ଗଳ୍ପ : ବାପା
ସୁଜାତା ପତି
ରାମୁ ସବୁଦିନ ବାପାଙ୍କ ସାଇକେଲରେ ସ୍କୁଲ ଯାଏ। ଘରଠାରୁ ସ୍କୁଲ ଅଳ୍ପ ଦୂର। ତା'ବାପାଙ୍କର ପାନ ଦୋକାନ... କିଛି ସମୟ ଦୋକାନ ବନ୍ଦ କରି ରାମୁକୁ ସ୍କୁଲରେ ଛାଡନ୍ତି। ସ୍କୁଲ୍ ଛୁଟି ହେଲେ ସାଙ୍ଗମାନଙ୍କ ସହିତ ଘରକୁ ଫେରେ ରାମୁ। ମାଆ ଖାଇବା ତିଆରି କରି ଟିଫିନ୍ ପ୍ରସ୍ତୁତ…