Latest Odisha News

BREAKING NEWS

ଗୁଜରାଟରେ ପ୍ରଥମ ମୁଣ୍ଡ ନେଲା H3N2 ଭାଇରସ, ଦେଶରେ ମୋଟ ମୃତ୍ୟୁ ସଂଖ୍ୟା…

ଗାନ୍ଧୀନଗର: ଦେଶରେ ଧୀରେ ଧୀରେ ଭୟଙ୍କର ରୂପ ନେଉଛି H3N2 ଇନ୍‌ଫ୍ଲୁଏଞ୍ଜା ଭାଇରସ। ଗୁଜୁରାଟ ରାଜ୍ୟରେ ନେଲା ପ୍ରଥମ ଜୀବନ। ଗୁଜରାଟ ଭଦୋଦରାର ଏସ୍ଏସ୍‌ଜି ହସ୍‌ପିଟାଲ୍‌ରେ ଚିକିତ୍ସିତ ଅବସ୍ଥାରେ H3N2 ସଂକ୍ରମିତ ଜଣେ ୫୮ ବର୍ଷୀୟା ମିହିଳାଙ୍କର ମୃତ୍ୟୁ ହୋଇଛି। ଏନେଇ ହସ୍‌ପିଟାଲ୍‌ ପକ୍ଷରୁ…

ଦୁଇ ପିଲାଙ୍କ ସହ ସମୟ କାଟୁଛନ୍ତି ଅଭିନେତ୍ରୀ ରୁଚା

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଧାରାବାହିକ ‘ସାଥ୍ ନିଭାନା ସାଥିୟା’ ବହୁ ବର୍ଷ ଧରି ଚାଲିଥିଲା । ଏହାର ପ୍ରତ୍ୟେକ ଚରିତ୍ର ଲୋକଙ୍କ ପାଖରେ ସ୍ମରଣୀୟ ଭାବନା ଛାଡ଼ି ଯାଇଛି । ଏହି ଧାରାବାହିକ ବନ୍ଦ ହୋଇଯାଇଥିଲେ ମଧ୍ୟ ଏହାର ପ୍ରତ୍ୟେକ କଳାକାରଙ୍କୁ ଲୋକେ ଏବେ ବି ମନେ ରଖିଛନ୍ତି । ସେମାନଙ୍କ…

ଅର୍ଚ୍ଚନା ନାଗ ଜାମିନ୍ ଆବେଦନ ମାମଲା, ତଦନ୍ତ ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ ମଙ୍ଗଳବାର ହାଇକୋର୍ଟ ପୋଲିସକୁ ରିପୋର୍ଟ ମାଗିଛନ୍ତି । ତଦନ୍ତ କେତେ ଆଗେଇଛି, ଏବେ ସ୍ଥିତି କଣ ? ସେନେଇ ପୋଲିସକୁ ବିବରଣୀ ମାଗିଛନ୍ତି ଓଡ଼ିଶା ହାଇକୋର୍ଟ । ହନିଟ୍ରାପ୍ ମାମଲାରେ ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନର ଶୁଣାଣି ବେଳେ…

‘5T’ ନେଇ ଜୟନାରାୟଣଙ୍କୁ ଜବାବ ଦେଲେ ଅରୁଣ, କହିଲେ ଗାଁକୁ ଗଲେ ବୁଝିପାରିବେ

ଭୁବନେଶ୍ୱର - ଓଡ଼ିଶାର ପ୍ରତି ଗାଁକୁ ଯାଆନ୍ତୁ ବୁଝିପାରିବେ ‘5T’ କଣ, 5T ନେଇ ପ୍ରଶ୍ନ କରୁଥିବା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଆଜି ଏଭଳି ପାଲଟା ଆକ୍ରମଣ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଅରୁଣ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପିତ ଏହି ‘୫-ଟି’…

ରାଜ୍ୟରେ ଏହି ଜିଲ୍ଲାରେ ରହିଛି ରକ୍ତଚନ୍ଦନ ଗଛ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଜିଲ୍ଲାରେ ଅଛି ମୂଲ୍ୟବାନ ରକ୍ତଚନ୍ଦନ ଗଛ । ଏହି ଜଙ୍ଗଲ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡରେ ରହିଛି । ଏକଥା କହିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।  ମଙ୍ଗଳବାର ବିଧାନସଭାରେ  ବିଜେପି ବିଧାୟକ ଗଣେଶ…

ଅପପୁଷ୍ଟିର ଚିକିତ୍ସା ଉପରେ ଆମ୍ରି ହସ୍ପିଟାଲରେ କର୍ମଶାଳା

ଭୁବନେଶ୍ୱର: ଆମ୍ରି ହସ୍ପିଟାଲରେ କ୍ରିଟିକାଲ୍ କେୟାର ନୁଟ୍ରିସନ୍ (ଅପପୁଷ୍ଟି) ଉପରେ ଏକ କର୍ମଶାଳା ଆୟୋଜିତ ହୋଇଛି । ଯେଉଁଥିରେ ଶହେରୁ ଅଧିକ ବିଶେଷଜ୍ଞଙ୍କ ସହ ସରକାରୀ ଓ ବେସରକାରୀ ହସ୍ପିଟାଲର ଡାକ୍ତର ଓଡ଼ିଶା ଏବେ ବାହାରୁ ଯୋଗ ଦେଇଥିଲେ । କର୍ମଶାଳାରେ ଏମ୍ସ, ଆପୋଲ ହସ୍ପିଟାଲକର…

ମାଲକାନଗିରିରେ ମାଓ କ୍ୟାମ୍ପ ଠାବ, ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି: ନକ୍ସଲ ବିରୋଧୀ ଅପରେସନକୁ ବଡ଼ ସଫଳତା ମିଳିଛି । ମାଲକାନଗିରି ଜିଲ୍ଲାର ଯୋଡ଼ାମ୍ବ ଥାନା ଅନ୍ତର୍ଗତ ଆର୍ଲିଙ୍ଗପଡ଼ା ଗାଁ ନିକଟରେ ସୁରକ୍ଷା କର୍ମୀ ମାଓ କ୍ୟାମ୍ପ ଠାବ କରିଥିବା ବେଳେ ବିପୁଳ ବିସ୍ଫୋରକ ଜବତ କରାଯାଇଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବିଏସଏଫର ୧୭୭…

ମାଓବାଦୀଙ୍କ ନାଁରେ ବଟି ଆଦାୟ କରି ପୁଣି ଜେଲ ଗଲେ ଭିନିଲକ୍ରିଷ୍ଣା ଅପହରଣରେ ସଂପୃକ୍ତ ତପନ ସାହା

ମାଲକାନଗିରି: ମାଲକାନଗିରିର ପୁର୍ବତନ ଜିଲ୍ଲାପାଳ ଆର ଭିନିଲ କ୍ରିଷ୍ଣାଙ୍କ ଅପହରଣ ଘଟଣାରେ ସାମିଲ ରହି ଜାମିନରେ ଆସିଥିବା ତପନ ସାହାଙ୍କୁ ପୁଣି ଜେଲଦଣ୍ଡ । ମାଓବାଦୀ ନାଁରେ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରାଇବା, ଧମକ ଦେଇ ବଟି ଆଦାୟ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇ ଜେଲ ପଠା ଯାଇଛି…

ରାଜସ୍ୱ ବିଭାଗକୁ ଶ୍ରୀମନ୍ଦିର ପ୍ରଶାସନର ଚିଠି: ଜଗନ୍ନାଥଙ୍କ ଜମି ଉପରେ ତିଆରି ହୋଇଛି ସମ୍ରାଟ କମ୍ପ୍ଲେକ୍ସ

ପୁରୀ: ଅସ୍ତିତ୍ୱ ହରାଇବ କି ସମ୍ରାଟ କମ୍ପ୍ଲେକ୍ସ ? ଭଙ୍ଗାଯିବ କି ସମ୍ରାଟ କମ୍ପ୍ଲେକ୍ସର କୋଠା ? ହଟିବ ଜବରଦଖଲ ? ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ରାଟ କମ୍ପ୍ଲେକ୍ସ ଜମି ନେଇ ତହସିଲଦାରଙ୍କୁ ଚିଠି ଦିଆଯିବା ପରେ ଉଠିଛି ଏମିତି କିଛି ପ୍ରଶ୍ନ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏମିତି…

୩ ଦିନ ଭିଜିବ ଓଡ଼ିଶା ! ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ଖୁବ ଶୀଘ୍ର ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ପାଇବେ ରାଜ୍ୟବାସୀ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତାକାଲିଠାରୁ ତିନି ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ସହ ଜଡ଼ିତ ବାୟୁମଣ୍ଡଳ…