Latest Odisha News

BREAKING NEWS

ରମାଦେବୀ ବିଶ୍ୱବିଦ୍ୟାଳୟରେ ‘ପଠନର ଆନନ୍ଦ ଏବଂ ଶକ୍ତି’ ଉପରେ ଆଲୋଚନା

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ 'ପଠନର ଆନନ୍ଦ ଏବଂ ଶକ୍ତି' ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଚକ୍ରରେ ଲେଖକ ତଥା ସମାଲୋଚକ ଚନ୍ଦ୍ରହାସ ଚୌଧୁରୀ ମୁଖ୍ଯ ବକ୍ତା ଭାବେ ଯୋଗ ଦେଇ ‘ପଠନ' ମନୁଷ୍ଯ ଜୀବନର ଏକ ଆବଶ୍ୟକତା ବୋଲି ଦର୍ଶାଇଥିଲେ । ସେ ନିଜ…

ନକଲି ଆଡମିଟ୍ କାର୍ଡ ପାଇଁ ୩ ନର୍ସିଂ ଛାତ୍ରୀଙ୍କ ଆତ୍ମହୁତି ଉଦ୍ୟମ

ଅନୁଗୁଳ: ନକଲି ସାର୍ଟିଫିକେଟ୍, ନକଲି କଲେଜ ବିଶ୍ୱବିଦ୍ୟାଳୟ ପରେ ଏବେ ନକଲି ଆଡମିଟ୍ କାର୍ଡ ସାମ୍ନାକୁ ଆସିଛି । ଆଉ ଏହି ନକଲି ଆଡମିଟ୍ କାର୍ଡ ଲାଗି ତିନି ତିନି ଜଣ ନର୍ସିଂ ଛାତ୍ରୀ ପ୍ରଥମେ ପ୍ରତିବାଦ କରିବା ପରେ ଜୀବନ ହାରିବାକୁ ବସିଥିବା ବେଳେ ପୋଲିସ ଉଦ୍ଧାର କରିଛି । ଏଭଳି ଘଟଣା…

ନିୟମିତ ଦାବି, ଏପ୍ରିଲ ୩ରେ ଧାରଣା ଦେବ ସିବିଟି ଶିକ୍ଷକ ସଂଘ

ଭୁବନେଶ୍ୱର: ଚୁକ୍ତିଭିତ୍ତିକ ହାଇସ୍କୁଲ ଶିକ୍ଷକମାନେ ଆସନ୍ତା ଏପ୍ରିଲ ୩ ତାରିଖରେ ଭୁବନେଶ୍ୱରରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ସରକାରୀ ଉଚ୍ଚ ବିଦ୍ୟାଳୟ ସିବିଟି ଶିକ୍ଷକ ସଂଘ (ମିଳିତ ମଞ୍ଚ ୨୦୧୬ରୁ ୨୦୨୨) ଶୁକ୍ରବାର ଏହି ସୂଚନା ଦେଇଛି। ରାଜ୍ୟ ସରକାର ଗତବର୍ଷ ଅକ୍ଟୋବର…

୩୬୯ କୋଟି ଟଙ୍କାରେ ବିକ୍ରି ହେଲା ଟ୍ରିପ୍ଲେକ୍ସ ଆପାର୍ଟମେଂଟ

ନୂଆଦିଲ୍ଲୀ: ଦକ୍ଷିଣ ମୁମ୍ବାଇର ମାଲାବାର ହିଲରେ ଥିବା ଟ୍ରିପ୍ଲେକ୍ସ ଆପାର୍ଟମେଂଟ ଆଜି ରେକର୍ଡ ଦରରେ ବିକ୍ରି ହୋଇଛି । ଭାରତର ସବୁଠାରୁ ଦାମୀ ଆପାର୍ଟମେଂଟକୁ ଫେମି କେୟାରର ପ୍ରତିଷ୍ଠାତା ଜେିପି ଟାପାରିଆ ପରିବାର ୩୬୯ କୋଟି ଟଙ୍କାରେ ମାକ୍ରୋଟେକ ଡେଭଲପର୍ସଙ୍କଠାରୁ କ୍ରୟ କରିଛନ୍ତି । ୧.୦୮…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓସ୍କାର ବିଜେତା

ନୂଆଦିଲ୍ଲୀ : ଓସ୍କାର ବିଜେତା ଫିଲ୍ମ ‘ଦି ଏଲିଫ୍ୟାଣ୍ଟ ହ୍ୱିସ୍‌ପର’ର ନିର୍ମାତା ଗୁନିତ ମୋଙ୍ଗା ଏବଂ ନିର୍ଦ୍ଦେଶକ କାର୍ତ୍ତିକି ଗୋନସାଲଭେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍ ଯୋଗେ ସାକ୍ଷାତ ସମୟର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ସେ…

ଆଇପିଏଲ:ଋତୁରାଜଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ଅହମ୍ମଦାବାଦ: ଆଇପିଏଲର ୧୬ତମ ସଂସ୍କରଣର ଉଦଘାଟନୀ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ୧୭୯ ରନର ବିଜୟ ଲକ୍ଷ୍ୟ ଗୁଜରାଟ ଟାଇଟାନ୍ସ ପକ୍ଷରେ ରଖିଛି । ଋତୁରାଜ ଗାଏକ୍ୱାଡ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ୫୦ ବଲରେ ୯୨ ରନ କରି ଆଉଟ ହୋଇ ଯାଇଥିଲେ । ଚେନ୍ନାଇର ଅନ୍ୟ ବ୍ୟାଟ୍ସମ୍ୟାନମାନେ…

ଦୁନିଆର ସବୁଠାରୁ ଭାରୀ ସାଇକେଲ: କାରଠାରୁ ବି ଅଧିକ ଓଜନ

ଜର୍ମାନୀ: ପିଲାଦିନେ ପ୍ରତ୍ୟେକ ପିଲାଙ୍କୁ ସାଇକେଲ ଚଲାଇବାକୁ ଶିକ୍ଷା ଦିଆଯାଏ । କାରଣ ସେ ବଡ଼ ହେଲେ ବାଇକ୍ ବା କାର ଚଲାଇ ପାରିବ । କିନ୍ତୁ ଏବେ ଜଣେ ବ୍ୟକ୍ତି ଏମିତି ଏକ ସାଇକେଲ ନିର୍ମାଣ କରିଛନ୍ତି, ଯାହାକୁ ଛୋଟ ପିଲା ଚଲାଇବା ତ ଦୂରର କଥା ଦେଖିକି ଡ଼ରିଯିବେ । ଯାହାର ଓଜନ କାରଠାରୁ ବି…

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧୦୦ କୋଟି ଦେଲା ଓଡ଼ିଶା ଖଣି ନିଗମ

ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ (OMC) ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆଜି ୧୦୦ କୋଟି ଟଙ୍କା ପ୍ରଦାନ କରିଛି । ହରିଶ୍ଚନ୍ଦ୍ର ସହାୟତା ଓ ମହାପ୍ରୟାଣ ଯୋଜନା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଓଏମସି ଶହେ କୋଟି ଦେଇଛି । ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ…

ବନ୍ଧୁ ହେବ ତ ଏମିତି: ସାଙ୍ଗର ପ୍ରତିଶୃୃତି ପାଇଁ ଟେଣ୍ଟରେ ୩ ବର୍ଷ

ବ୍ରିଟେନ: ଆପଣ ବନ୍ଧୁତ୍ୱର ଅନେକ ଉଦାହରଣ ନିଶ୍ଚୟ ଶୁଣିଥିବେ । କିନ୍ତୁ ଜଣେ ୧୦ ବର୍ଷର ବାଳକ ନିଜ ବନ୍ଧୁଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଏକ ତମ୍ବୁରେ ୩ ବର୍ଷ ବିତାଇଛନ୍ତି । କେବଳ ଏତିକି ନୂହେଁ, ସେ କର୍କଟ ରୋଗୀଙ୍କ ପାଇଁ ଏତେ ଟଙ୍କା ଆଦାୟ କଲେ ଯେ ଏହା ଏକ ବିଶ୍ୱ ରେକର୍ଡ…

କଂଗ୍ରେସ ପଚାରିଲା ରାହୁଲ ଗାନ୍ଧୀଙ୍କୁ ମୋଦିଙ୍କ ଭୟ କାହିଁକି?

ଭୁବନେଶ୍ୱର : ଆଜି ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଡଃ ଆମୀ ୟାଗ୍‌ନିକ ଉଦ୍‌ବୋଧନ ଦେଇ ଦେଶର ଗଣତନ୍ତ୍ର ତଥା ସମ୍ବିଧାନ ପ୍ରତି ହେଉଥିବା ଆକ୍ରମଣ ପ୍ରସଙ୍ଗ ଉଠାଇ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ ଓ ନିମ୍ନମତେ…