ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୪)
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
କୁମାରୀ ଜୀବନରେ ଯାହାଠାରୁ କେତେ ପଦ ମହୁଝରା କଥା ଶୁଣି, ଯାହାକୁ ପ୍ରଥମଥର ଅଳ୍ପ ସମୟ ପାଇଁ ଦେଖି, ତା’ର ମନ ପଦ୍ମତୋଳା ଶୁଣିବା ସାପ ଭଳି ଧୀର, ଶାନ୍ତ ଓ ଅପ୍ରଗଲ୍ଭ ହୋଇଯାଇଥିଲା; ଆଜି ତାଙ୍କ ପାଇଁ ଏତେ ଦୂର…