Latest Odisha News

BREAKING NEWS

ସିରିଆର ମିଲିଟାରୀ ଏକାଡେମୀରେ ଆକ୍ରମଣ: ୧୦୦ରୁ ଉର୍ଦ୍ଧ୍ବ ମୃତ, ୧୨୫ ଆହତ

ନୂଆଦିଲ୍ଲୀ: ଏକ ଦଶନ୍ଧିରୁ ଅଧିକ ସମୟ ଧରି ଯୁଦ୍ଧର ସମ୍ମୁଖୀନ ହେଉଛି ସିରିଆ   । ଗତକାଲି ପୁଣି ଏକ ବଡ ଆକ୍ରମଣର ଶିକାର ହୋଇଛି  । ଯେଉଁଥିରେ ୧୦୦ରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିବାବେଳେ ୧୨୫ ଜଣ ଆହତ ହୋଇଥିବା ସୂଚନା ମିଳିଛି  । ସିରିଆ ପ୍ରତିରକ୍ଷା ମନ୍ତ୍ରୀ ସାମରିକ ସମାରୋହରୁ ବିଦାୟ…

ଆମ ଓଷା ସାହିତ୍ୟରେ ଜିମୂତ-ବାହନ ପୂଜା ବା ଦୁତିୟା ଓଷା

ରାଜଲକ୍ଷ୍ମୀ ତ୍ରିପାଠୀ ଜନମୁଖରେ ଯାହାକୁ ଦୁତିଆ ଓଷା କହନ୍ତି, ତାହାକୁ ବିଂଶ ଶତାବ୍ଦୀର ପ୍ରଥମ ଦଶକ ରେ ପାଞ୍ଜିକାରମାନେ ଜିମୂତ -ବାହନ ପୂଜା ନାମରେ ଲେଖୁଥିଲେ । ଏବେ ଦ୍ୟୁତିବାହନ ନାମରେ ପାଞ୍ଜି ମାନଙ୍କରେ ଲେଖା ହେଉଅଛି । ଓଷା କଥାରେ ଦେବତାଙ୍କ ନାମ ଦୁତିବାମନ ।ଆଶ୍ୱିନ କୃଷ୍ଣପକ୍ଷ…

ଭାଷା ଭାଗବତ : କାଳଚ୍ୟୁତ ହେଉଁ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କଥିତ ଓ ଲିଖିତ ଭାଷା ମଧ୍ୟରେ ନାହିଁ ମିଳାମିଶା ତେଣୁ ଏ ଭାଷାର ଦୁର୍ଦଶା ସଂଚାର କରୁନାହିଁ ଆଶା ଯେଉଁ ଭାଷାରେ କଥା କହୁଁ ସେ ଭାଷା ଯେଣୁ ଲେଖୁନାହୁଁ ପଢ଼ିଲେ ସୁଦ୍ଧା କେତେ ଲୋକ ସେ ସବୁ ଲାଗେ ନିରର୍ଥକ ଯାହା ହୁଏନି…

ଆଜି ଦିଲ୍ଲୀରେ ବସିବ ମାଓ ମୁକାବିଲା ବୈଠକ: ମାଓବାଦୀଙ୍କ ସ୍ଥିତି ଓ ସରକାରଙ୍କ ମୁକାବିଲା ରଣନୀତି ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ : ଆଜି ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ହେବାକୁ ଯାଉଛି  ମାଓ ମୁକାବିଲା ବୈଠକ । ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ସକାଳ ୧୦ଟାରେ ଏହି ବୈଠକ ଅନୁଷ୍ଠିତ ହେବ  । ବିଭିନ୍ନ ରାଜ୍ୟରେ ମାଓବାଦୀଙ୍କ ସ୍ଥିତି ଓ ସରକାରଙ୍କ ମୁକାବିଲା ରଣନୀତି ଉପରେ ଆଲୋଚନା ହେବ ।  …

ସତ୍ୟମ୍ ଶିବମ୍ ସୁନ୍ଦରମ୍‌

ରାହୁଲ ଗାନ୍ଧୀ କଳ୍ପନା କରନ୍ତୁ କି, ଜୀବନ ହେଉଛି ପ୍ରେମ, ଉଲ୍ଲାସ, ଭୋକ ଓ ଭୟର ଏକ ମହାସାଗର; ଆଉ ଆମେ ସମେସ୍ତ ସେଥିରେ ଭାସୁଛନ୍ତି । ଏହାର ସୁନ୍ଦର ଓ ଭୟଙ୍କର, ଶକ୍ତିଶାଳୀ ଓ ସର୍ବଦା ବଦଳୁଥିବା ତରଙ୍ଗ ମଧ୍ୟରେ ଆମେ ବଞ୍ଚିବାକୁ ପ୍ରୟାସ ଚଳାଇଛନ୍ତି । ଏହି ମହା ସମୁଦ୍ରରେ ଯେଉଁଠି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ରାତ୍ର ପହୁଡ଼

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନିକ ରୀତି ନୀତିର ଶେଷ ନୀତି ରାତ୍ର ପହୁଡ଼ ବିଷୟରେ ଆଲୋଚନା କରିବା। ବଡ଼ ସିଂହାର ବେଶ ପରେ ପରେ ଶ୍ରୀଜୀଉମାନଙ୍କୁ ସୁଗନ୍ଧ ଜଳ ଓ ବିଡ଼ିଆ ପାନ…

ଦୁଇ ବର୍ଷରେ ଟିପିଏସ୍ଓଡିଏଲ୍ ନିର୍ମାଣ କରିଛି ୧୯୧୮ ସୁରକ୍ଷା ପାଚେରୀ

ବ୍ରହ୍ମପୁର: ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବିଦ୍ୟୁତ ଡିଷ୍ଟ୍ରିବ୍ୟୁସନ ସବ-ଷ୍ଟେସନ(ଡିଏସଏସ)ଗୁଡିକୁ ପାଚେରୀ ଘେରା କରାଯାଇଛି । ସବ-ଷ୍ଟେସନ ଚାରିପଟେ ପାଚେରୀ ନିର୍ମାଣ କରିବା ଦ୍ୱାରା ସ୍ଥାନୀୟ…

ଚାଷ ଜମିରେ କୀଟନାଶକ ଔଷଧ ବ୍ୟବହାର ଉପରେ ରୋକ୍ ଲଗାଇଲେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଅତ୍ୟନ୍ତ ବିଷାକ୍ତ କୀଟନାଶକ ଔଷଧ ବ୍ୟବହାର ଉପରେ ରୋକ୍ ଲଗାଇଛନ୍ତି। ଏହି ରାସାୟନିକ ପଦାର୍ଥର ମଣିଷ ଓ ଜୀବଜନ୍ତୁଙ୍କ ସ୍ୱାସ୍ଥ୍ୟ ଉପରେ ପଡୁଥିବା କୁପ୍ରଭାବକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷେଧାଦେଶ ତୁରନ୍ତ କାର୍ଯ୍ୟକାରୀ ହୋଇଛି, ଏବଂ…

ରଣବୀରଙ୍କ ପରେ ହୁମା, ହୀନା ଓ କପିଲଙ୍କୁ ଇଡିର ସମନ

ମୁମ୍ବାଇ: ମହାଦେବ ବେଟିଂ ଆପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ହାସ୍ୟ ଅଭିନେତା କପିଲ ଶର୍ମା ଏବଂ ଅଭିନେତ୍ରୀ ହୁମା କ୍ୟୁରେଶୀ ଏବଂ ହିନା ଖାନଙ୍କୁ ସମନ କରିଛି। ଏହି ମାମଲାରେ ଅଭିନେତା ରଣବୀର କପୁରଙ୍କୁ ଇଡି ଅକ୍ଟୋବର ୬ ତାରିଖରେ ପଚରାଉଚରା ପାଇଁ ଡକାଇବା ପରେ ଏହା…

ଏସିଆନ ଗେମ୍ସ: ଭାରତର ୧୦୦ ପଦକ ଛୁଇଁବା ସମ୍ଭାବନା ହେଲା ମଜଭୁତ

ନୂଆଦିଲ୍ଲୀ: ହାଙ୍ଗଝୋଉ ଏସିଆନ ଗେମ୍ସରେ ଭାରତ ପ୍ରଥମ ଥର ପାଇଁ ୧୦୦ ପଦକ ଜିତିବ ବୋଲି ଆଶା ବ୍ୟକ୍ତ କରାଯାଇଥିଲା । ଗୁରୁବାର ସୁଦ୍ଧା ଭାରତ ୮୬ ପଦକ ଜିତି ଏହି ସମ୍ଭାବନାକୁ ଆହୁରି ମଜଭୁତ କରିଛି । ହାତରେ ଆଉ ୨ ଦିନ ଥିବା ବେଳେ ଭାରତକୁ ୧୪ ପଦକ ଜିତିବାକୁ ପଡିବ । ଇତି ମଧ୍ୟରେ ଭାରତୀୟ…