Latest Odisha News

BREAKING NEWS

ଏବେ ବି ବଞ୍ଚିଛି ଅନ୍ଧବିଶ୍ବାସ : ସାପ ବିଷ କାଢିବାକୁ ଯାଇ ମହିଳା ଗୁଣିଆ ଗୁରୁତର

ଆନନ୍ଦପୁର : ଯୁଗ ବଦଳିଛି ସତ ହେଲେ ଏବେ ବି ବଞ୍ଚିରହିଛି ଅନ୍ଧବିଶ୍ୱାସ ।  ବିଜ୍ଞାନ ବହୁତ ଆଗକୁ ଯାଇଛି ହେଲେ ଏବେ ବି ଲୋକେ ଝଡାଫୁଙ୍କା ଉପରେ ଭରସା କରୁଛନ୍ତି । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ  । ଆନନ୍ଦପୁର ଉପଖଣ୍ଡ ଝଣଝଣା ଗାଁର…

ଭୁବନେଶ୍ବରରୁ ଜୟପୁରକୁ ଉଡିଲା ଦ୍ବିତୀୟ ବିମାନ

ଭୁବନେଶ୍ବର : ଆଜିଠାରୁ ଭୁବନେଶ୍ୱରରୁ କୋରାପୁଟ ଜିଲ୍ଳା ଜୟପୁରରୁ ଉଡିଲା ଦ୍ୱିତୀୟ ବିମାନ। ଭୁବନେଶ୍ବରରୁ ଛାଡିଥିବା ଇଣ୍ଡିଆଓ୍ବାନ୍ ଏୟାର ବିମାନଟି ଜୟପୁରରେ ପହଞ୍ଚିଛି । ଆଜି ସକାଳୁ ୭ଟା ୧୦ରେ ଭୁବନେଶ୍ବରରୁ ଛାଡି ୮ଟା ୪୫ରେ ବିମାନଟି ଜୟପୁରରେ ପହଞ୍ଚିଛି । ସେହିପରି ୯ଟାରେ ଜୟପୁରରୁ ଛାଡି…

ରହସ୍ୟମୟୀ ରୁପକୁଣ୍ଡ ହ୍ରଦ, ଏଠାକୁ ଯିବାକୁ ଭୟ କରନ୍ତି ପର୍ଯ୍ୟଟକ..

ନୂଆଦିଲ୍ଲୀ : ଭାରତରେ ଅନେକ ରହସ୍ୟମୟୀ ସ୍ଥାନ ରହିଛି  ।  ପ୍ରତିଦିନ ବହୁ ଲୋକ ଏଠାକୁ ଯାତ୍ରା କରିଥାନ୍ତି  । କିନ୍ତୁ ଏହାର ରହସ୍ୟମୟୀ କାହାଣୀ ବିଷୟରେ ସମସ୍ତଙ୍କୁ ଜଣାନଥାଏ  ।  ଆସନ୍ତୁ ଜାଣିବା ସେମିତି ଏକ ହ୍ରଦ ସମ୍ପର୍କରେ  । ଏହି ହ୍ରଦଟି ଉତ୍ତରାଖଣ୍ଡରେ ରହିଛି  । ଯାହାର ନାମ ହେଉଛି…

କବିତା : ସବୁକିଛି ଅପେକ୍ଷାରେ

ତେଜସ୍ୱିନୀ ପଣ୍ଡା ଗୋଟିଏ ସ୍ପର୍ଶ ଅପେକ୍ଷାରେ ବିତିଗଲାଣି କିଛି ଘଣ୍ଟା , ଲିଭି ଆସିଲାଣି ଲଣ୍ଠନର ବତୀ , ଗୋଟିଏ ଶବ୍ଦ ସ୍ପର୍ଶ ମୋ କୋଠରୀରେ ଆତଜାତ ହୁଏ, ଆସିବ କହି କେବେ ଆସିପାରେନି, ଭୟର ଜମାଟ ବାନ୍ଧି ଫେରିଯାଏ ଝରକା ପାଖରୁ, ମୁଁ କିନ୍ତୁ ଗୋଟିଏ ଶବ୍ଦ ସ୍ପର୍ଶ…

୧୧ତମ ଓଡ଼ିଶୀ ରାଗ ମହୋତ୍ସବ ଓ ସମ୍ମାନ ପ୍ରଦାନ ଉତ୍ସବ

ଭୁବନେଶ୍ୱର : ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡ଼େମୀ ଆନୁକୂଲ୍ୟରେ ଆୟୋଜିତ ୧୧ତମ ଓଡ଼ିଶୀ ରାଗ ମହୋତ୍ସବ ଓ ସମ୍ମାନ ପ୍ରଦାନ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ବିଶିଷ୍ଟ ସଂସ୍କୃତିବିତ୍ ତଥା ପୂର୍ବତନ ଦୂରଦର୍ଶନର ଅଧ୍ୟକ୍ଷ ଶାନ୍ତନୁ ରଥ, ଶାସ୍ତ୍ରୀୟ ଓଡ଼ିଆ କେନ୍ଦ୍ରର ନିର୍ଦ୍ଦେଶକ ବସନ୍ତ ପଣ୍ଡା,…

ମେଦ ବହୁଳତା ନେଇ ଚିନ୍ତିତ କି ? ପ୍ରତିଦିନ ସକାଳେ ଖାଆନ୍ତୁ ନାସପାତି , ଓଜନ କମାନ୍ତୁ…

ନୂଆଦିଲ୍ଲୀ : ବର୍ତ୍ତମାନ ଯୁଗରେ ମେଦ ବହୁଳତା ଲୋକଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି  । ଶରୀରର ଓଜନ କମାଇବା ପାଇଁ କିଏ ଡାଏଟ୍ କରୁଛି ତ କିଏ ପ୍ରତିଦିନ ମର୍ଣ୍ଣିଂ ଓ୍ବାକ୍ କରୁଛି ତ କିଏ ଜିମ୍ ଯାଉଛି  । ଆସନ୍ତୁ ଜାଣିବା କଣ ଖାଇଲେ ଆମେ ସହଜରେ ଓଜନ ହ୍ରାସ କରିପାରିବା  ।  ନିୟମିତ…

ଭାଷା ଭାଗବତ : ଚୋଟ : ଛୋଟ ଭେଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ନାଚ : ନାଛ ଓ କଚା : କଛା ପୋଚ : ପୋଛ ଓ ପିଚା : ପିଛା ନୁହଂତି ଯେଣୁ ସମାର୍ଥକ ରହିଛି ଚ ଓ ଛ ପାର୍ଥକ୍ଯ ଏହି ଭେଦର ବିଲୋପନ ନୁହେ କଦାପି ସମୀଚୀନ ଚକ : ଛକ ଓ ଚକି : ଛକି ବିଭେଦ ପାରୁଅଛୁଁ ଦେଖି ଲୁଚି ବେଲୁଛି ସାନ ଝୁଅ କି…

ଭାରସାମ୍ୟ ହରାଇ ରେଲଓ୍ବେ ଟ୍ରାକକୁ ଖସିଲା ବସ୍ : ୪ ମୃତ, ୨୪ ଆହତ

ରାଜସ୍ଥାନ : ରାଜସ୍ଥାନ ଦଉସାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରେଲଓ୍ବେ ଟ୍ରାକକୁ ଖସିପଡିଛି । ଫଳରେ ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତ ମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି…

ଆଜି କାର୍ତ୍ତିକ ମାସର ଦ୍ବିତୀୟ ସୋମବାର : ବାବା ଧବଳେଶ୍ବରଙ୍କ ପୀଠରେ ପ୍ରବଳ ଭିଡ

ଆଠଗଡ : ଚାଲିଛି ଧର୍ମମାସ କାର୍ତ୍ତିକ  । ଆଜି ହେଉଛି କାର୍ତ୍ତିକ ମାସର ଦ୍ବିତୀୟ ସୋମବାର। ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବପୀଠ  ।  ସକାଳୁ ସକାଳୁ କଟକ ଜିଲ୍ଲା ଆଠଗଡର  ପ୍ରସିଦ୍ଧ ବାବା ଧବଳେଶ୍ବରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି  ।…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ନବଧା ଭକ୍ତି ଅନ୍ତର୍ଗତ ସେବା ପୂଜା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ବର୍ତ୍ତମାନ ସମୟରେ ଏକମାତ୍ର ଜଗତ ଉଦ୍ଧାରକାରୀ ଦେବତା ହିସାବରେ ସ୍ୱୀକାର କରାଯାଇଛି। ସାରା ଜଗତରେ ଶ୍ରୀଜଗନ୍ନାଥ ସଂସ୍କୃତି ଯେପରି ଆଦୃତ ହେଉଛି, ସେ ସମୟରେ ଭକ୍ତ ଓ…