ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀ ପ୍ରସ୍ତୁତ, ପ୍ରଧାନଶିକ୍ଷକ କିନ୍ତୁ ପ୍ରସ୍ତୁତ ହୋଇପାରିଲେନି…
କଟକ: ଦଶମ ଶ୍ରେଣୀ ଷାଣ୍ମାସିକ ପ୍ରଶ୍ନପତ୍ର ଠିକ୍ ସମୟରେ ପରୀକ୍ଷା କେନ୍ଦ୍ରକୁ ପଠାଇବାକୁ ପ୍ରଧାନ ଶିକ୍ଷକ ଭୁଲିଯିବା ପରେ କଟକ ଜିଲ୍ଲାର ଏକ ସ୍କୁଲରେ ହାଇ ଡ୍ରାମା ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିବା ବେଳେ ନିଜ ଘରେ ପ୍ରଶ୍ନପତ୍ର ରଖିଥିବା…