ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ସନ୍ଧ୍ଯା ଆଳତି
ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଭୋଗ ସହ ଦିବା ପହୁଡ଼ ବିଷୟରେ ଆଲୋଚନା କରିଲେ । ବର୍ତ୍ତମାନ ସନ୍ଧ୍ୟା ସମୟ, ଯାହାକି ଶ୍ରୀଜୀଉମାନଙ୍କ ଆଳତିର ବେଳ ତେଣୁ ଆସନ୍ତୁ ଜାଣିବା…