ଦେବ ପ୍ରସାଦ ପୁରସ୍କାର ଉତ୍ସବର ଚତୁର୍ଥ ସନ୍ଧ୍ୟା: ଓଡ଼ିଶୀ, ସତ୍ରୀୟା ନୃତ୍ୟରେ କମ୍ପିଲା ମଞ୍ଚ
ଭୁବନେଶ୍ୱର: ତ୍ରିଧାରା ଅନୁଷ୍ଠାନ ଦ୍ୱାରା ଆୟୋଜିତ୧୭ତମ ଗୁରଦେବ ପ୍ରସାଦ ପୁରସ୍କାର ଉତ୍ସବର ଆଜି ଥିଲା ଚତୁର୍ଥ ସନ୍ଧ୍ୟା । ଆଜିର ସନ୍ଧ୍ୟାରେ ଓଡ଼ିଶୀ ଏବଂ ସତ୍ରୀୟା ନୃତ୍ୟରେ କମ୍ପିଥିଲା ମଞ୍ଚ । ଏଥିସହିତ ଓଡ଼ିଶାର ସୁନାମଧନ୍ୟ ସଙ୍ଗୀତଜ୍ଞଙ୍କ ଦ୍ୱାରା ପାରମ୍ପାରିକ କଣ୍ଠସଙ୍ଗୀତ ପରିବେଷିତ…