ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନୀତି କାନ୍ତି
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ସେବାପୂଜା ଓ ପର୍ବ ଉତ୍ସବ ଆଦିର ସମଗ୍ର ବିଧି ବ୍ୟବସ୍ଥା ମହାରାଜ ଇନ୍ଦ୍ରଦ୍ୟୁମ୍ନ ହିଁ ପ୍ରଚଳନ କରିଥିଲେ। କୁହାଯାଏ ବେଦବ୍ୟାସ ବିରଚିତ ସ୍କନ୍ଦ ପୁରାଣ…