ଭାଷା ଭାଗବତ : ଗୋଟିଏ ଆରେକ ପ୍ରକାର
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ଣ-ଯୋଡ଼ା ଯେତେ ଯୁକ୍ତାକ୍ଷର
ଦିଶେ ଣ୍ଟଣ୍ଠଣ୍ଡଣ୍ଢ ସର୍ବତ୍ର
କିଂତୁ ଏମିତି ଉଚ୍ଚାରଣ
କରଂତିନାହିଁ ବିଜ୍ଞଜନ
କଣ୍ଟା,ପାଣ୍ଠି କି ଖଣ୍ଡା, ଶୁଣ୍ଢି
ତୁଂଡରୁ ହୁଏନାହିଁ କାଢ଼ି
କନ୍ଟା, ପାନ୍ଠି ଓ ଖନ୍ଡା, ଶୁନ୍ଢି
କାନରେ ସଦା ଥାଏ ପଡ଼ି…