ନିଜ ପସନ୍ଦରେ ବିବାହ କରିବା ପ୍ରତ୍ୟେକ ଲୋକଙ୍କର ସାମ୍ବିଧାନିକ ଅଧିକାର: ଦିଲ୍ଲୀ ହାଇକୋର୍ଟ
ଦିଲ୍ଲୀ: ସମସ୍ତଙ୍କୁ ନିଜ ପସନ୍ଦରେ ବିବାହ କରିବାର ଅଧିକାର ରହିଛି । ଏହା ତାଙ୍କର ସାମ୍ବିଧାନିକ ଅଧିକାର । ପରିବାର ଲୋକ ଚାହିଁଲେ ମଧ୍ୟ ଏହି ବିବାହକୁ ବିରୋଧ କରିପାରିବେ ନାହିଁ । ଏପରି ଏକ ରାୟ ପ୍ରଦାନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ନିଜ ପସନ୍ଦରେ ବିବାହ କରିବା ପରେ ପରିବାରର ଧମକକୁ…