ଅଭୁଲା ଗୀତ : ନଉକା ସଉଦା ଭରା
ଗୀତ : ଗୋଦାବରୀଶ ମହାପାତ୍ର
ସଙ୍ଗୀତ : ବାଳକୃଷ୍ଣ ଦାଶ
ଗାୟନ : ଉଦୟନାଥ ସାହୁ
ଚଳଚ୍ଚିତ୍ର : ଜୟଦେବ, ୧୯୬୧
ନଉକା ସଉଦା ଭରା
ଲିଭିଲିଭି ଆସେ ଖରା
ବେଗିବେଗି ଯିବା ପରା
ନଉକା ସଉଦା ଭରା
ସେ କୂଳେ ନେଇ
ଲିଭିଲିଭି ଆସେ ଖରା
ବେଗିବେଗି ଯିବା ପରା…