ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୫)
2କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଏମିତି କେତେ ଦିନ, କେତେ ରାତି ତମ ଇଙ୍ଗିତରେ ଭାସିଚାଲିଲା ବେଳେ ହଠାତ୍ ଯେଉଁଦିନ ମୁଁ ତୁମ ସନ୍ତାନକୁ ଗର୍ଭରେ ଧାରଣ କରିଥିବା ସୂଚନା ପାଇଲି, ଭୟ ଓ ଆନନ୍ଦ ଉଭୟ ଅନୁଭବକୁ ଦୁଇ ପାଦରେ ବାନ୍ଧି ତମ ଦ୍ୱାରସ୍ଥ…