ସୁଇସ ଓପନ ବ୍ୟାଡମିଂଟନ: ସାତ୍ୱିକ-ଚିରାଗଙ୍କୁ ଡବଲ୍ସ ଟାଇଟଲ
ନୂଆଦିଲ୍ଲୀ: ଭାରତର ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ଯୋଡି ସୁଇସ ଓପନ ସୁପର ସିରିଜ ବ୍ୟାଡମିଂଟନର ପୁରୁଷ ଡବଲ୍ସ ଟାଇଟଲ ହାସଲ କରିଛନ୍ତି । ସେମାନେ ଫାଇନାଲରେ ଚୀନ ଟ୍ୟାଙ୍ଗ କ୍ୱିୟାନ ଓ ରେନ ୟୁ ଯୋଡିଙ୍କୁ ୨୧-୧୯ ଓ ୨୪-୨୨ ସେଟରେ ପରାସ୍ତ କରିଥିଲେ । ୨ଟି ଯାକ ସେଟ ବେଶ ସଂଘର୍ଷପୂର୍ଣ୍ଣ…