Latest Odisha News

BREAKING NEWS

ପୁସ୍ତକ ପରିଚୟ : ଝଞ୍ଜାବର୍ତ୍ତ

ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା  ଗଳ୍ପ ସଙ୍କଳନ : ଝଞ୍ଜାବର୍ତ୍ତ ଗାଳ୍ପିକା : ସୁନନ୍ଦା ବି ମହାପାତ୍ର ପ୍ରକାଶକ ‐ ପଶ୍ଚିମା ପବ୍ଲିକେଶନ, ଭୁବନେଶ୍ବର ପୃଷ୍ଠା : ୧୬୮, ମୂଲ୍ୟ : ୧୮୯ ମାତ୍ର ! କ୍ଷୁଧାର୍ତ୍ତ କ'ଣ ଦେଖେ କିଏ ଖାଦ୍ୟ ଆଉ କିଏ ଅଖାଦ୍ୟ ? କିଏ ଯୋଗ୍ୟ କିଏ ଅଯୋଗ୍ୟ ?…

ଆଜିଠୁ ହିଙ୍ଗୁଳା ଯାତ୍ରା ; ଚଳଚଞ୍ଚଳ ଗେପାଳପ୍ରସାଦ ପୀଠ

ତାଳଚେର : ଆଜିଠାରୁ ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା । ଚଳଚଞ୍ଚଳ ହୋଇପଡ଼ିଛି ଗୋପାଳ ପ୍ରସାଦ ପୀଠ । ମା’ ହିଙ୍ଗୁଳାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲାଗିଛି ଭିଡ଼ । ପ୍ରତିବର୍ଷ ମା ହିଙ୍ଗୁଳା ଅଗ୍ନିରୂପରେ ଭକ୍ତଙ୍କୁ ଦର୍ଶନ…

ଅପେରାର ରେକର୍ଡ ଡ୍ଯାନ୍ସକୁ ନେଇ କମେଣ୍ଟ, ଦୁଇ ଗୋଷ୍ଠୀ ହାତାହାତି

ଗଞ୍ଜାମ: ଭଞ୍ଜନଗର ବ୍ଲକ ଅନ୍ତର୍ଗତ ନୂଆମହୁଲିଆ ଗାଁରେ ଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଛି। 'ଦାଣ୍ଡ ନାଚ' ଅବସରରେ ଏହି ଯାତ୍ରାର ଆୟୋଜନ କରାଯାଇଥିଲା। ଯେଉଁ ସମୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଯାତ୍ରାରେ ରେକର୍ଡ ଡ୍ୟାନ୍ସ ଚାଲିଥିବା ବେଳେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ମୁହଁ ସଞ୍ଜ ବେଳକୁ ଏକ ଜଙ୍ଗଲିଆ ରାସ୍ତାଦେଇ ଗାଡ଼ି ଗତି କରୁଥିଲା । ଆଗରେ ବସିଥିବା ଦୁଇସାଙ୍ଗ ଗପର ପସରା ଖୋଲି ଦେଇଥିଲା । ସନ୍ଧ୍ୟା ଧୀରେ ଧୀରେ ଅପସରି ଯାଉଥିଲା । ଶୁନ୍‌ଶାନ୍ ରାସ୍ତାରେ କାଁ ଭାଁ ଗୋଟେ ଦି’ଟା…

ଟ୍ବିଟରର ଲୋଗୋ ‘ନୀଳ ପକ୍ଷୀ’ ବଦଳରେ ‘କୁକୁର’ କାହିଁକି ରହିଲା, ଜାଣନ୍ତୁ ମସ୍କଙ୍କ ମନର…

ନ୍ୟୁୟର୍କ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ବର୍ତ୍ତମାନ ଟିକେ ଭିନ୍ନ ଦେଖାଯିବା ଆରମ୍ଭ କରିଛି। କାରଣ ଏହାର 'ନୀଳ ପକ୍ଷୀ' ଏବେ ଉଡ଼ି ଯାଇଛି ଏବଂ ଗୋଟିଏ କୁକୁର ଆସି ସେହି ସ୍ଥାନରେ ବସିଛି। ଟ୍ୱିଟର ଏହାର 'ବ୍ଲୁ ବାର୍ଡ' ଲୋଗୋକୁ 'ଡୋଜ୍' ରେ ପରିବର୍ତ୍ତନ କରିଛି। ବର୍ତ୍ତମାନ ଲୋକଙ୍କ ମନରେ…

କବିତା : ତୁମେ

ସଫଳା ଦାସ  ତୁମେ ମନ ପଡ ନିଶବ୍ଧ ରାତ୍ରିରେ ନିରବତା ନୟନରେ ପୁଣି ମନେ ପଡ ଅଦିନ ବର୍ଷାରେ ବିଜୁଳି ଚମକେ ଦେହେ । ତୁମ ଗୁମସୁମ୍ ସତେକି ରାଗ ଅଭିମାନରେ ଦିଏ କିଛି କଷ୍ଟରେ ପୁଣି ବେଶୀ ମନେ ପଡ ତୁମ ଚାହାଣୀରେ ଆଖି ଥାଉ । ଶୀତ ଅନୁଭବେ ଉଷ୍ଣ ଶିହରଣେ ତୁମ ମିଠା କଥା…

ଭାଷା ଭାଗବତ : ମାନ ହୁଏ ମ୍ଳାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଶୁଦ୍ଧ, ଅଶୁଦ୍ଧ ମିଶାମିଶି ଭାଷାରେ ଭାବନା ପ୍ରକାଶି ଲେଖଂତି ସ୍ବଭାଷୀ ସୁଜନ ବଢ଼ାଂତି ସ୍ବଭାଷାର ମାନ ଲୋଡ଼ିଲେ ପୂର୍ଣ ବିଶୁଦ୍ଧତା ଆମର ଭାଷାର ଜନତା ହୁଅଂତି ଲିଖନ-ବିରାଗୀ ଅବା ସ୍ବେଚ୍ଛାରେ ଭାଷାତ୍ୟାଗୀ ଯାହାର ଯେତେ ପ୍ରୟୋଜନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିବିଧ ସେବା ଓ ସେହି ସବୁ ସେବାକୁ ସୁଚାରୁ ରୂପେ ତୁଲାଉଥିବା ସେବକମାନଙ୍କ ବିଷୟରେ ଆଲୋଚନା ପ୍ରସଙ୍ଗରେ ଆଜି ଜାଣିବା "ତଳିଛ "ଙ୍କ ବିଷୟରେ। ଶ୍ରୀଜୀଉମାନଙ୍କ ସେବା…

ଚେନ୍ନାଇର ବିଶାଳ ସ୍କୋର, ଲଢ଼େଇ କରି ହାରିଲା ଲକ୍ଷ୍ନୌ

ଚେନ୍ନାଇ: ଚଳିତ ଆଇପିଏଲ ସିଜିନର ଷଷ୍ଠ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ବିଜୟ ଲାଭ କରିଛି। ଚେପକରେ ଖେଳାଯାଇଥିବା ଏହି ମ୍ୟାଚରେ ସିଏସକେ ଲକ୍ଷ୍ନୌକୁ ୧୨ ରନରେ ପରାସ୍ତ କରିଛି। ଟସ ହାରିବା ପରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ  ୭ ୱିକେଟ୍ ହରାଇ ୨୧୭ ରନ୍ ସଂଗ୍ରହ କରିଥିଲା। ପରେ…

ରାଜ୍ୟ ସ୍ତରୀୟ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବର ଦ୍ଵିତୀୟ ଦିବସ            

ଭୁବନେଶ୍ୱର : ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଉତ୍କଳ ମଣ୍ଡପ ପରିସରରେ ଆୟୋଜିତ ୩ଦିନିଆ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବର ଦ୍ଵିତୀୟ ଦିନରେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି…