‘ଖତରୋ କି ଖିଲାଡି’ରେ ଆହତ ହେବା ଫଟୋ ସେୟାର କଲେ ଦିବ୍ୟାଙ୍କା
ମୁମ୍ବାଇ: ରୋହିତ ସେଟ୍ଟୀଙ୍କ ରିଅଲିଟି ସୋ ‘ଖତରୋ କି ଖିଲାଡି’ରେ ଆହତ ହୋଇଥିଲେ ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ । ଶରୀରରେ ଆଘାତ ଲାଗିବାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କ ଶରୀରରେ ଆଘାତ…