ଫିଟ୍ ରହିବା ପାଇଁ ବର୍ଷାଦିନେ କରନ୍ତୁ ଏପରି ଡାଏଟ
ଭୁବନେଶ୍ଵର: ବର୍ଷାଦିନେ ଖୋଲା ଆକାଶ ତଳେ ଝିପିଝିପି ବର୍ଷାରେ ଭିଜିବାର ମଜା ନେବା ଲୋକଙ୍କ ସଂଖ୍ୟା ନିହାତି କମ୍ ନୁହେଁ। ଅନ୍ୟପଟେ ବର୍ଷାଦିନେ ଦେହ ଖରାପ ହେବା ଏକ ସାଧାରଣ କଥା। ଏହି ସମୟରେ ଥଣ୍ଡା ଲାଗିବା, ଜ୍ୱର ହେବା, ପେଟ ଖରାପ, ଡେଙ୍ଗୁ, ମ୍ୟାଲେରିଆ ଆଦି ରୋଗରୁ ସାବଧାନ ରହିବା…