ଟଙ୍କା ଦେଲାନି ମାଆ : ଲୁହା ଶାବଳରେ ପିଟି ପିଟି ହତ୍ୟା କଲା ସୈତାନ୍ ପୁଅ
କରଞ୍ଜିଆ: ଜନ୍ମକଲା ମାଆକୁ ଶାବଳର ପିଟି ପିଟି ହତ୍ୟା କଲା ସୈତାନ୍ ପୁଅ । ତାହା ପୁଣି ସାମାନ୍ୟ ବଚସାକୁ କେନ୍ଦ୍ର କରି । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ନକ୍ସରା ଗାଁରେ । ମୃତକ ଫୁଲମଣି ଗିରି ବୋଲି ଜଣାପଡିଛି । ସୂଚନା ଅନୁସାରେ ପୁଅ…