Latest Odisha News

BREAKING NEWS

ବିଚିତ୍ର ବୁଡ଼ିଆଣୀ: ମୟୂର ପରି ପୁଚ୍ଛ ମେଲାଇ ନାଚୁଛି

ଯେତେବେଳେ ବର୍ଷା ଆସେ ମୟୂରମାନେ ସେମାନଙ୍କ ଡେଣା ଖୋଲି ନାଚିବା ଆରମ୍ଭ କରନ୍ତି । କିନ୍ତୁ ଆପଣ କେବେ ବୁଡ଼ିଆଣୀ ପୁଛ ମେଲାଇ ନାଚୁଥିବାର ଦେଖିଛନ୍ତି । ଏବେ ସେମିତି ଏକ ବୁଡ଼ିଆଣୀର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁଠି ଗୋଟେ ବୁଡ଼ିଆଣୀ ଠିକ୍ ମୟୂର ସଦୃଶ ପୁଚ୍ଛ ମେଲାଇ ନାଚୁଛି । ଲୋକ…

ଚୀନର ଡ୍ରିମ୍ ପ୍ରୋଜେକ୍ଟ ବିଆରଆଇକୁ ଇଟାଲିର ନା !

ନୂଆଦିଲ୍ଲୀ: ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ)ରେ ସାମିଲ ହୋଇଥିବା ଏକମାତ୍ର ଜି-୭ ଦେଶ ଇଟାଲି ଚୁକ୍ତିରୁ ଓହରି ଯିବା ନେଇ ବିଚାର କରୁଛି। ଚୀନକୁ ଇଟାଲୀର ରପ୍ତାନୀ ଆଶାନୁରୂପ ହୋଇ ନ ଥିବାରୁ ଏବଂ ଦେଶର ନୂଆ ସରକାର ଚୀନର ଆର୍ଥିକ ଓ ରାଜନୈତିକ ପ୍ରଭାବ ପ୍ରତି ଅଧିକ ସତର୍କ ଥିବାରୁ…

ଷ୍ଟାଲିନଙ୍କ ପୁଅ କହିଲେ ସନାତନ ଧର୍ମ ଡେଙ୍ଗୁ ମଶା ଭଳି, ବିଜେପି କହିଲା ହିନ୍ଦୁ ଧର୍ମର ଉଚ୍ଛେଦ ଇଣ୍ଡିଆ ମେଣ୍ଟର…

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନଙ୍କ ପୁଅ ତଥା ଡିଏଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ 'ସନାତନ ଧର୍ମ' ବିରୋଧରେ ମନ୍ତବ୍ୟକୁ ନେଇ ରବିବାର ବିଜେପି ଡିଏମକେ ନେତା ଓ ଇଣ୍ଡିଆ ମେଣ୍ଟକୁ କଡ଼ା ସମାଲୋଚନା କରିଛି। ହିନ୍ଦୁ ଧର୍ମର ସମ୍ପୂର୍ଣ ଉଚ୍ଛେଦ ବିରୋଧୀ ମେଣ୍ଟର…

ଫଟୋଗ୍ରାଫରଙ୍କ ଉପରେ ରାଗିଗଲେ ଶାହିଦ: ଭିଡ଼ିଓ ଭାଇରାଲ

ମୁମ୍ବାଇ: ସାଧାରଣତଃ ବଲିଉଡ୍‌ର ସେଲିବ୍ରିଟିମାନେ ଯେଉଁଆଡ଼େ ଯାଆନ୍ତି, ଫଟୋଗ୍ରାଫରମାନେ ତାଙ୍କ ପଛରେ ପଡ଼ିଯାନ୍ତି । ସେମାନେ ଖୁସିର ସହ ଫଟୋଗ୍ରାଫରଙ୍କୁ ବିଭିନ୍ନ ପୋଜ ଦେଇଥାନ୍ତି । ବେଳେ ବେଳେ ଆଉ କିଛି ସେଲିବ୍ରିଟି ଫଟୋ ପୋଜ ଦେବା ପାଇଁ ଅସନ୍ତୋଷ ପ୍ରକାଶ କରିଥାନ୍ତି । ନିକଟରେ ମୁମ୍ବାଇରେ…

ଏସିଆ କପ କ୍ରିକେଟ : ଭାରତ-ନେପାଳ ମ୍ୟାଚରେ ମଧ୍ୟ ବର୍ଷା ସମ୍ଭାବନା

କାଣ୍ଡି: ଚଳିତ ଏସିଆ କପ କ୍ରିକେଟରେ ଭାରତ-ପାକିସ୍ତାନ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇ ଯାଇଥିଲା । ଏବେ ଟିମ ଇଣ୍ଡିଆର ଦ୍ୱିତୀୟ ମ୍ୟାଚରେ ମଧ୍ୟ ବର୍ଷା ସମ୍ଭାବାନ ରହିଛି । ସୋମବାର ନେପାଳ ବିପକ୍ଷ ମୁକାବିଲାରେ ୯୦ ପ୍ରତିଶତ ପାଖାପାଖି ବର୍ଷା ସମ୍ଭାବନା ରହିଛି । ଯଦି ଏହି ମ୍ୟାଚ ବାତିଲ…

‘ୱାନ୍ ନେସନ୍ ୱାନ୍ ଇଲେକ୍ସନ୍’ ନୁହେଁ ‘ୱାନ୍ ନେସନ୍ ୱାନ୍ ଏଜୁକେସନ୍’ ଆବଶ୍ୟକ:…

ନୂଆଦିଲ୍ଲୀ: ହରିୟାଣାରେ ଲୋକସଭା ନିର୍ବାଚନ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିଲାଗି ରାଜନୈତିକ ଦଳଗୁଡ଼ିକ ସକ୍ରିୟ ଥିବା ନଜର ଆସିଛି। ଏହି କ୍ରମରେ ଆମ୍ ଆଦମୀ ପାର୍ଟି (ଆପ୍) ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଭୱାନୀରେ ପହଞ୍ଚିଛନ୍ତି। ଏହି…

ରିଲିଜ୍ ହେଲା ଚନ୍ଦ୍ରମୁଖୀ-୨ର ଟ୍ରେଲର: ନୃତ୍ୟଶିଳ୍ପୀ ଭୂମିକାରେ ନଜର ଆସିଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏଥର ବଲିଉଡର ବିବାଦୀୟ ରାଣୀ ତାଙ୍କ ଆଗାମୀ କମେଡି ଫିଲ୍ମ ‘ଚନ୍ଦ୍ରମୁଖୀ ୨'କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ଟ୍ରେଲର ରବିବାର ରିଲିଜ୍ ହୋଇଯାଇଛି ।…

ପାକିସ୍ତାନ ବିପକ୍ଷରେ ଶୀର୍ଷ ବ୍ୟାଟରଙ୍କ ଫ୍ଲପ୍ ସୋ’, ବିଶ୍ବକପ୍ ପାଇଁ ଭାରତ ପ୍ରସ୍ତୁତ?

ଭୁବନେଶ୍ୱର: ଏସିଆ କପ୍ ୨୦୨୩ର ତୃତୀୟ ମ୍ୟାଚ୍ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା କିନ୍ତୁ ବର୍ଷା ପାଇଁ ଏହି ମ୍ୟାଚ୍ ବାତିଲ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୬୬ ରନ୍ ସଂଗ୍ରହ କରିଥିଲା। ହେଲେ ଟିମ୍ ଇଣ୍ଡିଆର ଶୀର୍ଷ ବ୍ୟାଟିଂ ଅର୍ଡର ଖରାପ ପ୍ରଦର୍ଶନ କରିଛି। ରୋହିତ ଶର୍ମା…

ଆମେରିକାରେ ପଙ୍କ କାଦୁଅରେ ଫସି ରହିଛନ୍ତି ୭୦ ହଜାର ଲୋକ

ନ୍ୟୁୟର୍କ: ଆମେରିକାର ନେୱାଡ ରାଜ୍ୟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ ବର୍ଣ୍ଣିଂ ମ୍ୟାନ ଫେଷ୍ଟିଭାଲ ପାଇଁ ୭୦ ହଜାର ଲୋକ ଏକତ୍ର ହୋଇଥିଲେ । ମାତ୍ର କ୍ରମାଗତ ଭାବେ ବର୍ଷା ହେବା ଯୋଗୁ ପୂରା ଅଂଚଳ କାଦୁଅ ଓ ପଙ୍କରେ ଭରି ଯାଇଛି । ଲୋକମାନେ ଚାଲିବାକୁ ସକ୍ଷମ ମଧ୍ୟ ହେଉ…

‘ସଚିବ ବଡ଼ ନା ମନ୍ତ୍ରୀ ବଡ଼’ ! ଟୁକୁନି ସାହୁଙ୍କୁ ମୁହଁତୋଡ଼ ଜବାବ ଦେଲେ କୁସୁମ ଟେଟେ

ଭୁବନେଶ୍ୱର: କୁଚକ୍ରୀ ଗୋଷ୍ଠୀଙ୍କ ଉପରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ବର୍ଷିବା ପରେ ସୋସିଆଲ ମିଡିଆ ଏକ୍ସରେ ବିରୋଧୀ ଦଳ ଓ ଶାସକ ଦଳ ମଧ୍ୟ ଆରମ୍ଭ ହୋଇଯାଇଛି ବାକ୍ ଯୁଦ୍ଧ। ମନ୍ତ୍ରୀ ଟୁକୁନି ସାହୁଙ୍କ ପୋଷ୍ଟରେ ମୁହଁତୋଡ଼ ଜବାବ ଦେଇଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ। ସେ କହିଛନ୍ତି,…