Latest Odisha News

BREAKING NEWS

ବଢୁଛି ଟ୍ରମ୍ପଙ୍କ ଅଡୁଆ; ହୋଇପାରେ ୧୩୬ ବର୍ଷ ଜେଲ

ନ୍ୟୁୟର୍କ:ବଢୁଛି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ । ଗିରଫ ହୋଇ ଜାମିନରେ ଆସିଥିଲେ ବି ବିପଦ ଟଳିନି । ଗୋଟିଏ ପରେ ଗୋଟିଏ ଅଭିଯୋଗରେ ଛନ୍ଦି ହୋଇପଡୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଖାଲି ପର୍ଣ୍ଣ ଷ୍ଟାରଙ୍କ ମୁହଁ ବନ୍ଦ ରଖିବା ମାମଲା ନୁହେଁ,  ଟ୍ରମ୍ପଙ୍କ…

କେନ୍‌ ୱିଲିୟମସନ୍‌ଙ୍କ ହେବ ସର୍ଜରୀ; ଖେଳିପାରିବେନି ଦିନିକିଆ ବିଶ୍ୱକପ୍

ନୂଆଦିଲ୍ଲୀ: ଆଣ୍ଠୁରେ ଆହତ ଯୋଗୁ ପ୍ରଥମ ମ୍ୟାଚ୍ ଖେଳି ଆଇପିଏଲ୍‌ ୨୦୨୩ରୁ ବାଦ ପଡିଥିବା ଗୁଜୁରାଟ ଟାଇଟନ୍ସ ଖେଳାଳି କେନ୍‌ ୱିଲିୟମସନ୍‌ ଦିନିକିଆ ବିଶ୍ୱକପ୍‌ରୁ ବାଦ ପଡିବେ। ଆଇପିଏଲ୍‌ ମ୍ୟାଚ୍‌ ଖେଳୁଥିବା ବେଳେ ଆଣ୍ଠୁରେ ଶକ୍ତ ଆଘାତ ଲାଗିଛି। ତାଙ୍କର ସର୍ଜରୀ ହେବ। ମାର୍ଚ୍ଚ ୩୧…

ମୋଟରଯାନ ଆଇନ ଉଲ୍ଲଘଂନକାରୀ ସାବଧାନ ! ଯେତେ ନିୟମ ଫାଙ୍କିବେ ସେତେ ଅଧିକ ବୀମା ରାଶି ଗଣିବେ

ଭୁବନେଶ୍ୱର: କଡାକଡି ହେବ ଗାଡି ବୀମା ଯାଞ୍ଚ ପ୍ରକ୍ରିୟା । ୮ ସପ୍ତାହ ଧରି ଚାଲିବ ଯାଞ୍ଚ । ଏପ୍ରିଲ ୧୦ ତାରିଖରୁ ଆରମ୍ଭ ହେବ ଯାଞ୍ଚ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,  ମୋଟରଯାନ ନିୟମ ଯେତେ ଉଲ୍ଲଘଂନ କରିବ, ବୀମା ରାଶି ସେତେ ବଢିବ । ଗାଡି ପୁରୁଣା ହେଲେ ବି ଅଧିକ ବୀମାରାଶି ଦେବାକୁ…

କ୍ରିକେଟର ପୃଥ୍ୱୀ ଶ’ଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ସପ୍ନା ଗିଲ୍

ମୁମ୍ବାଇ: କ୍ରିକେଟର ପୃଥ୍ୱୀ ଶ ଓ ତାଙ୍କ ବନ୍ଧୁଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ଅନ୍ଧେରୀ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସର ସପ୍ନା ଗିଲ୍‌। ବୁଧବାର ସେ କୋର୍ଟରେ ଅଭିଯୋଗ କରି ଦୁଇ ଜଣଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିବାକୁ ଆବେଦନ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଈଶ୍ୱରଙ୍କ ଇଚ୍ଛାକୁ ସମ୍ମାନ ଦେଇ ସେ କେବଳ ବଞ୍ଚି ରହିଲେ । ନିଜର ପରିଚୟ ନିଜେ ଲିଭାଇ ଦଲେ । ସମୟର କଷଟୀରେ ନିକଷିତ ହୋଇ ସେ ହଜାଇଦେଲେ ନିଜର ଅସଲ ଅସ୍ଥିତ୍ୱ । ପଦ୍ମିନୀ ଧରିନେଲା ସେ ଜଣେ ବାସ୍ତୁହରା ମଣିଷ ।…

ବିଳମ୍ବିତ ରାତିରେ କାରକୁ ପିଟିଦେଲା ଟ୍ରକ; ଜଣେ ମୃତ

କଟକ:ଜିରୋ ପାଟାଲିଟି ସପ୍ତାହ ପାଳନ ଚାଲିଛି । ମୃତ୍ୟୁ ସଂଖ୍ୟା ଶୂନ କରିବାକୁ ପରିବହନ ବିଭାଗ ସଚେତନତା ସୃଷ୍ଟି କରୁଛି । ଏପଟେ ଘଟିଚାଲିଛି  ଗୋଟିଏ ପରେ ଗୋଟିଏ ଦୁର୍ଘଟଣା । ଗଡି ଚାଲିଛି ମୁଣ୍ଡ । ଝାରସୁଗୁଡା ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ତିନୋଟି ଟ୍ରକ ମୁହାଁମୁହିଁ ଧକ୍କା ଘଟି…

ଧକ୍କା ପରେ ଜଳିଗଲା ୩ ଟ୍ରକ, ତିନି ଡ୍ରାଇଭର ଜୀବନ୍ତ ଦଗ୍ଧ

ଝାରସୁଗୁଡା: ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ପରିସ୍ପର ସହ ପିଟି ହେଲେ ୩ ଟ୍ରକ । ଜୀବନ୍ତ ଜଳିଗଲେ ୩ ଡ୍ରାଇଭର । ଘଟଣା ଘଟିଛି  ଝାରସୁଗୁଡା ଜାତୀୟ ରାଜପଥ ୪୯ରେ  । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଝାରସୁଗୁଡା…

ଭାଷା ଭାଗବତ : ଭାଷା ଯୋଗାଏ ବଳ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ କରିଲେ ବାକ୍ୟ ବିଶ୍ଳେଷଣ ମିଳଇ ଭାଷା ବ୍ୟାକରଣ କରିଲେ ଶବ୍ଦ ସଂକଳନ ସଂଭବ ହୁଏ ଅଭିଧାନ ହେଉ ବା ନ ହେଉ ଲିଖିତ ପ୍ରତ୍ୟେକ ମଣିଷର ଚିତ୍ତ ଅଭିଧାନ ଓ ବ୍ୟାକରଣ କରଇ ମନରେ ଧାରଣ ଶିଶୁଟି ଆପେ ଶିଖି ଭାଷା ବଢ଼ାଏ ନିଜର ଭରସା କରେ ତା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ପରମ୍ପରା ମଧ୍ୟରେ ଏପରି କିଛି ସେବକ ଅଛନ୍ତି। ଯେଉଁମାନେ ପ୍ରକୃତ ପକ୍ଷେ ସେବକ ସମ୍ପ୍ରଦାୟର ନୁହଁନ୍ତି। କିନ୍ତୁ ନିଜର ଅନନ୍ୟ ସେବା କାର୍ଯ୍ୟ ପାଇଁ ନିଜକୁ…