Latest Odisha News

BREAKING NEWS

ହତ୍ୟା ମାମଲାରେ ଗିରଫ ହେଲେ ଅବସରପ୍ରାପ୍ତ ଯବାନ

କଟକ: ଏକ ଗୁଳିକାଣ୍ଡ ହତ୍ୟା ମାମଲାରେ କଟକ ଜିଲ୍ଲା ଆଠଗଡ଼ ଥାନା ପୋଲିସ ଜଣେ ଅବସରପ୍ରାପ୍ତ ଯବାନଙ୍କୁ ଗିରଫ କରିଛି । ଆଠଗଡ଼ ଏସଡିପିଓ ବିଜୟ କୁମାର ବିଶିଙ୍କ ସୂଚନା ଅନୁସାରେ, ଫେବ୍ରୁଆରୀ ୧୩ ତାରିଖରେ ଜେନାପଡ଼ାରେ ଗୁଳିକାଣ୍ଡ ହୋଇଥିଲା । ପିଲାଟି ଦିନରୁ ଅଭିଯୁକ୍ତ ବଂଶୀଧର ନାୟକ ଓରଫ୍…

ଏମିତି ଆପାର୍ଟମେଣ୍ଟ: ଯେଉଁଠି ରୁହନ୍ତି କେବଳ ଅପରାଧୀ

ଲଣ୍ଡନ: ସମସ୍ତଙ୍କର ଖଣ୍ଡେ ଭଲ ଘର କରିବାକୁ ସ୍ୱପ୍ନ ଥାଏ । ସେହି ଘରେ ସେ ଖୁସିରେ ଦିନ କାଟିବା ସହ ସୁରକ୍ଷିତ ବି ରହିପାରୁଥିବ । ଆଜି ଏମିତି ଏକ ଆପାର୍ଟମେ ବିଷୟରେ କହିବୁ ଯେଉଁଠି ଜଣେ ମଣିଷ ନିଜକୁ ସୁରକ୍ଷିତ ମନେ କରିବା ତ ଦୂରର କଥା,ପ୍ରତି ପାଦେ ପାଦେ ରହିଛି ଜୀବନ ପ୍ରତି ବିପଦ । ଏହି…

କୋଭିଡ୍‌ ପରବର୍ତ୍ତୀ ଅବସ୍ଥାରେ ବଢ଼ିଛି ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: କୋଭିଡ୍‌ ପରବର୍ତ୍ତୀ ଅବସ୍ଥାରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସ୍ବାଭାବିକ ହେବା ପରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଏମ୍‌ସ ଭୁବନେଶ୍ୱରରେ ୨୦୨୨ ମସିହାରେ ୬୭୪ ଜଣ ଯକ୍ଷ୍ମା (ଟିବି) ରୋଗୀ ଚିହ୍ନଟ ହୋଇଥିଲେ । ଯାହାକି ୨୦୨୧ରେ ଏହି ଜାତୀୟ ସ୍ବାସ୍ଥ୍ୟ…

ସୁଟ୍‌-ବୁଟ୍ ପିନ୍ଧି ପର୍ବତ ଚଢିଲେ ଯୁବକ: ୪୧ ହଜାର ମିଟର ଉଚ୍ଚରେ ଦେଖି ପର୍ବତାରୋହୀ ହେଲେ ଆଶ୍ଚର୍ଯ୍ୟ

ଟୋକିଓ: ଜଣେ ବ୍ୟକ୍ତିଙ୍କୁ ସ୍ଥାନ କିମ୍ବା ପରିବେଶ ଅନୁଯାୟୀ ନିଜକୁ ପ୍ରସ୍ତୁତ କରିବା ଉଚିତ୍ । ଖାସ୍‌କରି ପୋଷାକରେ । ସେ ଅଫିସ ହେଉ କି ସମୁଦ୍ର କୂଳ ଭିନ୍ନ୍ ଭିନ୍ନ ସ୍ଥାନକୁ ଭିନ୍ନ ଭିନ୍ନ ପୋଷାକ ହିଁ ଶୋଭାପାଇଥାଏ । ଜଣେ ଯୁବକ ସୁଟ୍ ଓ ବୁଟ୍ ପିନ୍ଧି ୪୧ ହଜାର ମିଟର ଉଚ୍ଚ ପାହାଡ଼ ଚଢି ଏବେ…

ମଙ୍ଗୋଲିଆର ୮ବର୍ଷର ବାଳକଙ୍କୁ ବୌଦ୍ଧ ଧର୍ମଗୁରୁ ମାନ୍ୟତା ଦେଲେ ଦଲାଇ ଲାମା

ତିବ୍ଦତ: ତିବ୍ଦତର ଧର୍ମଗୁରୁ ଦଲାଇ ଲାମା ଶନିବାର ଏ ଭଳି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି ଯାହାକୁ ନେଇ ଚୀନ ଦେହରେ ନିଆଁ ଲାଗିବା ନିଶ୍ଚିତ । ଦଲାଇ ଲାମା ମଙ୍ଗୋଲିଆର ଜଣେ ୮ ବର୍ଷର ବାଳକଙ୍କୁ ସବୁଠାରୁ ବଡ ବୌଦ୍ଧ ଧର୍ମଗୁରୁର ମାନ୍ୟତା ଦେଇଛନ୍ତି । ୧୧ରୁ ୧୨ ମାର୍ଚ୍ଚ ପର୍ଯ୍ୟନ୍ତ ଧର୍ମଶାଳାରେ…

ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ: ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ନୀତୁ

ନୂଆଦିଲ୍ଲୀ: ହରିୟାଣାର ନୀତୁମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୪୮ରୁ ୪୮ କିଗ୍ରା ବିଭାଗରେ ସେ ଚାମ୍ପିୟନ ହୋଇଛନ୍ତି । ଏହା ତାଙ୍କ କ୍ୟାରିୟରର ପ୍ରଥମ ଟାଇଟଲ । ଫାଇନାଲରେ ନୀତୁ ମଙ୍ଗୋଲିଆର ଲୁତ୍ସାଇଖାନଙ୍କୁ ୫-୦ରେ ପରାସ୍ତ କରିଥିଲେ । ଫାଇନାଲ…

ପୁରୀ ଓ କଟକ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ 5T ସଚିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଭି କେ ପାଣ୍ଡିଆନ୍ ଆଜି ପୁରୀ ଓ କଟକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ପଣ୍ଡିଆନ ପ୍ରଥମେ ପୁରୀ ଗସ୍ତ କରି ଶ୍ରୀ ଜଗନ୍ନାଥଙ୍କ ଐତିହ୍ୟ କରିଡର, ଶ୍ରୀ ସେତୁ ଓ ଜଗନ୍ନାଥ ବଲ୍ଳଭ ଯାତ୍ରୀ ନିବାସ…

ଆଉ ୩ ଦିନ କାଳବୈଶାଖୀ ବର୍ଷା ସହ ପବନ

ଭୁବନେଶ୍ୱର: ଲାଗି ରହିବ କାଳବୈଶାଖୀ ବର୍ଷା । ୨୬ ତାରିଖ ଆସନ୍ତାକାଲି କାଳବୈଶାଖୀ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳା, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ,…

ସବୁଠୁ ଲମ୍ବା ଦାଢି ପାଇଁ ୩ ଥର କଲେଣି ବିଶ୍ୱ ରେକର୍ଡ଼

କାନାଡ଼ା: କାନାଡାର ନାଗରିକ ସୌରଭ ସିଂ ଏକ ବିଶେଷ କାରଣ ପାଇଁ ଆଜିକାଲି ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛନ୍ତି । ଏହାର କାରଣ ହେଉଛି ତାଙ୍କର ଲମ୍ବା ଦାଢି । ଯାହାର ଲମ୍ବ ୮ ଫୁଟ ୨୫ ଇଞ୍ଚ । ସବୁଠୁ ବଡ଼ କଥା, ଏହି ଲମ୍ବା ଦାଢି ପାଇଁ ସେ ଥରେ କି ଦୁଇ ଥର ନୁହେଁ ୩ ଥର ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ…

ରାହୁଲଙ୍କୁ ବିଜେପିର ପାଲଟା ଆକ୍ରମଣ, ରବିଶଙ୍କର କହିଲେ; ସେ ଜଣେ ଅଭ୍ୟାସଗତ ମିଛୁଆ

ପାଟନା : ମୋଦିଙ୍କୁ ଆଦାନୀ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ସମାଲୋଚନା ପରେ ଏହାର ଜବାବ ରଖିଛି ବିଜେପି। ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦ କହିଛନ୍ତି, ରାହୁଲ ଜଣେ ଅଭ୍ୟାସଗତ ମିଛୁଆ । ରବି ଶଙ୍କର କହିଛନ୍ତି, ରାହୁଲ ଗାନ୍ଧି ଆଜି ପୁଣି ମିଛ କହିଛନ୍ତି। ସେ ଲଣ୍ଡନରେ କିଛି କହି ନଥିଲେ…