ପୁତୁରାର ଜୁଇ ପାଖରେ ଟଳି ପଡିଲେ ବଡବାପା: ଶବ ସହ ଯାଇଥିଲେ, ଶବ ହୋଇ ଫେରିଲେ
କେନ୍ଦ୍ରାପଡା: ପୁତୁରା ହେଲେ ବି ପୁଅଠାରୁ ଥିଲା ଅଧିକ । ଖୁବ ଭଲ ପାଉଥିଲେ । ଯେଉଁ ହାତରେ କୋଳେଇ କାଖେଇ ମଣିଷ କରିଥିଲେ ସେ ହାତରେ ତାର ରକ୍ତାକ୍ତ ଶରୀର ଯେତେବେଳେ ଉଠାଇ ଆଣିଥିଲେ ତାଙ୍କ ଛାତି ଫାଟି ଯାଉଥିଲା । ତଥାପି ଭଗବାନଙ୍କ ନିର୍ଦ୍ଦେଶକୁ ମାନି ଶେଷକୃତ୍ୟ କରୁଥିଲେ । ହେଲେ…