Latest Odisha News

BREAKING NEWS

ଆଡଭୋକେଟ୍‌ ଜେନେରାଲ, ଓଡ଼ିଶା କାର୍ଯ୍ୟାଳୟ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ଭୁବନେଶ୍ୱର : ଆଡଭୋକେଟ୍‌ ଜେନେରାଲ, ଓଡ଼ିଶା କାର୍ଯ୍ୟାଳୟର ସମସ୍ତ ଆଇନ୍ ଅଧିକାରୀ ଓ କର୍ମଚାରୀମାନେ ମିଳିତ ସହଯୋଗରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୬ଲକ୍ଷ ୩୦ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଆଡଭୋକେଟ୍‌ ଜେନେରାଲ, ଓଡ଼ିଶା ଅଶୋକ କୁମାର ପରିଜାଙ୍କ ନିର୍ଦ୍ଦେଶରେ ଓଡ଼ିଶା…

ଗୁଗୁଲ ଏବଂ ଆପଲକୁ ଦେବ ଟକ୍କର୍, ମାର୍କେଟକୁ ଆସିଲା ‘ଫୋନ ପେ’ର ନୂତନ ଆପ୍ ଷ୍ଟୋର

ନୂଆଦିଲ୍ଲୀ: ଯଦି କୌଣସି ବ୍ୟକ୍ତି ଏକ ଆପ୍ ଡାଉନଲୋଡ୍ କରିବାକୁ ଚାହାଁନ୍ତି ତେବେ ସେମାନେ ଗୁଗୁଲ୍ ପ୍ଲେ ଷ୍ଟୋର୍ କିମ୍ବା ଆପଲ୍ ଆପ୍ ଷ୍ଟୋର୍‌କୁ ଯାଇ ଡାଉନଲୋଡ କରନ୍ତି। ଆପ୍ ଷ୍ଟୋର୍ ପାଇଁ ଗୁଗୁଲ୍ ଏବଂ ଆପଲ୍ ସର୍ବାଧିକ ବ୍ୟବହୃତ ହୁଏ। ବର୍ତ୍ତମାନ ମେଡ୍ ଇନ୍ ଇଣ୍ଡିଆ ଆପ୍ ଷ୍ଟୋର୍‌ ଏହି…

ଏସିଆନ ଗେମ୍ସ: ଦ୍ଵିତୀୟ ସ୍ଵର୍ଣ୍ଣ ପଦକ ହାତେଇଲା ଭାରତୀୟ ମହିଳା କ୍ରିକେଟ ଦଳ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୌରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଭାରତ ହାତେଇଛି ସ୍ଵର୍ଣ୍ଣ ପଦକ। ‘ପୁରୁଷ ୧୦ ମିଟର ଏୟାର ରାଇଫଲ’ ଟିମ ଇଭେଣ୍ଟରେ ଗତକାଲି ବିଶ୍ଵ ରେକର୍ଡ କରି ପ୍ରଥମ ସ୍ଵର୍ଣ୍ଣ ହାସଲ କହିଛି ଭାରତୀୟ ଦଳ । ଏହାରି ଭିତରେ ଆଜି ପୁଣି ଥରେ ସ୍ଵର୍ଣ୍ଣ ହାସଲ କରିଛି ଭାରତ ।…

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ପ୍ରଶ୍ନ: ‘ଜଣେ ବ୍ୟକ୍ତିଙ୍କୁ କ’ଣ ସିଏମଓ କୁହାଯିବ କି ?’

ଭୁବନେଶ୍ୱର: ବିଧାନସଭାରେ ମୁଖ୍ୟମନ୍ତ୍ରୀ  ବିବୃତି ରଖିବା ପରେ ଗର୍ଜିଛନ୍ତି ବିରୋଧୀ ଦଳ ନେତା । ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ  ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ କରି ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତର ମାଗିଛନ୍ତି ।   ମୁଖ୍ୟମନ୍ତ୍ରୀ କହିଥିଲେ, ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ…

ବର୍ଷା ଅନୁଭବ ମାମଲା: କାଉନସେଲିଂ ପାଇଁ କଟକ SDJM କୋର୍ଟରେ ହାଜର ହେଲେ ବର୍ଷା ଓ ଅନୁଭବ

କଟକ: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ଘରୋଇ ହିଂସା ମାମଲା ନେଇପାରେ ନୁଆମୋଡ । କଟକ SDJM କୋର୍ଟରେ ହାଜର ହୋଇଛନ୍ତି ଉଭୟ ବର୍ଷା ଓ ଅନୁଭବ । କୋର୍ଟରେ ଉଭୟଙ୍କୁ କାଉନସେଲିଂ କରାଯାଉଛି । ତେବେ ଆଜିର ଶୁଣାଣିରେ କଣ ଫଇସଲା ହେବ ତା’ ଉପରେ ଏବେ ସମସ୍ତଙ୍କ ନଜର । ସୂଚନାଯୋଗ୍ୟ ଯେ, ଗତ ୩ ବର୍ଷ…

ରୋବର୍ଟ କରୁଛି ଯୋଗ, ଭିଡିଓ ସେୟାର କଲେ ମସ୍କ

ନୂଆଦିଲ୍ଲୀ: ଆଜିର ସମୟରେ, ଟେକ୍ନୋଲୋଜି ପ୍ରତିଦିନ କିଛି କିଛି ନୂଆ କାର୍ଯ୍ୟ ଉପସ୍ଥାପନା କରୁଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ରୋବଟ୍ ବିଷୟରେ କହିବୁ ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ। ବାସ୍ତବରେ, ଏଲୋନ୍ ମସ୍କର କମ୍ପାନୀ ଟେସଲା ଏହାର ହ୍ୟୁମାନୋଇଡ୍ ରୋବଟ୍ ଅପ୍ଟିମସ୍ ର ଏକ ବହୁତ ଭଲ…

ପେଟ୍ରୋଲ, ଡିଜେଲ ଦର ବୃଦ୍ଧିକୁ ନେଇ ଆଉ ନାହିଁ ଚିନ୍ତା, ଦେଶରେ ଆରମ୍ଭ ହେଲା ହାଇଡ୍ରୋଜେନ ଚାଳିତ ବସ ସେବା

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଦେଶରେ ଆରମ୍ଭ ହୋଇଛି ହାଇଡ୍ରୋଜେନ ଚାଳିତ ବସ୍ ସେବା । ରାଜଧାନୀ ଦିଲ୍ଲୀରେ ଆଜି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଦେଶ ପାଇଁ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସହ…

ଜାମୁ ଗଛରୁ କନିଷ୍ଠ ଯନ୍ତ୍ରୀ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟାର କାରଣ ଖୋଜୁଛି ପୋଲିସ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ଏକ ଜାମୁ ଗଛରୁ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯନ୍ତ୍ରୀ  ପରିମଳ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ରାମକୃଷ୍ଣ ସିଂ ବୋଲି ଜଣାପଡିଛି  ।…

ଭୁଷୁଡି ପଡିଲା ପୋଲ, ୧୦ରୁ ଉର୍ଦ୍ଧ୍ଵ ମୃତ୍ୟୁ ଆଶଙ୍କା

ଗାନ୍ଧିନଗର: ଭୁଶୁଡିଲା ଓଭର ବ୍ରିଜ । ଘଟଣାରେ ୧୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଆଶଙ୍କା । ଗୁଜୁରାଟ ସୁରେନ୍ଦ୍ର ନଗରର ବସ୍ତାଦୀ ନିକଟରେ ଏକ ଓଭର ବ୍ରିଜ୍ ଭୁଶୁଡି ପଡିଛି । ଫଳରେ ବ୍ରିଜ ଉପରେ ଥିବା ସମସ୍ତ ଯାତ୍ରୀ ନଦୀକୁ ପଡିଯାଇଥିଲେ । ତେବେ କିଛି ଲୋକଙ୍କର ମୃତଦେହ ମିଳିଥିବା ବେଳେ ଅନ୍ୟ…

ଗମ୍ଭୀର ରୋଗରୁ ମୁକ୍ତି ଦିଏ ତେଜପତ୍ର : ଆସନ୍ତୁ ଜାଣିବା ସ୍ବାସ୍ଥ୍ୟପକ୍ଷେ ଏହା କେତେ ଉପକାରୀ..

ନୂଆଦିଲ୍ଲୀ: ଖାଦ୍ୟକୁ ସ୍ବାଦଯୁକ୍ତ କରିବା ଲାଗି ଅନେକ ଲୋକ ତେଜପତ୍ରକୁ ବ୍ୟବହାର କରନ୍ତି  । ତେଜପତ୍ର ସାଧାରଣତଃ ସମସ୍ତଙ୍କ ରୋଷେଇ ଘରେ ସର୍ବଦା ମହଜୁଦ ରହିଥାଏ  । କିନ୍ତୁ ଆପଣମାନେ ଏହାର ଉପାକରିତା ବିଷୟରେ ଜାଣିଛନ୍ତି  । କି ସ୍ବାସ୍ଥ୍ୟପକ୍ଷେ କେତେ ହିତାକରକ ଆସନ୍ତୁ ଜାଣିବା  । ଏହାର…