ଆଇଟିଏଫ ଏସୀୟ ୧୪, ଅଣ୍ଡର ଡେଭେଲପମେଂଟ ଚାମ୍ପିୟନଶିପ: କୋରିଆର କ୍ଲିନ ସୁଇପ
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମର ଟେନିସ କମ୍ପେ୍ଲକ୍ସରେ ଆଇଟିଏଫ ୧୪ ଓ ଅଣ୍ଡର ଡେଭେଲପମେଂଟ ଚାମ୍ପିୟନଶିପ ଅନୁଷ୍ଠିତ ହୋଇଯାଇଛି । ଏହି ଚାମ୍ପିୟନଶିପରେ କୋରିଆ ସମସ୍ତ ୪ଟି ଟାଇଟଲ ହାସଲ କରି କ୍ଲିନ ସୁଇପ କରିଛି । ଭାରତର ବାଳିକା ଟିମ ସିଙ୍ଗଲ୍ସ ଓ ଡବଲ୍ସ ବିଭାଗରେ ରନର୍ସଅପ ହୋଇଛନ୍ତି ।…