Latest Odisha News

BREAKING NEWS

କବିତା : ଜୀବନ ଯନ୍ତ୍ରଣା

ସାଧନା ପଣ୍ଡା  ରାତ୍ରିର ଜରାୟୁ ରେ ସକାଳ ର ଭ୍ରୁଣ କ୍ରମଶଃ ଉଦଗତ ନେବ ଜନ୍ମ ନବ ରୂପ ଅନିର୍ଦ୍ଦିଷ୍ଟ ଗନ୍ତବ୍ୟ ବଢାଏ ପାଦ କ୍ରମାଗତ ପୃଥିବୀ ତ ବୁଲେନା ଆହ୍ନିକ ଗତିରେ, ସବୁ କିଛି ସ୍ତବ୍ଧ ହୁଏ ପବନ ବି ପଣିକିଆ ଭୁଲେ, ବିଚଳିତ ନିଜ ଅବସ୍ଥିତିରେ….! ନଦୀ ସିନା ବଢଇ ଆଗକୁ…

କେନ୍ଦ୍ରାପଡାରେ ଆତଙ୍କ: ମାଛ ଜାଲରେ ପଡିଲା କୁମ୍ଭୀର, ବନ ବିଭାଗକୁ ହସ୍ତାନ୍ତର କଲେ ମତ୍ସ୍ୟଜୀବୀ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାରେ ଥମୁନି କୁମ୍ଭୀର ଆତଙ୍କ  । ଗତ କିଛି ଦିନ ହେବ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳୁଛି  । କୁମ୍ଭୀର ଆକ୍ରମଣରେ ବହୁ ଜୀବନ ହାନି ମଧ୍ୟ ଘଟୁଥିବା ଦୃଶ୍ୟ ସାମ୍ନାକୁ ଆସୁଛି  ।     ଆଜି କିନ୍ତୁ କିଛି ଭିନ୍ନ ଘଟଣା ଦେଖିବାକୁ…

ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ ! ଆଜି ପାଇଁ ୧୯ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ପୁଣି ବଡ଼ ବର୍ଷା ସମ୍ଭାବନା । ଆସନ୍ତାକାଲି ଉତ୍ତର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ଆଜିଠାରୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ପୂର୍ବାନୁମାନ କରିଛି  ପାଣିପାଗ ବିଭାଗ । ଆଜି ପାଇଁ…

ଭାଷା ଭାଗବତ : ମାତୃଭାଷା ହିଁ ମୂଳଦୁଆ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦରମା-ଖିଆ ବାପା, ମାଆଁ ଖୋଜିଲେ ଏ ସାରା ଦୁନିଆଁ କେଉଁଠି ବି ମିଳିବେନାହିଁ ଏ ସତ୍ୟ ବୁଝୁନୁ କିପାଇଁ ? ସାନ ପୁଅ, ଝିଅଂକ ଯତ୍ନ ଆଡ଼କୁ ଦେଲେ ଟିକେ ମନ ଏବର ମାତା ଆଉ ପିତା ହୋଇପାରଂତେ ଶିକ୍ଷାଦାତା ଅଂତତଃ ପାଂଚ ବର୍ଷ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମଙ୍ଗଳ ଆଳତି ଆଚରଣ ବିଧି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟୁଷରେ ଅନୁଷ୍ଠିତ ହେଉଥିବା ଦ୍ଵିତୀୟ ନୀତି ହେଲା ମଙ୍ଗଳ ଆଳତି। ଏହି ମଙ୍ଗଳ ଆଳତିର ପ୍ରକାର ଭେଦ ମନ୍ତ୍ର ଓ ପୂଜକମାନଙ୍କ କର୍ତ୍ତବ୍ୟ ବିଷୟରେ ଆମେ ଆଲୋଚନା କଲେ।…

ରାଜ୍ୟ ସରକାରଙ୍କ ପାଇକ ଏକାଡେମୀ ପ୍ରତିଷ୍ଠା ନିଷ୍ପତ୍ତି ଉଦ୍ଦେଶ୍ୟକୁ ନେଇ ତେଜିଲା ରାଜନୈତିକ ବୟାନବାଜି

ଭୁବନେଶ୍ୱର: ନିକଟରେ ଓଡ଼ିଶା ସରକାର ଖୋର୍ଦ୍ଧାରେ ପାଇକ ଏକାଡେମୀ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ଦେବା ପରେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। କେନ୍ଦ୍ର ସରକାର ମଧ୍ୟ ସେହି ଜିଲ୍ଲାରେ ପାଇକ ସ୍ମାରକୀ ପ୍ରତିଷ୍ଠା କରିବାକୁ ଯୋଜନା କରୁଥିବା ବେଳେ ଏଭଳି ପଦକ୍ଷେପ ନିଆଯାଇଛି। ୨୦୨୪…

ବାଲ୍ୟ ବିବାହରେ ସଂପୃକ୍ତି ଥିବା ୩ ହଜାର ବ୍ୟକ୍ତି ୧୦ ଦିନ ମଧ୍ୟରେ ଗିରଫ ହେବେ: ଆସାମ ମୁଖ୍ୟମନ୍ତ୍ରୀ

ଗୌହାଟି: ବାଲ୍ୟ ବିବାହରେ ସମ୍ପୃକ୍ତି ଅଭିଯୋଗରେ ଆସନ୍ତା ୧୦ ଦିନ ମଧ୍ୟରେ ରାଜ୍ୟରେ ୩ ହଜାର ଲୋକଙ୍କୁ ଗିରଫ କରାଯିବ ବୋଲି ରବିବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରବିବାର ଚେତାବନୀ ଦେଇଛନ୍ତି। ବିଜେପି ମହିଳା ମୋର୍ଚ୍ଚାର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ଯକାରିଣୀ ବୈଠକର…

ଅଚଳ ହୋଇଗଲା ଲିଫ୍ଚ, ଚାଲିଗଲା ୭ ଶ୍ରମିକଙ୍କ ଜୀବନ

ଥାନେ: ମହାରାଷ୍ଟ୍ରର ଥାନେରେ ରବିବାର ଏକ ନିର୍ମାଣାଧୀନ କୋଠାର ଲିଫ୍ଟ ଭୁଶୁଡ଼ି ପଡ଼ିବା ଫଳରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଛାତ ଉପରେ କାମ ଶେଷ କରି ୪୦ ମହଲାରୁ ଶ୍ରମିକମାନେ ଓହ୍ଲାଇବା ସମୟରେ ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ଏହି…

ଜି-୨୦ ଭୋଜିରେ ବିରୋଧୀ ଦଳର ପ୍ରମୁଖ ନେତା, ଅଧୀର କହିଲେ ଏହା ଦିଦିଙ୍କ ଆଭିମୁଖ୍ୟକୁ ଦୁର୍ବଳ କରିବ

ନୂଆଦିଲ୍ଲୀ: ବିରୋଧୀ ଇଣ୍ଡିଆ ମେଂଟର ତୃତୀୟ ବୈଠକର କେଇ ଦିନ ପରେ ଆୟୋଜିତ ହୋଇଥିବା ଜି-୨୦ ବୈଠକରେ ବିରୋଧୀ ଦଳର ନେତାଙ୍କ ଆଭିମୁଖ୍ୟ ପୁଣିଥରେ ଏକ ଭିନ୍ନ ବାର୍ତ୍ତା ଦେଇଛି। କିଛି ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗ ଦେଇଥିବା ବେଳେ ଆଉ କିଛି ଦିଳର ମୁଖ୍ୟମନ୍ତ୍ରୀ ବୟକଟ…

ମୋହିତ: ମୁଁ ମୋ ଜୀବନରେ ୨ଟି ଫୋନ୍ କଲ୍ ଆଦୌ ଭୁଲି ପାରିବି ନାହିଁ 

ନୂଆଦିଲ୍ଲୀ: ଟେଲିଭିଜନ ସୋ’ ‘ଦେବୋ କେ ଦେବ ମହାଦେବ’ରେ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରିଥିବା ମୋହିତ ରୈନା ଘରେଘରେ ପରିଚିତ। ଅନେକ ବୟସ୍କ ଲୋକ ତାଙ୍କୁ ବାସ୍ତବରେ ଭଗବାନ ଶିବ ବୋଲି ମନେ କରନ୍ତି। ଲାଇଫ ଓକେ ଟିଭିରେ ପ୍ରସାରିତ ହେଉଥିବା ମହାଦେବ ସିରିଏଲରେ ତାଙ୍କୁ ବେଶ୍ ଖ୍ୟାତି…