଡ୍ରାଇଭର ।  ଦନ୍ତେୱାଡା ଜିଲ୍ଲା ଅରଣପୁରରେ ହୋଇଥିଲା ଭୟଙ୍କର ଆଇଡି ବିସ୍ଫୋରଣ…