Latest Odisha News

BREAKING NEWS

ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ଦ୍ୱିତୀୟ ବୈଠକ

ଭୁବନେଶ୍ୱର : ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ଦ୍ୱିତୀୟ ବୈଠକ, ପରିଷଦର ଅଧ୍ୟକ୍ଷ ସୁଦର୍ଶନ ସାହୁଙ୍କ ଅଧ୍ୟକ୍ଷତାରେ ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ତଥା…

ଦହିରେ କ’ଣ ପକାଇ ପିଇବା ଉଚିତ୍‌ ? ଜାଣନ୍ତୁ…

ଭାରତରେ ସବୁଠି ଦହିର ଆଦର ବେଶୀ । ମିଠା ଦହି, ଘୋଳ ଦହି ଖାଇବାକୁ କିଛି ଲୋକ ବହୁତ୍‌ ପସନ୍ଦ କରିଥାନ୍ତି  । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ପୁଷ୍ଟିକର ଖାଦ୍ୟ ଦହି । ଦହି ଖାଇବା ଦ୍ୱାରା ଶରୀରର ବିଭିନ୍ନ ପ୍ରକାର ରୋଗ ଦୂର ହୋଇଥାଏ । ଦହି ପାଟିକୁ ସ୍ୱାଦ ଲାଗିବା ପାଇଁ କିଛି ଲୋକେ ଦହିରେ ଚିନି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ସେବାରେ ସମସ୍ତ ଜାତିର ସେବକ ନିୟୋଜିତ ଅଛନ୍ତି। ସେଥିମଧ୍ୟରେ ଶ୍ରୋତୀୟ ବ୍ରlହ୍ମଣ ସେବକ ହେଲେ "ତଳିଛ "। ତାଙ୍କରି ବିବିଧ ସେବା ବିଷୟରେ ଆଲୋଚନା ଜାରି ରହିଛି।…

ରାଜ୍ୟ ସ୍ତରୀୟ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ ଉଦଯାପିତ     

ଭୁବନେଶ୍ୱର : ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଉତ୍କଳମଣ୍ଡପ ପରିସରରେ ଆୟୋଜିତ ୩ଦିନିଆ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ ଉଦଯାପିତ ହୋଇଛି । ଉଦଯାପନୀ କାର୍ଯ୍ୟକ୍ରମରେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ଓଡ଼ିଶା…

କୁକୁଡ଼ାଙ୍କୁ ନେଇ ଆୟୋଜିତ ହେଲା ଜାତୀୟସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତା

ହାଇଦ୍ରାବାଦ: ସାଧାରଣତଃ ସୁନ୍ଦରୀମାନଙ୍କୁ ନେଇ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥାଏ । କିନ୍ତୁ ନିକଟରେ ଏମିତି ଏକ ଜାତୀୟସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏଥିରେ କୌଣସି ସୁନ୍ଦରୀ ଭାଗ ନେଇ ନ ଥିଲେ, ବରଂ କୁକୁଡ଼ାମାନେ ଭାଗ…

ୱାଶିଂ ପାଇଁ ଆସିଥିବା କାରର ଢିକି ଖୋଲିବାରୁ ଏମିତି କିଛି ଦେଖି ତାଜୁବ୍ ହୋଇଗଲେ କର୍ମଚାରୀ

ନ୍ୟୁୟର୍କ: ମନେ କରନ୍ତୁ ଆପଣ କାର ୱାଶ ପାଇଁ ୱାଶିଂ ସେଣ୍ଟରରେ ପହଞ୍ôଚଲେ । ସେଣ୍ଟର କର୍ମଚାରୀଙ୍କୁ କାର ଚାବି ଧରାଇ ଦେଲେ । କିନ୍ତୁ ୱାଶିଂ କରିବାକୁ ଆସିଥିବା କର୍ମଚାରୀ ଜଣକ ଯଦି କାର ଢିକି ଖୋଲିବା ପରେ ହଠାତ୍ ଚିତ୍କାର କରନ୍ତି ତେବେ ଆପଣ ତାଜୁବ୍ ହେବା ସ୍ୱାଭାବିକ । କେବଳ ଆପଣ…

ଟିସୁ ପେପର ବଦଳରେ ୫୦୦ ଟଙ୍କିଆ ନୋଟରେ ପୋଛିବେ ହାତ

ନୂଆଦିଲ୍ଲୀ: ଭାରତର ମୁକେଶ ଅମ୍ବାନୀ ସବୁଠାରୁ ଧନୀ ବ୍ୟକ୍ତି । ତାଙ୍କ ଘରେ କାମ କରୁଥିବା ଡ୍ରାଇଭର, ରୋଷେୟା ତଥା ସିକ୍ୟୁରିଟି ଗାର୍ଡଙ୍କ ଦରମା ଲକ୍ଷାଧିକ ଟଙ୍କା । ଯଦି ଏହି ପରିବାର କୌଣସି ପାର୍ଟି ଦିଅନ୍ତି, ତେବେ କେଉଁଭଳି ଦେବେ ଆପଣ ଭାବନ୍ତୁ । କିନ୍ତୁ ଏବେ ସୋସିଆଲ ମିଡ଼ିଆରେ ଅମ୍ବାନୀ…

ଆଇପିଏଲ: ଦିଲ୍ ଭାଙ୍ଗିଲା ଦିଲ୍ଲୀବାସୀଙ୍କର, ୬ ଓ୍ବିକେଟରେ ହରାଇଲା ଗୁଜୁରାଟ ଟାଇଟନ୍ସ

ନୂଆଦିଲ୍ଲୀ: ଘରୋଇ ପିଚରେ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ। ଚଳିତ ଆଇପିଏଲ ସିଜିନରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ତେବେ ଗୁଜରାଟ ଦିଲ୍ଲୀକୁ ୬ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ ଜିତି ଗୁଜୁରାଟ…

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ

ନ୍ୟୁୟର୍କ: ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଜଣେ ପୂର୍ବତନ ରାଷ୍ଟ୍ରପତି ଗିରଫ ହୋଇଛନ୍ତି। ଗିରଫ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।ଅପରାଧିକ ମାମଲାରେ ନ୍ୟୁୟର୍କର ମ୍ୟାନହଟନ କୋର୍ଟରେ ସେ ଆତ୍ମସମର୍ପଣ କରିଛନ୍ତି। ୨୦୧୬ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ପର୍ଣ୍ଣ…

କୂଅରେ ଖସି ପଡ଼ିବାରୁ ଦୁଇ କୁନି ଝିଅଙ୍କ ମୃତ୍ୟୁ

ସୋନପୁର: କୂଅରେ ପଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ। ସୋନପୁର ଜିଲ୍ଲା ବିରମହାରାଜପୁରରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି।ମୃତ ଦୁଇ ଭଉଣୀ ହେଲେ ୨ ବର୍ଷୀୟ ଦିଶା ମିଶ୍ର ଏବଂ ବର୍ଷକର ସିଦ୍ଧିଶ୍ରୀ ଶତପଥୀ। ବୀରମହାରାଜପୁର ଛକରେ ଆଲୋକ…