ବି.ଏସସି ଫିଜିକ୍ସରେ ଫେଲ୍ ହୋଇଥିଲେ ଅମିତାଭ, ସେୟାର କଲେ ନିଜର ଛାତ୍ର ଜୀବନ
ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ‘କୌନ ବନେଗା କରୋଡପତି-୧୫’ର ନୂତନ ଏପିସୋଡ଼ ରୋଲଓଭର ପ୍ରତିଯୋଗୀ ଡ. ଆଶିଷଙ୍କଠାରୁ ଆରମ୍ଭ ହୋଇଛି। ବିଗ୍ ବି ତାଙ୍କୁ ଏକ ସହଜ ମେମୋରୀ ଟେକନିକ୍ ବା ସ୍ମୃତି କୌଶଳ ଦେଖିବାକୁ କହିଥିଲେ। ଏହି ସମୟରେ ନିଜର ଛାତ୍ର ଜୀବନକୁ ମନେ ପକାଇଛନ୍ତି ବିଗ୍ ବି ଅମିତାଭ…