ରାସ୍ତା ଉପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରିଲେ ଆୟୁଷ ଛାତ୍ରଛାତ୍ରୀ
ଭୁବନେଶ୍ୱର:ରାସ୍ତାରେ ଗର୍ଜିଲେ ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘ । ଲୋୟର ପିଏମଜି ଆଜି ଏହି ଛାତ୍ରଛାତ୍ରୀଙ୍କ ନାରାରେ କମ୍ପୁଥଲା । ୨୧ବର୍ଷ ଧରି ଏହି ଆୟୁଷ ଛାତ୍ରଛାତ୍ରୀ ଚାକିରୀ ପାଇଁ ଅପେକ୍ଷା କରି ବସିଛନ୍ତି । ଶେଷରେ ହତାଶ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି । ରାସ୍ତା ଉପରେ ସରକାରଙ୍କୁ…