ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ପୁଣି ଟ୍ରାକରେ ଗଡିବ ବିଳାସପୂର୍ଣ୍ଣ ଟ୍ରେନ୍ ଡେକ୍କନ ଓଡିସି
ନୂଆଦିଲ୍ଲୀ: ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଟ୍ରାକରେ ଗଡିବାକୁ ଯାଉଛି ଡେକ୍କନ ଓଡିସି ଟ୍ରେନ୍ । ଏଥିରେ ଯାତ୍ରୀଙ୍କୁ ବାର ସହ ରେଷ୍ଟୁରାଣ୍ଟର ସମସ୍ତ ସୁବିଧା ମିଳିବ । କୋଭିଡ୍ ମହାମାରୀ ଯୋଗୁଁ ଏହି ଟ୍ରେନ୍ ଅଟକି ଯାଇଥିଲା । ଦୀର୍ଘ ୪ ବର୍ଷ ପରେ ଲହା ପୁଣି ଥରେ ଟ୍ରାକକୁ…