Latest Odisha News

BREAKING NEWS

KBN ଗ୍ରୁପର ଭାଇରାଲ୍ ଭିଡିଓ ମାମଲା : ଖେଳନା ବନ୍ଧୁକ ସହ ଗାଡ଼ି ଜବତ

ଭୁବନେଶ୍ୱର: KBN ଗ୍ରୁପର ଭାଇରାଲ୍ ଭିଡିଓ ମାମଲା । ରାଜଧାନୀରେ ଭିଡିଓ ଭାଇରାଲ୍ କରି ଆତଙ୍କ ସୃଷ୍ଟି କରିଥିବା କେବିଏନ୍ ଗ୍ରୁପର ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି କମିଶନରେଟ୍ ପୋଲିସ । ଜବତ ହେଉଛି ଭାଇରାଲ୍ ଭିଡିଓରେ ବ୍ୟବହୃତ ମାରଣାସ୍ତ୍ର ସହ ଗାଡ଼ି । ନୟାପଲ୍ଲୀ ଥାନା…

ଶିଶୁ ଦିବସରେ ୪ଟି ଜିଲ୍ଲାର ୧୩୮ ସ୍ମାର୍ଟ ସ୍କୁଲର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶିଶୁ ଦିବସ ଅବସରରେ ଆଜି ୪ଟି ଜିଲ୍ଲାର ୧୩୮ ହାଇସ୍କୁଲ ହେବ ରୂପାନ୍ତରଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ରୂପାନ୍ତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ବୌଦ୍ଧ ଜିଲ୍ଲାରେ ୧୦ଟି ହାଇସ୍କୁଲ, ସୋନପୁରରେ ୧୧ଟି ହାଇସ୍କୁଲ, ଭଦ୍ରକରେ ୧୭ଟି ହାଇସ୍କୁଲ, କେନ୍ଦୁଝରରେ ୧୦୦ଟି…

୧ରୁ ଭୁବନେଶ୍ୱରୁ ପୁଣେ ମଧ୍ୟରେ ଆରମ୍ଭ ହେବ ଇଣ୍ଡିଗୋ ବିମାନ ସେବା

ଭୁବନେଶ୍ୱର: ଇଣ୍ଡିଗୋ ଡିସେମ୍ବର ୧ରୁ ପୁଣେରୁ ଭୁବନେଶ୍ୱର, ମୁମ୍ବାଇ, କୋଏମ୍ବାଟୁର ଏବଂ ଗୁଆହାଟୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ। “ଡିସେମ୍ବର ୧ରୁ ପୁଣେ ବିମାନବନ୍ଦର ପାଇଁ ଶୀତକାଳୀନ କାର୍ଯ୍ୟସୂଚୀ ପ୍ରଯୁଜ୍ୟ ହେବ କାରଣ ୨୪ ଘଣ୍ଟା କାର୍ଯ୍ୟ ପୁନଃଆରମ୍ଭ ହେବ। ଏହା ଅନ୍ୟ ସହରରେ ପ୍ରୟୋଗ…

ଆଭାସି ମଞ୍ଚରେ ” ସାହିତ୍ୟରେ ସମାଜ ସଂସ୍କାର” ଆଲୋଚନା ଚକ୍ର

ଭୁବନେଶ୍ୱର : ଆଭାସି ମଞ୍ଚ ଓ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ମିଳିତ ଆନୁକୂଲ୍ୟରେ " ସାହିତ୍ୟରେ ସମାଜ ସଂସ୍କାର" ଶୀର୍ଷକରେ,  ଥିଙ୍କରସ କ୍ଲବର ୧୦ ତମ ଆଭାସି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ ସଭାରେ ସାରଳା ଦାସଙ୍କଠାରୁ ଆରମ୍ଭ କରି ଫକୀର ମୋହନ ଆଦି କାଳଜୟୀ…

ସାହିତ୍ୟ ସାଧନା ସବୁବେଳେ ଦୈବୀ ଆଶୀର୍ବାଦ ସଦୃଶ : ଦେବଯାନୀ ଦାସ

ସମକାଳୀନ ଓଡ଼ିଆ ସାହିତ୍ୟରେ ଏକ ଶ୍ରସଦ୍ଧ ଉଚ୍ଚାରଣ ଦେବଯାନୀ ଦାସ। ତାଙ୍କର ପ୍ରତ୍ୟେକଟି ରଚନାରେ ସ୍ପଷ୍ଟ ବାରି ହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ସଂସାର ସଂଘର୍ଷ ଓ ସମାଧାନର ସୂତ୍ର । ସାଧାରଣ ଜୀବନରେ ଘଟୁଥିବା ଘଟଣାବଳୀ ତଥା ପ୍ରକୃତି ସୌନ୍ଦର୍ଯ୍ୟର ବିଭବକୁ…

ମମିତା ହତ୍ୟା ମାମଲାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ

ବଲାଙ୍ଗିର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୋଲିସ୍‌ ପଚରାଉଚରା କରିଥିବା ୧୦ ଜଣଙ୍କ ସାକ୍ଷୀଙ୍କ ମଧ୍ୟରେ ୨ ଜଣ ବଙ୍ଗାଳି ବ୍ୟକ୍ତି ଅଛନ୍ତି। ପୋଲିସ୍‌ ଏମାନଙ୍କୁ ପଚରାଉଚରା କରିବା ସହ ସମସ୍ତଙ୍କ ବୟାନ ରେକର୍ଡ କରିଛି। ତେବେ କିଏ ଏହି ଦୁଇ…

ବଣ୍ଡାଘାଟିରେ ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କଲା ପୋଲିସ

ମାଲକାନଗିରି: ବଣ୍ଡାଘାଟିରେ ୬୫ହଜାର ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କଲା ପୋଲିସ। ମାଲକାନଗିରି ଜିଲ୍ଲା ବଣ୍ଡାଘାଟିର ବଡ଼ଡ଼ୁରାଲ ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚାଷ ହୋଇଥିଲା। ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ବଜାର ମୂଲ୍ୟ ୪୦କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ତହସିଲଦାର ରାମ କୃଷ୍ଣ ନାୟକଙ୍କ…

ଏନସିଏ ମୂଖ୍ୟ ହେବେ ଲକ୍ଷ୍ମଣ !

ନୂଆଦିଲ୍ଲୀ: ରାହୁଲ ଡ୍ରାଭିଡଙ୍କୁ ଭାରତୀୟ କ୍ରିକେଟ ଟିମର କୋଚ କରାଯିବା ପରେ ଏନସିଏ ଅଧ୍ୟକ୍ଷ ପଦ ଏବେ ଖାଲି ପଡିଛି । ରିପୋର୍ଟ ମୁତାବକ ଭିଭିଏସ ଲକ୍ଷ୍ମଣଙ୍କୁ ଏନସିଏ ମୁଖ୍ୟ ଦାୟିତ୍ୱ ପ୍ରଦାନ କରିବା ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ସମାପ୍ତ ହୋଇଯାଇଛି । ଭାରତ ଏର ଦକ୍ଷିଣ ଆଫ୍ରିକା…

ପଞ୍ଜାବରେ ନିର୍ବାଚନ ଲଢିବେ ସୋନୁଙ୍କ ଭଉଣୀ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଲଢିବେ ​​ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା। ସୋନୁ ସୁଦ ଆଜି ଘୋଷଣା କରିଛନ୍ତି ଯେ ତାଙ୍କ ଭଉଣୀ ମାଲବିକା ସୁଦ ପଞ୍ଜାବ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ତଥାପି ସେ କେଉଁ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିବେ…

ଅମରାବତୀରେ ୪ ଦିନିଆ କର୍ଫ୍ୟୁ ଲାଗୁ; ଇଣ୍ଟରନେଟ ସେବା ବନ୍ଦ

ମୁମ୍ବାଇ: ମହାରାଷ୍ଟ୍ରର ଅମରାବତୀ ସହରରେ ୪ ଦିନିଆ କର୍ଫ୍ୟୁ ଲାଗୁ କରାଯାଇଛି ଯେଉଁଥିରେ ଏହି ସପ୍ତାହ ଆରମ୍ଭରେ ନୂତନ ହିଂସା ଦେଖିବାକୁ ମିଳିଥିଲା ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ କହିଛନ୍ତି। ଏଥିସହ ଗୁଜବ ପ୍ରଚାର ନହେବା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ…