ସତ୍ୟେନ୍ଦ୍ର ଜୈନଙ୍କ ଅନ୍ତରୀଣ ଜାମିନ ଅବଧି ନଭେମ୍ବର ୬ ଯାଏ ବଢାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଆପ ସରକାରର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ସରକାର ନଭେମ୍ବର ୬ ତାରିଖ ଯାଏ ବଢାଇଛନ୍ତି । ସୁପ୍ରିମକୋର୍ଟ ମେଡିକାଲ ଆଧାରରେ ସତ୍ୟେନ୍ଦ୍ର ଜୈନଙ୍କର ଏହି ଜାମିନ ଅବଧି ବୃଦ୍ଧି କରିଛନ୍ତି । ଏବେ ସୁପ୍ରିମ କୋର୍ଟରେ ସତ୍ୟେନ୍ଦ୍ର ଜୈନଙ୍କ…