ଆଜି ଭୁବନେଶ୍ବରରୁ ଗୌହାଟୀକୁ ଉଡି଼ବ ବିମାନ
ଭୁବନେଶ୍ୱର: ଭୁବନେଶ୍ୱରରୁ ଗୌହାଟି ପହଞ୍ଚିବାକୁ ଲାଗିବ ମାତ୍ର ଦେଢ ଘଣ୍ଟା ସମୟ । ଆଜିଠାରୁ ଓଡ଼ିଶାରୁ ଗୌହାଟୀ ବିମାନ ସେବା ଆରମ୍ଭ ହେବ । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଦୈନିକ ଚାଲିବ ବିମାନ । ସପ୍ତାହର ସବୁଦିନ ସେବା ଯୋଗାଇବ ଇଣ୍ଡିଗୋ । ଏହା ପରେ ଆଗକୁ ଜମ୍ମୁ, ଚଣ୍ଡିଗଡ ଓ ସୁରଟକୁ…