ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କବାଦୀ ନିପାତ
ଶ୍ରୀନଗର: ଉତ୍ତର କଶ୍ମୀରର ସୀମାନ୍ତ ଅଞ୍ଚଳରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଛି ଗୁଳିବିନିମୟ। ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଖଣ୍ଡନ କରି ଦୁଇ ଆତଙ୍କବାଦୀଙ୍କୁ ନହତ କଲେ ଯବାନ। ଜମ୍ମୁ-କଶ୍ମୀର ପୋଲିସର କହିବା କଥା ହେଲା କୁପୱାରା ପୋଲିସ ଦେଇଥିବା ଏକ ନିର୍ଦ୍ଦିଷ୍ଟ ସୂଚନାକୁ…