ସାଇକେଲରେ କୁକୁରକୁ ଝୁଲାଇ କାମକୁ ଯାଆନ୍ତି ସୁରକ୍ଷାକର୍ମୀ
ମୁମ୍ବାଇ: ଆଜିକାଲି ଅଧିକାଂଶ ଲୋକ ଘରେ କୁକୁର ରଖିବାକୁ ଭଲ ପାଆନ୍ତି । ସେମାନେ ତାଙ୍କ କୁକୁରକୁ ଘରର ସଦସ୍ୟ ଭାବେ ଯତ୍ନ ନେଇଥାନ୍ତି । ଆଉ ବାହାରକୁ ଯୁଆଡ଼େ ଗଲେ ବି ସାଙ୍ଗରେ ତାଙ୍କ ପୋଷା କୁକୁରକୁ ନେଇକି ମଧ୍ୟ ଯାଇଥାନ୍ତି । ଏବେ ମୁମ୍ବାଇର ଜଣେ ସୁରକ୍ଷାକର୍ମୀ ତାଙ୍କ ପୋଷା କୁକୁରକୁ…