ସଫଳତାର ଆଉ ଏକ ପାଦ: ଚନ୍ଦ୍ରଯାନ-୩ର ଡିବୁଷ୍ଟିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ, ପଠାଇଲା ଚନ୍ଦ୍ରର ସୁନ୍ଦର ଫଟୋ
ଶ୍ରୀହରିକୋଟା:ଚନ୍ଦ୍ରଯାନ-୩କୁ ନେଇ ଆସୁଛି ଗୋଟିଏ ପରେ ଗୋଟିଏ ସଫଳତାର ଖବର । ବିକ୍ରମ ଲାଣ୍ଡର ଚନ୍ଦ୍ରର ଖୁବ ନିକଟତର ହୋଇ ପାରିଛି । ତାର ଅତ୍ୟାଧୁନିକ କ୍ୟାମେରାରେ କଏଦ କରିଛି ଚନ୍ଦ୍ର ପୃଷ୍ଣର ସୁନ୍ଦର ଚିତ୍ର । ଏହି ଫଟୋକୁ ଇସ୍ରା ତାର ଅଫିସିଆଲ ଟୁଇଟରରେ ସେୟାର କରିଛି । ଏହି ଖବର…