ଡେଲିଭରି ବଏ କଥାରେ ଅର୍ଡ଼ର କ୍ୟାନସେଲ କଲେ ମହିଳା, ଦେବାକୁ ପଡ଼ିଲା ବହୁ ଅର୍ଥ
ନ୍ୟୁୟର୍କ: ଅନଲାଇନରେ ଜିନିଷ କିଣିବା ଆଜିକାଲି ଫ୍ୟାଶନ ହୋଇଗଲାଣି । ଘରେ ବସି ସହଜରେ ଭଲ ଜିନିଷ ପାଇ ଯାଉଥିବାରୁ ଲୋକେ ଅନ୍ଲାଇନ୍ ସପିଂ କରିବାକୁ ବେଶୀ ପସନ୍ଦ କରୁଛନ୍ତି । ସେହିପରି ଅଧିକାଂଶ ଲୋକ ଅନ୍ଲାଇନ୍ରେ ବିଭିନ୍ନ ପ୍ରକାରର ଖାଦ୍ୟ ମଧ୍ୟ ମଗାଇଥାନ୍ତି । ଯଦି ପରବର୍ତ୍ତୀ ସମୟରେ…