ନିଆରା ପକ୍ଷୀ, ଯାହାର ସ୍ୱର ‘ମେଶିନ ଗନ’ ଭଳି, ଭିଡ଼ିଓ ଭାଇରାଲ
ଦୁନିଆରେ ଅନେକ ପକ୍ଷୀ ଅଛନ୍ତି । ହେଲେ ଏବେ ଏକ ପକ୍ଷୀର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାହାର ଶବ୍ଦ ସତେ ଯେପରି ଏକ ‘ମେଶିନ ଗନ’ ଚାଲିଯାଉଛି । ଏହି ପକ୍ଷୀଟି ହେଉଛି ବ୍ଲାକ ସିକ୍ଲେବିଲ । ଏହାକୁ ସ୍ୱର୍ଗର ପକ୍ଷୀ ବୋଲି କୁହାଯାଏ । ଏହି ପୁରୁଷ ପକ୍ଷୀର ଦୈର୍ଘ୍ୟ ପ୍ରାୟ…