Latest Odisha News

BREAKING NEWS

୩ ଦିନ ଘନ କୁହୁଡ଼ି, ବଢ଼ିବ ଦିନ ତାପମାତ୍ରା

ଭୁବନେଶ୍ୱର: ଆଜି ରାଜ୍ୟର ୯ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଛି । ବୌଦ୍ଧ, ନୟାଗଡ଼ ଏବଂ ତାଳଚେରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ରହିଛି । ଆଗାମୀ ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୪…

ନବ ଦାସଙ୍କ ହତ୍ୟା ଘଟଣାରେ FBIର କୌଣସି ଭୂମିକା ନାହିଁ: ପ୍ରକାଶ ମିଶ୍ର

ଭୁବନେଶ୍ୱର: ନବ ଦାସଙ୍କୁ ହତ୍ୟା ମାମଲା ଓ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର । କହିଛନ୍ତି, ପୋଲିସ ହେଉଛି ଏକ ଫୋର୍ସ ଏବଂ ଏକ ‘ଚେନ୍ ଅଫ୍ କମାଣ୍ଡ’ର ବ୍ୟବସ୍ଥାର ସମନ୍ୱୟ ରହିଥାଏ । ରାଜ୍ୟରେ ବହୁ ଦକ୍ଷ ପୋଲିସ ଅଧିକାରୀ…

୫୬ ବର୍ଷ ତଳର ଘଟଣା: ୧୦ ପରମାଣୁ ଅସ୍ତ୍ର ଅଚଳ କରିଥିଲେ କି ପରଗ୍ରହୀ

ୱାଶିଂଟନ: ୫୬ ବର୍ଷ ତଳେ ଆମେରିକାର ଏକ ମିଲିଟ୍ରି ବେସ ଉପରେ ୟୁଏଫଓ ଉଡିଥିବା ଦାବୀ କରାଯାଇଥିଲା । ଏପରିକି ଏଥିରେ ଥିବା ପରଗ୍ରହୀ ୧୦ଟି ପରମାଣୁ ଅସ୍ତ୍ରକୁ ଅଚଳ କରି ଦେଇଥିଲେ ବୋଲି ବାୟୁ ସେନାର ଜଣେ ପୂର୍ବତନ ଅଧିକାରୀ ଦାବୀ କରିଥିଲେ । ଦୀର୍ଘ ଦିନ ପରେ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ…

ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କଲେ ଝିଅ

ପୁରୀ: କୁହନ୍ତି ଯେ, ଯଦି ମନରେ ଦୃଢ ବିଶ୍ୱାସ ଓ ଅଦମ୍ୟ ସାହାସ ଥିବ, ତେବେ କୌଣସି ଅସୁବିଧା ତୁମ ପାଖ ମାଡିବ ନାହିଁ। କଠିନ ପରିଶ୍ରମ ଆଗରେ ସବୁ କାର୍ଯ୍ୟ ସମ୍ଭବ ହୋଇଥାଏ। ଏମିତି ଭାବରେ ନିଜ ବାପାଙ୍କ ସ୍ୱପ୍ନ ପୂରା କରିଛନ୍ତି ପ୍ରଜ୍ଞା ପାରମିତା ବେହେରା । ୫ ବର୍ଷ ତଳୁ ବାପା ଦେଖିଥିବା…

ମଡେଲ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର:ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଆଜି ସୌମ୍ୟଙ୍କ ଭୁବନେଶ୍ୱର ଘରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ ତନାଘନା କରୁଛି। କ୍ରାଇମବ୍ରାଞ୍ଚର ଦୁଇ ମହିଳା ଅଧିକାରୀ ମୃତ ସୌମ୍ୟ ପାଣିଗ୍ରାହୀଙ୍କ ବାପା ସୁଧାକର ପାଣିଗ୍ରାହୀ, ମାଆ…

କଣ ପାଇଁ କେତେକ ଲୋକ ଚକ, ମାଟି, କାଗଜ ଓ ରବର ଖାଇଥାନ୍ତି ?

ଭୁବନେଶ୍ୱର: ଆମ ଅନେକ ଲୋକଙ୍କୁ ଦେଖିଛେ, ଯେଉଁମାନେ ଚକ ଖଡି, ରବର, କାଗଜ ଓ ମାଟି ପରି ଅଖାଦ୍ୟ ଖାଇଥାନ୍ତି । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ କ୍ଷେତ୍ରରେ ଏହି ବ୍ୟତିକ୍ରମ ଦେଖିବାକୁ ମିଳିଥାଏ । ତେବେ ସେମାନେ କାହିଁକି ଏହାକୁ ଖାଆନ୍ତି ? ଏହି କ୍ଷେତ୍ରରେ ଜିଭର ଲାଳସାର ପ୍ରଶ୍ନ…

ମୋ ପ୍ରତି ପକ୍ଷପାତ କରାଯାଉଛି, ଗୃହରେ କହିବାର ସୁଯୋଗ ଦିଆଯାଉନି-ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର:ଗୃହରେ ପକ୍ଷପାତିତା କରାଯାଉଛି । ବାଚସ୍ପତି ତାଙ୍କୁ କହିବାକୁ ସୁଯୋଗ ଦେଉନାହାନ୍ତି । ମୋର ବିଧାୟକ ପାଣ୍ଠି ଅନୁଦାନ ଖର୍ଚ୍ଚ ହୋଇ ପାରୁନି । ଏ ପ୍ରସଙ୍ଗରେ ପଚାରିବାକୁ ଚାହଁଥିଲେ ହେଁ ମୋତେ କହିବାକୁ ସୁଯୋଗ ମିଳୁନ ନ ଥିବା ଅଭିଯୋଗ କରି ଆଜି କକ୍ଷତ୍ୟାଗ କରିଛନ୍ତି…

ଚଢ଼ାଉରେ ଦେଢ଼ ଲକ୍ଷର ଚପଲ ଓ ୮୦ ହଜାର ଟଙ୍କାର ଜିନ୍ସ ନେଇଯିବାରୁ କାନ୍ଦିଲେ ସୁକେଶ

ନୂଆଦିଲ୍ଲୀ : ଜେଲ ଭିତରେ ଭୋ ଭୋ ହୋଇ କାନ୍ଦିଲେ କନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖର । ଚଢ଼ାଉ ବେଳେ ନେଇଗଲେ ସୁକେଶଙ୍କ ସୌଖୀନ ସାମଗ୍ରୀ। ଜେଲ୍ ଭିତରେ ସୁକେଶ ପିନ୍ଧୁଥିଲା ଦେଢ଼ ଲକ୍ଷର ଚପଲ ସାଙ୍ଗକୁ ୮୦ ହଜାର ଟଙ୍କାର ଜିନ୍ସ । ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…

୫ମ ଶ୍ରେଣୀ ଛାତ୍ରଙ୍କ ପାଇଁ ଅଙ୍କ ପ୍ରଶ୍ନ..ପଢିଲେ ମଥା ଘୂରିଯିବ

ନୂଆଦିଲ୍ଲୀ:ଆଜିକାଲି ପିଲାମାନେ ଖୁବ ଚାଲାକ ଏବଂ ସ୍ମାର୍ଟ ବି । କିଛି କିଛି ପିଲା ଏତେ ବୁଦ୍ଧିଆ ଯେ ସେମାନଙ୍କ ବୁଦ୍ଧି ପାଖରେ  ବଡ ବଡ ଲୋକମାନେ  ବି ଫେଲ ମାରିଯିବେ । ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ୫ମ ଶ୍ରେଣୀ ପିଲାଙ୍କର ଏକ ପ୍ରଶ୍ନପତ୍ର ଦେଖିବାକୁ ମିଳିଛି ।…

ବିମାନ ଅଟକାଇ ବରିଷ୍ଠ କଂଗ୍ରେସ ନେତା ପବନ ଖେଡାଙ୍କୁ ଗିରଫ କଲା ଆସାମ ପୁଲିସ୍

ଦିଶପୁର: ବରିଷ୍ଠ କଂଗ୍ରେସ ନେତା ପବନ ଖେଡ଼ା ଗିରଫ। ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ବିମାନ ଉଡ଼ାଣକୁ ରଦ୍ଦ ଖେଡ଼ାଙ୍କୁ ଗିରଫ କଲା ଆସାମ ପୁଲିସ। ଗୁରୁବାର କଂଗ୍ରେସ ଦଳ ଏଭଳି ଅଭିଯୋଗ ଆଣିଛି। ଖେଡା ରାୟପୁର ଅଭିମୁଖେ ଉଡ଼ାଣ ଭରୁଥିବା ବେଳେ ଆସାମ ପୁଲିସ ନିର୍ଦ୍ଦେଶରେ…