Latest Odisha News

BREAKING NEWS

୬ ମାସରେ ରାଜସ୍ୱ ବିଭାଗରେ ୩ ହଜାର ପଦବି ପୂରଣ ହେବ: ରାଜସ୍ୱ ମନ୍ତ୍ରୀ 

ଭୁବନେଶ୍ୱର: ଖୁବ୍‌ଶୀଘ୍ର ରାଜ୍ୟରେ ରାଜସ୍ୱ ବିଭାଗ ଅଧୀନରେ ଖାଲିପଡ଼ିଥିବା ପ୍ରାୟ ୩ ହଜାର ପଦବି ପୂରଣ ହେବ। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଗତକାଲି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ରଖି ଶ୍ରୀ ମଲ୍ଲୀକ ଏହି ସୂଚନା ଦେଇଛନ୍ତି।…

ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି

ଭୁବନେଶ୍ୱର:୧୯/୩/୨୩: ଝାରସୁଗୁଡାର ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବହୁ ନେତା ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଶୋକ ବାର୍ତ୍ତା ଦେଇଛନ୍ତି। ସେ ତାଙ୍କ ଟ୍ୱିଟ୍‌ରେ…

ନିଶାରେ ଚୁର୍‌ ହୋଇଗଲା ବର…ଭୁଲିଗଲା ନିଜ ବାହାଘର…

ନୂଆଦିଲ୍ଲୀ : ବିବାହ ଏକ ପବିତ୍ର ବନ୍ଧନ । ସମସ୍ତେ ନିଜ ବିବାହକୁ ନେଇ ବହୁତ୍‌ ଉତ୍ସାହିତ ରହିଥାଆନ୍ତି । ସେଥିପାଇଁ ଖାଦ୍ୟ ପାନୀୟରେ ଅଧିକ ଗୁରୁତ୍ୱ ଦେଇଥାଆନ୍ତି  । ବିବାହ ଉତ୍ସବରେ ମଦ୍ୟପାନ ସାଧାରଣ କଥା । ମଦ୍ୟପାନ କରି ବରଯାତ୍ରୀ ମାନେ ନାଚୁଥିବାର ମଧ୍ୟ ଆମେ ଦେଖିଛନ୍ତି । ଅନେକ ଥର…

ଖଲିସ୍ତାନ ନେତା ଅମ୍ରିତପାଲ ସିଂହ ଫେରାର୍; ପଳାତକ ଘୋଷଣା କଲା ପଞ୍ଜାବ ପୁଲିସ୍

ଅମୃତସର: ଖଲିସ୍ତାନ ସମର୍ଥକ ତଥା 'ୱାରିସ ପଞ୍ଜାବ ଦି' ସଂଗଠନର ମୁଖ୍ୟ ବିଛିନ୍ନତାବାଦୀ ନେତା ଅମ୍ରିତପାଲ ସିଂହକୁ ଧରିବାରେ ବିଫଳ ହେଲା ପୁଲିସ। ତା’ର କିଛି ସମର୍ଥକ ଧରାପଡ଼ିଥିବା ବେଳେ ସେ ଏବେ ବି ଫେରାର୍ ଅଛି। ପଞ୍ଜାବ ପୁଲିସ ପକ୍ଷରୁ ତାକୁ ପଳାତକ ଘୋଷଣା କରାଯାଇଛି। ଅମ୍ରିତପାଲ ଫେରାର୍…

କୁଆପଥର ମାଡ଼ ସହ ଆଜି ବି ହେବ ବର୍ଷା; ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ଆଜି ବି ରାଜ୍ୟରେ କେତେକ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ଓ ପବନ ହୋଇପାରେ।  ବର୍ଷାରେ କୁଆପଥର ମାଡ଼ ସହ ୪୦ରୁ ୫୦ କିମି ବେଗରେ ବହିପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୧୫ ଜିଲ୍ଲାକୁ ୟେଲୋ…

ପୂର୍ବତନ କଂଗ୍ରେସ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ

ଝାରସୁଗୁଡ଼ା: ଝାରସୁଗୁଡ଼ାର ପୂର୍ବତନ କଂଗ୍ରେସ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ ହୋଇଛି। ରବିବାର ଭୋରରୁ ୭୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବିରେନ୍ଦ୍ର। ସେ କିଛିଦିନ ହେଲା ଯକୃତ ରୋଗରେ ପୀଡ଼ିତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ…

ପଟିଆରେ ନିଯୁକ୍ତି ମେଳା : ୧୨୫ ଯୁବକ, ଯୁବତୀ ପାଇଲେ ନିଯୁକ୍ତି

ଭୁବନେଶ୍ୱର: ପଟିଆରେ ନିଯୁକ୍ତି ମେଳା ଅନୁଷ୍ଠିତ । କିଟ୍‍ ପକ୍ଷରୁ ୧୨୫ଜଣଙ୍କୁ ମିଳିଲା ନିଯୁକ୍ତି । ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଟିଆ ଗାଁର ୧୨୫ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ପଟିଆର କିଛି…

ଅଭୁଲା ଗୀତ : ଏଇ ଛୋଟ କଥାଟିଏ ଭୁଲନା

ଗୀତ: ଗୁରୁକୃଷ୍ଣ ଗୋସ୍ୱାମୀ ସଙ୍ଗୀତ : ଶାନ୍ତନୁ ମହାପାତ୍ର ଗାୟନ : ପ୍ରଣବ ପଟ୍ଟନାୟକ ଓ ଉଷା ମଙ୍ଗେସକର ଚଳଚ୍ଚିତ୍ର : ଅରୁନ୍ଧତୀ (୧୯୬୮) ଏଇ ଛୋଟ କଥାଟିଏ ଭୁଲନା ଭଲପାଏ ଆଉ କିଛି ଜାଣେନା ତୁମେ ପାଶେ ଥିଲେ କିଛି ଦୁନିଆରେ ଆଉ ମୁଁ ଚାହେଁନା ଚାହେଁନା ଏଇ ଛୋଟ କଥାଟିଏ ଭୁଲନା…

ଶିଶୁ କବିତା : ଗୁଣ୍ଡୁଚି ମୂଷା

ତରୁଣ କୁମାର ମିଶ୍ର  କଉତୁକିଆ ଜୀବଟେ ମୁହିଁ ନାଆଁ ଗୁଣ୍ଡୁଚି ମୂଷା , ଗଛ କୋରଡ଼େ ଚାଳ ସନ୍ଧିରେ କରିଥାଏ ମୁଁ ବସା । ପିଠିରେ ମୋର ଆଙ୍ଗୁଳି ଛାପ ଭାରି ସୁନ୍ଦର ଦିଶେ , ଚାଲିଲା ବେଳେ ଲାଞ୍ଜକୁ ଟେକି ଯାଇ ଟିକିଏ ବସେ । ପଛ ଗୋଡ଼ରେ ଦେଇକି ଭରା ଆଗ ଗୋଡ଼ରେ ଧରି , ଖାଦ୍ଯକୁ…

ଆସନ୍ତା ସପ୍ତାହରେ ୬୦ ହଜାର ଟପିବ ସୁନା ଦର

ଭୁବନେଶ୍ୱର : ପୁଣି ବଢ଼ିପାରେ ସୁନା ଦର  । ଆକାଶ ଛୁଆଁ ହେବ ସୁନା  । କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟ  । ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୫୯ ହଜାର ୪୨୦ ଟଙ୍କା ରହିଛି । ଏପ୍ରିଲ୍‌ ମାସରେ ଡେଲିଭରି ଦିଆଯିବାକୁ ଥିବା ସୁନା ଦାମ୍‌ ୧ ହଜାର ୪୧୪ ଟଙ୍କା ବୃଦ୍ଧି ପାଇଛି । ତେଣୁ ଆସନ୍ତା…