Latest Odisha News

BREAKING NEWS

ମାଆର କଷ୍ଟ ଲାଘବ ପାଇଁ ପୁଅ ଖୋଲିଲା କୁଅ

ମୁମ୍ବାଇ: ବର୍ଷ ବର୍ଷ ଧରି ମାଆ ସାମ୍ନା କରି ଆସୁୁଥିବା ଜଳକଷ୍ଟକୁ ଲାଘବ ପାଇଁ ଦୃଢ ନିଷ୍ପତ୍ତି ନେଲା ୧୪ବର୍ଷର ପୁଅ । ନିଜ ଉଦ୍ୟମରେ ଖୋଳିଲା କୁଅ,ଯାହା ନିଜ ମାଆର କଷ୍ଟକୁ କମ୍ କରିବାରେ ସହାୟକ ହେଲା । ତାହାସହିତ ନାବାଳକର ଏହି ଉଦ୍ୟମ ଅନ୍ୟମାନଙ୍କ ଆଖି ମଧ୍ୟ ଖୋଲିଦେଲା । ଏଭଳି ଏକ ଘଟଣା…

ଗଣଦୁଷ୍କର୍ମ ପରେ ନାବାଳିକା ପିଇଲା ବିଷ, ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ

ବାଲେଶ୍ୱର: ଜିଲ୍ଲାର ଏକ ହୋଟେଲରେ ପ୍ରେମିକ ସମେତ ତିନି ଜଣ ଯୁବକଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହେବା ପରେ ଜଣେ ନାବାଳିକା ବିଷ ପିଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ଲାଞ୍ଚ ମାମଲାରେ ଆରଆଇଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଦେଲେ କୋର୍ଟ

କୋରାପୁଟ: ଲାଞ୍ଚ ମାମଲାରେ କୋରାପୁଟ ଜିଲ୍ଲା ଭିଜିଲାନ୍ସ କୋର୍ଟ ଜଣେ ପୂର୍ବତନ ଉନ୍ନୟନ କିରାଣୀଙ୍କୁ 3 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ସିଡିପିଓଙ୍କ କାର୍ଯ୍ୟାଳୟର ପୂର୍ବତନ କିରାଣୀ ପ୍ରକାଶ କୁମାର ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି। ତଦନ୍ତ…

ଚରମ ଅବହେଳା, ଠକେଇ ଅଭିଯୁକ୍ତକୁ ମିଳିଲା ଜାମିନ କିନ୍ତୁ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଛାଡିଲା ଝାରପଡା ଜେଲ

ଭୁବନେଶ୍ୱର: ଜଣଙ୍କୁ ମିଳିଲା ଜାମିନ କିନ୍ତୁ ଆଉ ଜଣଙ୍କୁ ଛାଡିଲା ଝାରପଡା ଜେଲ। ଶାସନ ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଝାରପଡା ଜେଲର ଏଭଳି ଖାମଖିଆଲ ନୀତି ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ଜେଲ ପ୍ରଶାସନ କାଠଗଡ଼ାରେ। ଝାରପଡ଼ା ସ୍ୱତନ୍ତ୍ର ଜେଲ୍ କର୍ତ୍ତୃପକ୍ଷ ଏକ…

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଶଂସା କିନ୍ତୁ ଶାସନ ବ୍ୟବସ୍ଥାକୁ କେଞ୍ଚିଲେ ପ୍ରଭୁ ଚାଓ୍ୱଲା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଲମ୍ବା ମଣିଷ କିନ୍ତୁ ଛୋଟ ଗାଡ଼ିରେ ଯିବା ଆସିବା କରନ୍ତି। ସେ କଥା କମ୍, କାମରେ ବିଶ୍ବାସ କରନ୍ତି। ସେ ସଭାରେ ହାତ ହଲାଇ ଦେଲେ ଲୋକଙ୍କ ଭୋଟ ବର୍ଷା ହୁଏ। ଜାତୀୟ ଇଂରାଜୀ ଗଣମାଧ୍ୟମ ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର 'ଓଡ଼ିଶା ଲିଟେରାରୀ…

ଖାକି ବର୍ଦ୍ଦିରେ ପ୍ରି ୱେଡିଂ ଭିଡିଓ ସୁଟ୍ କଲେ ପୋଲିସ ଅଧିକାରୀ

ହାଇଦ୍ରାବାଦ: ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ଏବେ ବିବାହ ପୂର୍ବରୁ ପ୍ରି-ୱେଡ଼ିଂ ଫଟୋ…

୫୦ ହଜାର ଗାଁରେ ମହିଳା ସଂରକ୍ଷଣ ବିଲକୁ ନେଇ ସଚେତନ କରାଇବ ଓଡ଼ିଶା ବିଜେପି

ଭୁବନେଶ୍ୱର: ଓଡିଶାର ୫୦ ହଜାର ଗାଁରେ ମହିଳା ସଂରକ୍ଷଣ ବିଲ୍ ପାଇଁ ସଂସଦର ଅନୁମୋଦନ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଅଭିଯାନ ଆରମ୍ଭ କରିବ ଭାରତୀୟ ଜନତା ପାର୍ଟି। ଶନିବାର ଭୁବନେଶ୍ୱରରେ ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ…

ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଓଡ଼ିଶାରେ ନିର୍ବାଚନ ଲଢ଼ି ଜିତିବ ବିଜେପି: ଧର୍ମେନ୍ଦ୍ର

ଭୁବନେଶ୍ୱର: ଶନିବାର ଭୁବନେଶ୍ୱରରେ ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଜେପି ନିର୍ବାଚନ ଲଢିବ। ଆମେ ମହାରାଷ୍ଟ୍ର ଓ ହରିଆଣାରେ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଧାନସଭା ନିର୍ବାଚନ ଲଢ଼ି…

ହାତୀଙ୍କ ଗାଁ ଆମେର, ଯେଉଁଠି ରହିଛି ହାତୀଙ୍କ ପାଇଁ ବଡ଼ ବଡ଼ କୋଠରୀ

ଜୟପୁର: ଯେତେବେଳେ ଦାଣ୍ଡରେ ହାତୀଟିଏ ଯାଏ ଛୋଟପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଦେଖିବାକୁ ଦୌଡ଼ିଥାନ୍ତି । କିନ୍ତୁ ଏମିତି ଏକ ଗାଁ ଅଛି, ଯେଉଁଠି ହାତୀ ପଲ ପଲ ରୁହନ୍ତି । ଏହି ଗାଁକୁ ହାତୀଙ୍କ ଗାଁ ବୋଲି କୁହାଯାଏ । ଏହି ହାତୀ ଗାଁ ହେଉଛି ବିଶ୍ୱର ତୃତୀୟ ଏବଂ ଭାରତର ପ୍ରଥମ…